ଗଜପତିରେ ଆନ୍ଧ୍ର ବିହନର ଚାହିଦା ବେଶି, ଓଡ଼ିଶା ବିହନ ଉପରେ ଚାଷୀଙ୍କ ପ୍ରଶ୍ନ
ଗଜପତିରେ ଆନ୍ଧ୍ର ବିହନ ପ୍ରତି ଚାଷୀଙ୍କ ଭରସା; ଓଡ଼ିଶା ବିହନର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ ଗଜପତି ଜିଲ୍ଲାରେ ଚାଷୀଙ୍କ ବିହନ ପସନ୍ଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ବିହନ ଉପଲବ୍ଧ ଥିଲେ ମଧ୍ୟ ଅଧିକାଂଶ ଚାଷୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ବିହନକୁ ପ୍ରାଥମିକତା ଦେଉଛନ୍ତି। ଏପରିକି ଆନ୍ଧ୍ର ବିହନର ଦାମ ଅଧିକ ଥିଲେ ମଧ୍ୟ ଚାଷୀମାନେ ତାହାକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକ୍, ଲ୍ୟାମ୍ପସ,...

Total Users : 1000778