ବୃଦ୍ଧଙ୍କୁ ଡିଜିଟାଲ୍ ଆରେଷ୍ଟ କରି ଠକିନେଲେ ୮୪.୫ ଲକ୍ଷ
ସାଇବର ଠକ ନିଜକୁ ପୁଲିସ ଏବଂ ଏଟିଏସ୍ ଅଧିକାରୀ ଭାବରେ ପରିଚୟ ଦେଇ ଲକ୍ଷ୍ନୌର ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୮୪.୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏହି ମାମଲାଟି ଦର୍ଶାଉଛି ଯେ, ଠକମାନେ କିପରି ଭୟ ଦେଖାଇ ଏବଂ ଧମକ ଦେଇ ନକଲି କାଗଜପତ୍ର ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନାଲି ଆଖି ଦେଖାଇ ସାଧାରଣ ଲୋକଙ୍କୁ ଫସାଉଛନ୍ତି। ଜାନକୀପୁରମର ସେକ୍ଟର-ଜି ନିବାସୀ ବଦ୍ରୁଦ୍ଦିନ୍ ଅନସାରୀ ରିପୋର୍ଟ କରିଛନ୍ତି ଯେ, ମାର୍ଚ୍ଚ...
