ଲଗାଣ ବର୍ଷାରେ ଘର ଧସିଲା, ନିରାଶ୍ରୟ ହେଲା ପରିବାର
ଢେଙ୍କାନାଳ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ର କଲଦା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ପ୍ରବଳ ବର୍ଷାରେ ନିରୁପମା ବେହେରାଙ୍କ ଝାଟିମାଟିର ଘର ହଠାତ୍ ଭୁଶୁଡ଼ି ପଡ଼ିବାରୁ ସମଗ୍ର ପରିବାର ନିରାଶ୍ରୟ ହୋଇପଡ଼ିଛନ୍ତି। ସୌଭାଗ୍ୟବଶତଃ ଘର ଭୁଶୁଡ଼ିବା ବେଳେ ସେ ଅଳ୍ପକେ ପ୍ରାଣରକ୍ଷା ପାଇଥିଲେ। ଘର ଭାଙ୍ଗିଯିବା ସହ ଖାଦ୍ୟ ସାମଗ୍ରୀ, ବାସନକୁସନ, ପୋଷାକ ଏବଂ ଅନ୍ୟାନ୍ୟ ଜରୁରୀ ଘରୋଇ ସାମଗ୍ରୀ ମାଟି ତଳେ ଚାପି ନଷ୍ଟ ହୋଇଯାଇଛି। ନିରୁପମା ବେହେରା ଜଣେ...

Total Users : 1000778