ବୈତ୍ରଣୀର ଜଳସ୍ତର ବଢ଼ିଲା, ତଳିଆ ଅଞ୍ଚଳକୁ ପ୍ରଶାସନର ସତର୍କବାଣୀ
ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଏବଂ ନଦୀ ଅବବାହିକାରେ ଲଗାତାର ବର୍ଷା ଯୋଗୁଁ ବୈତ୍ରଣୀ, ସାଳନ୍ଦୀ ଓ ଜଳକା ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଭଦ୍ରକ ଜିଲ୍ଲାର ଆଖୁଆପଦା ଗେଜ୍ ଷ୍ଟେସନ୍ରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ବିପଦ ସଙ୍କେତ ୧୭.୩୩ ମିଟର ଥିବା ବେଳେ ଦିନ ୪ଟା ସୁଦ୍ଧା ଜଳସ୍ତର ୧୮.୩୩ ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା...

Total Users : 1000778