ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଏକାଧିକ ସ୍ଥାନରେ ରେଡ୍
ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ଫସିଛନ୍ତି କୋରାପୁଟ ITDAର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରସ୍ଥିତ Odisha Construction Corporation (OCC) Limitedର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସ୍ପଟ୍ଟା। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଟିମ୍ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରି ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତଦନ୍ତ ଆରମ୍ଭ କରିଛି। ଏହି ଚଢ଼ାଉରେ ୬ ଜଣ ଡିଏସ୍ପି, ୮...

Total Users : 1000778