ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲିଅନ୍ତାରେ ବର୍ବରତାର ସବୁ ସୀମା ଟପିଲା । ପୋଲିସ ସାମ୍ନାରେ ଆଇନକୁ ହାତକୁ ନେଇଛନ୍ତି ସ୍ଥାନୀୟ ଲୋକ । ପୋଲିସ୍‌ ସାମ୍ନାରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ ।

ବଲାଙ୍ଗୀର ପାଟଣାଗଡ ବ୍ଲକ୍ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି : ଥାନାରେ ଅଭିଯୋଗ ପରେ ପୁଲିସର ଛାନଭିନ

ପୁଣି ଦବଙ୍ଗ ଦେଖାଇଲେ ପାଟଣାଗଡ ବ୍ଲକ୍ ଅଧକ୍ଷ। ବଲାଙ୍ଗୀର ପାଟଣାଗଡ ବ୍ଲକ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି ନେଇ ପୂର୍ବରୁ ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକରେ ଜଣେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବେଶ୍ ଚର୍ଚ୍ଚା ରେ ଥିଲେ ଅଧ୍ୟକ୍ଷ ନୀଳକାନ୍ତ। ଘଟଣାକୁ ନେଇ ଜେଲ ମଧ୍ୟ ଯାଇଥିଲେ ବ୍ଲକ୍ ଅଧକ୍ଷ । ଆଜି ବ୍ଲକ୍‌ କାର୍ଯ୍ୟାଳୟରେ ଜରୁରୀ କାଗଜ ପତ୍ର ସବୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ବଡ ବାବୁ କାଗଜ...

ସଂକଟରେ ବରଗଡ଼ ସିମେଣ୍ଟ ଫ୍ୟାକ୍ଟ୍ରି, ଅନ୍ଧାରରେ ୧୩୫ ଶ୍ରମି ପରିବାର, ମାସେ ହେବ ମିଳିନି ଦରମା

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଏବେ କଣ ଶିଳ୍ପ ଶୂନ୍ୟ ହେବାକୁ ଯାଉଛି? ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହେବା ପରେ ଏବେ ବିପଦରେ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି। ଦୀର୍ଘ ୫୮ ବର୍ଷର ପରିଚୟ ଏବେ ସଙ୍କଟରେ। କାମ ନାହିଁ କି ଦରମା ନାହିଁ, ରାସ୍ତାକୁ ଓହ୍ଲାଇଲେଣି ଶ୍ରମିକ। ବରଗଡ଼ର ଶିଳ୍ପ ସମୃଦ୍ଧିର ପ୍ରତୀକ ଥିଲା ଏସିସି ସିମେଣ୍ଟ । ଦୀର୍ଘ ୫୮ ବର୍ଷ ଧରି ଶହ ଶହ ପରିବାରକୁ ରୋଜଗାର ଦେଇ ଆସୁଥିଲା।...

ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ

ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟକୁ ନେଇ ମୁକେଶ ମହାଲିଙ୍ଗ ବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି ।  ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ ।  ଯାହା  ଭୋଟରଙ୍କୁ ପ୍ରଭାବିତ କଲା । କାରଣ ସେମାନେ ଦେଖିଲେ ଓଡ଼ିଶାରେ ବିଜେପି ଆସି ବିକାଶ ହୋଇଛି ।

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମନମୋହନ ସାମଲଙ୍କ ବଡ଼ ବୟାନ: ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ କହିଲେ ରାଜ୍ୟ ବିଜେପି ସଭାପତି

ଏବେ ହେବାର ନାହିଁ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣର। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ମଧ୍ୟରୁ ଅନେକାଂଶ...

ବାହାରିଲା ମାଟ୍ରିକ୍‌ ରେଜଲ୍ଟ ; ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

ଅପେକ୍ଷାର ଅନ୍ତ , ବାହାରିଲା ମାଟ୍ରିକ ରେଜଲ୍ଟ । ସନ୍ଧ୍ୟା ୬ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । ପ୍ରଥମ ଥର ମାତୃଭାଷାରେ ଚଳିତ  ଥର  ନିଜ  ସାର୍ଟିଫିକେଟ୍  ପାଇପାରିବେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀ । ଉଭୟ ଓଡିଆ ଓ ଇଂରାଜୀରେ  ସାର୍ଟିଫିକେଟ୍ ମିଳିବ । ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ଲକ୍ଷ...

କଟକ ଅଶ୍ୱିନୀ ନର୍ସିଂ କଲେଜରେ ‘ADIEU–2K26’ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ

କଟକସ୍ଥିତ ଅଶ୍ୱିନୀ ନର୍ସିଂ କଲେଜ ପରିସରରେ ବି.ଏସସି (B.Sc.) ନର୍ସିଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ‘ADIEU–2K26’ ଅନୁଷ୍ଠିତ ହୋଇଯାଇଛି । ଗତ ଏପ୍ରିଲ ୨୯ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରାଯାଇଥିଲା । ଅତିଥି ଓ ଅଭିଭାଷଣ : ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅଶ୍ୱିନୀ ଗ୍ରୁପର ଷ୍ଟ୍ରାଟେଜି ଡାଇରେକ୍ଟର ତଥା ‘ଦି ବୋମ୍ବେ’ (The...

ଜଙ୍ଗଲ ରେ ନିଆଁ ଲଗାଇ ଶିକାର: ୪ ଗିରଫ, ଦେଶୀ ବନ୍ଧୁକ ଓ ବାଇକ ଜବତ

ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରିବା ମାମଲା ରେ ୪ ଜଣ ଗିରଫ , ୪ଟି  ଦେଶୀ ବନ୍ଧୁକ ସହ ବାଇକ ଜବତ। କୋଟଗଡ ଅଭୟାରଣ୍ୟ ମଧ୍ୟରେ ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରିବା ପଡିଲା ମହଙ୍ଗା। ବନ ବିଭାଗ ୪ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ଦେଶୀ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିର୍ଲା ପଞ୍ଚାୟତର ବଙ୍ଗେରୀ ଗ୍ରାମର...

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ, ସଫଳ ଛାତ୍ରଛାତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛା

ପ୍ରକାଶ ପାଇଲା ICSE ଓ ISC ରେଜଲ୍ଟ । କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ୍ସ ବାCISCE ପକ୍ଷରୁ ଆଜି ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରାଯାଇଛି । ପୂର୍ବ ସୂଚନା ଅନୁଯାୟୀ, ଦିନ ୧୧ଟାରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ଅଫିସିଆଲ୍ ୱେବସାଇଟ୍ cisce.org ଏବଂ  results.cisce.org ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ନିଜର...

ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡ଼ିଲେ ଆମ ବସ କର୍ମଚାରୀ

ଦରମା ମିଳିଲାନି ଗଡ଼ିଲାନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି ।
1 2

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts