446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବକ୍ରି ଇଦ୍‌ରେ ଗୋହତ୍ୟା ନିଷେଧ: ଆଦାଲତର ଐତିହାସିକ ରାୟ

ମାଦ୍ରାସ ହାଇକୋର୍ଟ ତାମିଲନାଡୁରେ ବକ୍ରି ଇଦ୍‌ ଓ ଅନ୍ୟ ସମସ୍ତ ଦିନରେ ଗାଈ ଓ ବଛୁର ହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରି ଏକ ଐତିହାସିକ ରାୟ ଦେଇଛନ୍ତି। ଜଷ୍ଟିସ୍ G.R. ସ୍ୱାମୀନାଥନ ଏବଂ V. ଲକ୍ଷ୍ମୀନାରାୟଣନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ (PIL) ଆଧାରରେ ଦାଖଲ ମାମଲାକୁ ଗ୍ରହଣ କରି କୋର୍ଟ କହିଛି ଯେ ଭାରତୀୟ ସଂସ୍କୃତିରେ ଗାଈକୁ ପବିତ୍ର ପଶୁ ଭାବେ...

ତେଲ ଦର ବୃଦ୍ଧିରେ ଯାତ୍ରୀଙ୍କୁ ଝଟକା! ମନମୁତାବକ ବସ୍‌ ଭଡ଼ା ଆଦାୟ ଅଭିଯୋଗରେ ବଢ଼ିଲା ଅସନ୍ତୋଷ

ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆହୁରି ବଢ଼ିଛି । ତୈଳ ଦର ବୃଦ୍ଧି ସହ ବସ୍‌ ଭଡ଼ା ବଢ଼ିଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଏହି ପରିସ୍ଥିତିରେ କେତେକ ବସ୍‌ ମାଲିକ ଓ କର୍ମଚାରୀ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଯେଉଁ ରୁଟ୍‌ରେ ପୂର୍ବରୁ ୫୦ ଟଙ୍କା...

TMCରେ ବଡ଼ ଭାଙ୍ଗଣର ସଙ୍କେତ! ‘୫୦ ବିଧାୟକ ଓ ୨୦ ସାଂସଦ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ’ : ବିଜେପି ସାଂସଦ

ପଶ୍ଚିମବଙ୍ଗ ରାଜନୀତିରେ ପୁଣି ତୀବ୍ର ହୋଇଛି ଦଳବଦଳ ଚର୍ଚ୍ଚା । ତୃଣମୂଳ କଂଗ୍ରେସ (TMC) ଭିତରେ ଅସନ୍ତୋଷ ବଢ଼ୁଥିବା ବେଳେ, ବିଜେପି ସାଂସଦ ସୌମିତ୍ର ଖାନଙ୍କ ଏକ ବଡ଼ ବୟାନ ରାଜନୈତିକ ମହଳରେ ଚର୍ଚ୍ଚାକୁ ଆହୁରି ତେଜ କରିଦେଇଛି । ସୌମିତ୍ର ଖାନ ଦାବି କରିଛନ୍ତି ଯେ, ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ସବୁଜ ସଙ୍କେତ ମିଳେ, ତେବେ TMC ଭିତରେ ବଡ଼ ଧରଣର ଭାଙ୍ଗଣ ହୋଇପାରେ । ତାଙ୍କ କହିବା ଅନୁସାରେ, TMCର ପ୍ରାୟ...

ମମତାଙ୍କୁ ବଡ଼ ଝଟକା, TMC ର ସମସ୍ତ ପଦବୀରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଚର୍ଚ୍ଚାରେ ତୃଣମୂଳ କଂଗ୍ରେସ । ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ଓ ଗୋଷ୍ଠୀକଳହ ବଢ଼ୁଥିବା ବେଳେ, ବୁଧବାର ବାରାସତ ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ଇସ୍ତଫା ଦଳକୁ ନୂଆ ଝଟକା ଦେଇଛି । କାକୋଲି ଘୋଷ ଦଳର ସମସ୍ତ ସଂଗଠନ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ବାରାସତ ଜିଲ୍ଲା ସଭାପତି ପଦ ସହ ଟିଏମସି ସଂଗଠନର ଅନ୍ୟାନ୍ୟ ଦାୟିତ୍ୱରୁ ମଧ୍ୟ ଅପସାରିତ ହୋଇଛନ୍ତି ।...

ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ସାରା ବିଶ୍ୱ ଜାଣିବ ମୂଳପୀଠର ମହିମା ଓ ପରମ୍ପରା

ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଘୋଷଯାତ୍ରାକୁ ୟୁନେସ୍କୋର ବୈଶ୍ୱିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବା ନେଇ ଆଶା ବଢ଼ିଛି । ଦୀର୍ଘ ବର୍ଷର ପ୍ରୟାସ ପରେ ୨୦୨୫ରେ ଶ୍ରୀମନ୍ଦିର ପ୍ରଶାସନ ସଫଳତାର ସହ ନାମାଙ୍କନ ପ୍ରକ୍ରିୟା ଶେଷ କରିଥିବା ସୂଚନା ମିଳିଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ପୂର୍ବରୁ ଘୋଷଯାତ୍ରାକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରିସାରିଛି । ଏବେ ଆସନ୍ତା...

RCB ଠାରୁ ହାରିଲେ ବି ଫାଇନାଲ୍ ଆଶା ଜୀବନ୍ତ! ଜାଣନ୍ତୁ କେମିତି IPL ଫାଇନାଲ୍ ଖେଳିପାରେ ଗୁଜରାଟ ଟାଇଟନ୍ସ

ଧର୍ମଶାଳାରେ ଖେଳାଯାଇଥିବା ଆଇପିଏଲ୍-୨୦୨୬ର ପ୍ରଥମ କ୍ୱାଲିଫାୟର୍‌ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (RCB) ବିପକ୍ଷରେ ଗୁଜରାଟ ଟାଇଟନ୍ସ ୯୨ ରନ୍‌ରେ ପରାସ୍ତ ହୋଇଛି । ଏହି ବିଜୟ ସହ ଆରସିବି ସିଧାସଳଖ ଆଇପିଏଲ୍ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଗୁଜରାଟ ପାଇଁ ଏବେ ମଧ୍ୟ ଫାଇନାଲ୍‌ର ଦ୍ୱାର ଖୋଲା ରହିଛି । ମ୍ୟାଚ୍‌ ପରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ୍ ଦଳର ପରାଜୟ ପାଇଁ ଖରାପ ଫିଲ୍ଡିଂ ଓ ଚାପ ମୁହୂର୍ତ୍ତରେ ହୋଇଥିବା ଭୁଲ୍‌କୁ ଦାୟୀ...

ନିଟ୍ ପେପର୍ ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; ଡାକ୍ତର ଓ ଶିକ୍ଷକ ସହ ୧୩ ଜଣ ସିବିଆଇ ଜାଲରେ

ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି ୨୦୨୬’ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ଆହୁରି ଜୋରଦାର କରିଛି । ବୁଧବାର ସିବିଆଇ ଏହି ମାମଲାରେ ଆଉ ଦୁଇ ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରର ଲାଟୁରର ଜଣେ ଡାକ୍ତର ଏବଂ ପୁଣେର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରର ଫିଜିକ୍ସ ଶିକ୍ଷକ ସାମିଲ ଅଛନ୍ତି । ସିବିଆଇ ସୂଚନା ଅନୁସାରେ, ଡାକ୍ତର...

ମୟୂରଭଞ୍ଜରେ ଭାଲୁ ଭୟ, ସନ୍ଧ୍ୟା ପଡିଲେ ତାଟି କବାଟ ବନ୍ଦ କରୁଛନ୍ତି ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବନାଞ୍ଚଳ ଅଧୀନ କୋଚିଳାଡ଼ିହା, ବୈରାଟପୁର ସହ ଆସପାସର ଗ୍ରାମଗୁଡ଼ିକରେ ଏବେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମ ଭିତରେ ଭାଲୁ ବୁଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ ଗ୍ରାମବାସୀମାନେ ଘରର ତାଟି କବାଟ ବନ୍ଦ କରି ସତର୍କ ରହୁଛନ୍ତି । ପରିବାରର ମହିଳା ଓ ଶିଶୁମାନଙ୍କୁ ଘରେ ସୁରକ୍ଷିତ ରଖି ଗ୍ରାମର ପୁରୁଷମାନେ ଦଳବଦ୍ଧ ଭାବେ...

ବାଂଲାଦେଶୀଙ୍କୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ମନ୍ତବ୍ୟ, ‘ମାଗଣା ସୁବିଧା ନେଇ ହେବ ନାହିଁ’

କରୀଦ ପୂର୍ବରୁ ସୀମାରେ ବାଂଲାଦେଶୀ ପ୍ରବାସୀଙ୍କ ଭିଡ଼, ଅବୈଧ ଅନୁପ୍ରବେଶକାରୀଙ୍କୁ କଡ଼ା ଚେତାପଶ୍ଚିମବଙ୍ଗରେ ଅବୈଧ ପ୍ରବାସୀଙ୍କ ବିରୋଧରେ କଡ଼ା ନଜରଦାରି; ବକରୀଦ ପୂର୍ବରୁ ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶୀ ପ୍ରବାସୀଙ୍କ ଆଗମନ ଓ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ବଢ଼ିଛି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାକିମପୁର ଓ ବସିରହାଟ ସୀମା ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଉଥିବା ଦେଖାଯାଇଛି । କିଛି ପ୍ରବାସୀ ନିଜ ଦେଶ ବାଂଲାଦେଶକୁ ଫେରୁଥିବା ସୂଚନା ମିଳିଛି । ସୂଚନା ଅନୁସାରେ,...

ନିର୍ବାଚନ କମିଶନ କରିପାରିବେ SIR, ଏହା ଆଇନ୍‌ର ଉଲ୍ଲଂଘନ ନୁହେଁ: ସୁପ୍ରିମକୋର୍ଟ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ SIR ପ୍ରକ୍ରିୟାକୁ ବୈଧ ଓ ସାମ୍ବିଧାନିକ ବୋଲି କହିବା ସହ ନିର୍ବାଚନ କମିଶନ ତାହାର ଅଧିକାର ସୀମା ମଧ୍ୟରେ ରହି କାର୍ଯ୍ୟ କରିଥିବା ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ବୁଧବାର ଶୁଣାଣି ସମୟରେ କହିଥିଲେ ଯେ, ନିର୍ବାଚନ କମିଶନଙ୍କ...
1 28 29 30 31 32 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787