ଅର୍ଥନୀତି

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ବଦଳିଲା ଗ୍ୟାସ ଦର

LPG ସିଲିଣ୍ଡର ଦରରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ନୂଆ ରେଟ୍ ରୋଷେଇ ଘରର ବଜେଟ୍‌ ଉପରେ ସିଧା ପ୍ରଭାବ ପକାଉଥିବା LPG ସିଲିଣ୍ଡର ଦରକୁ ନେଇ ସାଧାରଣ ଲୋକଙ୍କ ନଜର ସବୁବେଳେ ରହିଥାଏ। ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିଲେ ପରିବାରର ମାସିକ ଖର୍ଚ୍ଚ ବଢ଼ିଥାଏ, ଆଉ ଦର କମିଲେ ମିଳିଥାଏ ଆଶ୍ୱସ୍ତି। ଏହି ମଧ୍ୟରେ ସରକାରୀ ତେଲ କମ୍ପାନୀଗୁଡ଼ିକ ଘରୋଇ ଓ ବାଣିଜ୍ୟିକ LPG ସିଲିଣ୍ଡରର ନୂଆ ମୂଲ୍ୟ ଜାରି କରିଛନ୍ତି। ଆଜିର ନୂଆ ଦର...

ଅଷ୍ଟମ ବେତନ କମିଶନ: ଦରମା ସହ ଭତ୍ତା ଓ ପେନସନରେ ପରିବର୍ତ୍ତନ

ଅଷ୍ଟମ ବେତନ କମିଶନକୁ ନେଇ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। କମିଶନ ଗଠନ ହେବାର ପ୍ରାୟ ଆଠ ମାସରୁ ଅଧିକ ସମୟ ବିତିଥିବା ବେଳେ ବର୍ତ୍ତମାନ ଏହାର ସୁପାରିଶ ପ୍ରସ୍ତୁତି ପାଇଁ ଅବଶିଷ୍ଟ ସମୟ ସୀମିତ ରହିଛି। ଏହି ପରିପ୍ରେକ୍ଷୀରେ କମିଶନ ବିଭିନ୍ନ ରାଜ୍ୟରେ କର୍ମଚାରୀ ସଂଘ, ପେନସନଭୋଗୀ ସଂଗଠନ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଆଲୋଚନା ଜାରି ରଖିଛି। ସମ୍ପ୍ରତି ଭୁବନେଶ୍ୱର ଓ କୋଲକାତାରେ ପରାମର୍ଶ...

ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ, ଆପଣଙ୍କ ସହରରେ କେତେ?

ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି କାରଣରୁ କିଛି ସପ୍ତାହ ପୂର୍ବରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ (Crude Oil) ଦର ପ୍ରତି ବ୍ୟାରେଲ ୧୧୨ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାର ପ୍ରଭାବରେ ବିଶ୍ୱର ଅନେକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା। ତେବେ ପରିସ୍ଥିତିରେ ସୁଧାର ଆସିବା ସହ ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପ୍ରାୟ ୭୨ରୁ ୭୫ ଡଲାର ମଧ୍ୟରେ କାରବାର କରୁଛି। ଏହା...

ଗ୍ରାହକଙ୍କ ମୁହଁ ଫେରାଇବାରୁ କମିଲା ଛୋଟ ଗ୍ୟାସ ସିଲିଣ୍ଡର ଚାହିଦା

ଇରାନ-ଇସ୍ରାଏଲ ସଂଘର୍ଷ ସମୟରେ କେବଳ ଅଶୋଧିତ ତୈଳ ନୁହେଁ, ଏଲପିଜି (LPG) ମୂଲ୍ୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଏହାର ସିଧାସଳଖ ପ୍ରଭାବ ୫ କିଲୋଗ୍ରାମ ଓ ୨ କିଲୋଗ୍ରାମର ପୋର୍ଟେବଲ୍ LPG ସିଲିଣ୍ଡର ଉପରେ ପଡ଼ିଥିଲା। ‘ଆପୁ’, ‘ଛୋଟୁ’, ‘ମୁନ୍ନା’ ଏବଂ ‘ଭାରତଗ୍ୟାସ୍ ମିନି’ ନାମରେ ବିକ୍ରି ହେଉଥିବା ଏହି ସିଲିଣ୍ଡରଗୁଡ଼ିକର ଦାମ ହଠାତ୍ ବଢ଼ିଯିବା ପରେ ଏହାର ଚାହିଦାରେ ଭାରି ହ୍ରାସ ଦେଖିବାକୁ ମିଳିଛି। LiveMintର ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନର...

ଶୁଭେନ୍ଦୁଙ୍କ ବଜେଟ୍ ଚମକ: ଯୁବକଙ୍କୁ ଚାକିରି, ଛାତ୍ରୀଙ୍କୁ ଆର୍ଥିକ ସହାୟତା

ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରି ବହୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବଜେଟ୍‌ରେ ବେରୋଜଗାରଙ୍କୁ ଭତ୍ତା, ବୃଦ୍ଧ ପେନସନ୍, ବଡ଼ ନିଯୁକ୍ତି ସୃଷ୍ଟି ଓ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସରକାର ‘ଭରୋସା ଯୋଜନା’ ଆରମ୍ଭ କରି ବେରୋଜଗାର ଯୁବକ-ଯୁବତୀଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବାର ଲକ୍ଷ୍ୟ...

ଭତ୍ତା ବିଳମ୍ବ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଗଣଧାରଣା

ଭତ୍ତା ବିଳମ୍ବକୁ ନେଇ ତିଗିରିଆ ବ୍ଲକ ସମ୍ମୁଖରେ ଗଣଧାରଣା, ଶୀଘ୍ର ସମାଧାନ ଦାବି ତିଗିରିଆ: ତିନି ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବାର ପ୍ରତିବାଦରେ ସୋମବାର ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଗଣଧାରଣା ଅନୁଷ୍ଠିତ ହୋଇଛି। ଭତ୍ତା ଉପରେ ନିର୍ଭରଶୀଳ ବୟସ୍କ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ନିଜ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭତ୍ତା ପ୍ରଦାନ ଦାବି କରିଛନ୍ତି। ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭତ୍ତା ବଣ୍ଟନରେ ଦେରି ହେବା ଯୋଗୁଁ...

ଜୁନ୍ ପରଠାରୁ ବଦଳିଥିବା ୫ଟି ମୁଖ୍ୟ ନିୟମ: କଣ କଣ ପରିବର୍ତ୍ତନ ହେଲା? ଜାଣନ୍ତୁ ପୂରା ବିବରଣୀ

ଜୁନ୍ ଠାରୁ ବଡ଼ ଆର୍ଥିକ ପରିବର୍ତ୍ତନ: ଆଡ଼ଭାନ୍ସ ଟ୍ୟାକ୍ସ, UPI, କ୍ରେଡିଟ୍ କାର୍ଡ ଓ ଷ୍ଟକ୍ ମାର୍କେଟ୍ ନିୟମରେ ନୂତନ ନିୟମ କାର୍ଯ୍ୟକାରୀ ନୂଆ ମାସ ସହିତ ଦେଶର ଆର୍ଥିକ ବ୍ୟବସ୍ଥାରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ଟଙ୍କା ଲେନଦେନ, ସଞ୍ଚୟ, କର ଓ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଇବ। ଚାକିରିଜୀବୀ, ଟ୍ୟାକ୍ସ ପେୟର, ଷ୍ଟକ୍ ମାର୍କେଟ୍ ନିବେଶକ ଏବଂ UPI ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ନିୟମ...

ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁରକୁ ୧.୦୮ କୋଟି ଟଙ୍କାର ଅନୁଦାନ

ସମ୍ବଲପୁରର ପ୍ରସିଦ୍ଧ ଏବଂ ଐତିହ୍ୟବାହୀ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ବର୍ଷର ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ। ସରକାରଙ୍କ ଏହି ସହାୟତା ରାଶି ସମ୍ବଲପୁର ଜିଲ୍ଲାର ୨୧ଟି ଶୀତଳ ଷଷ୍ଠୀ ଯାତ୍ରା କମିଟି ମଧ୍ୟରେ ବଣ୍ଟନ...

“ଆଡମିଶନ୍ ପୂର୍ବରୁ ଯାଞ୍ଚ ହେବ ଆୟୁଷ୍ମାନ କାର୍ଡ; ନିୟମ ନ ମାନିଲେ ହସ୍ପିଟାଲ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ”

ଆୟୁଷ୍ମାନ ଭାରତ ଯୋଜନାର ଲାଭାର୍ଥୀଙ୍କୁ ଉନ୍ନତ ଓ ସ୍ୱଚ୍ଛ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ଆବଶ୍ୟକ ସମସ୍ତ ମେଡିକାଲ୍ ପରୀକ୍ଷା ଆୟୁଷ୍ମାନ କାର୍ଡ ଅଧୀନରେ କରାଯିବ ଏବଂ ଏହାର ଖର୍ଚ୍ଚ ମଧ୍ୟ ଆୟୁଷ୍ମାନ ପ୍ୟାକେଜ୍‌ରେ ସାମିଲ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ରୋଗୀ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ କରାଯାଇଥିବା ଆବଶ୍ୟକ ଡାଇଗ୍ନୋଷ୍ଟିକ୍ ଟେଷ୍ଟ...

ତେଲ ଦର ବୃଦ୍ଧିରେ ଯାତ୍ରୀଙ୍କୁ ଝଟକା! ମନମୁତାବକ ବସ୍‌ ଭଡ଼ା ଆଦାୟ ଅଭିଯୋଗରେ ବଢ଼ିଲା ଅସନ୍ତୋଷ

ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆହୁରି ବଢ଼ିଛି । ତୈଳ ଦର ବୃଦ୍ଧି ସହ ବସ୍‌ ଭଡ଼ା ବଢ଼ିଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ଯାତ୍ରୀମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଏହି ପରିସ୍ଥିତିରେ କେତେକ ବସ୍‌ ମାଲିକ ଓ କର୍ମଚାରୀ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଯେଉଁ ରୁଟ୍‌ରେ ପୂର୍ବରୁ ୫୦ ଟଙ୍କା...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778