ସୁନ୍ଦରଗଡ଼

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଜୁଆ କାରବାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଦୁଇ ଅଭିଯୁକ୍ତଙ୍କ ଘରେ ପୁଲିସ ଚଢ଼ାଉ

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅନ୍ତର୍ଗତ ଲୁହାକେରା ଅଞ୍ଚଳରେ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜୁଆ କାରବାର ସହ ସମ୍ପୃକ୍ତି ଏବଂ ଅବୈଧ ଆର୍ଥିକ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ କଥିତ ଜୁଆଡ଼ିଙ୍କ ଘର ସମେତ ମୋଟ ତିନୋଟି ସ୍ଥାନରେ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। ପୁଲିସ ସୂତ୍ର ଅନୁଯାୟୀ, ଲୁହାକେରା ଗ୍ରାମର ଦିଲୀପ କଂସାରୀ ଓ ବାହନ କଂସାରୀଙ୍କ ନାମରେ ଦୀର୍ଘଦିନ ଧରି ଜୁଆ କାରବାର ଚାଲୁଥିବା ଏବଂ ଏହାର ନେଟୱର୍କ...

ସୁନ୍ଦରଗଡ଼ରେ ବାଲି ମାଫିଆଙ୍କ ଦବଙ୍ଗଗିରି, ଜବତ ୬ଟି ଗାଡ଼ି ଛଡ଼ାଇ ନେଲେ

ସୁନ୍ଦରଗଡ଼ରେ ପୁଣି ଥରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ଚୋରା ବାଲି ଚାଲାଣ ରୋକିବାକୁ ଯାଇଥିବା ପୁଲିସ ଓ ଖଣି ବିଭାଗ (ମାଇନିଂ) ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଅମଲିପାଲି ନିକଟସ୍ଥ ଇବ ନଦୀ ବାଲିଘାଟରେ ଘଟିଛି। ସୂଚନା ଅନୁଯାୟୀ, ଇବ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ପୁଲିସ ଓ ଖଣି ବିଭାଗ ପାଖରେ ଖବର ପହଞ୍ଚିଥିଲା।...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପତ୍ନୀକୁ ପିଟିପିଟି ହତ୍ୟା, ସ୍ୱାମୀ ଅଟକରେ

ସୁନ୍ଦରଗଡ଼ରେ ମର୍ମାନ୍ତିକ ଘଟଣା: ସ୍ତ୍ରୀକୁ ପିଟିପିଟି ହତ୍ୟା, ସ୍ୱାମୀ ପୋଲିସ ଅଟକରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ା ଅଞ୍ଚଳରେ ଏକ ଅତ୍ୟନ୍ତ ମର୍ମାନ୍ତିକ ହତ୍ୟାକାଣ୍ଡ ଘଟିଛି । କୌଣସି ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ତୀବ୍ର ବିବାଦ ପରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ କ୍ରୀଷ୍ଣା ଖଡ଼ିଆ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ପିକୁ କିସାନଙ୍କୁ ପୋଲିସ କାବୁ କରି ଥାନାରେ...

ରାଜ୍ୟରେ ୫ ଦିନ ବର୍ଷା ସତର୍କତା, ୨୧ ଜିଲ୍ଲାକୁ ଯେଲୋ ଆଲର୍ଟ

ଆଗାମୀ ପାଞ୍ଚ ଦିନ ଧରି ରାଜ୍ୟରେ ପାଗ ଅସ୍ଥିର ରହିବା ସମ୍ଭାବନା ରହିଛି। ବର୍ଷା ସହିତ ବଜ୍ରପାତ ଓ ଝଡ଼ ପବନ ଅନେକ ଅଞ୍ଚଳରେ ପ୍ରଭାବ ପକାଇପାରେ। ଏହାକୁ ନେଇ ୨୧ ଟି ଜିଲ୍ଲା ପାଇଁ ଯେଲୋ ଆଲର୍ଟ ଜାରି କରାଯାଇଛି। ୩୦ ରୁ ୫୦ କିମି ପ୍ରତିଘଣ୍ଟା ବେଗରେ ଝଡ଼ ପବନ ବହିବାର ସମ୍ଭାବନା ରହିଛି ଏବଂ ଏହି ସତର୍କତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କାଳବୈଶାଖୀର ପ୍ରଭାବରେ ଏହି ପାଗ ପରିବର୍ତ୍ତନ ଘଟୁଛି ବୋଲି...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778