446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବୈତ୍ରଣୀର ଜଳସ୍ତର ବଢ଼ିଲା, ତଳିଆ ଅଞ୍ଚଳକୁ ପ୍ରଶାସନର ସତର୍କବାଣୀ

ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଏବଂ ନଦୀ ଅବବାହିକାରେ ଲଗାତାର ବର୍ଷା ଯୋଗୁଁ ବୈତ୍ରଣୀ, ସାଳନ୍ଦୀ ଓ ଜଳକା ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଭଦ୍ରକ ଜିଲ୍ଲାର ଆଖୁଆପଦା ଗେଜ୍ ଷ୍ଟେସନ୍‌ରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ବିପଦ ସଙ୍କେତ ୧୭.୩୩ ମିଟର ଥିବା ବେଳେ ଦିନ ୪ଟା ସୁଦ୍ଧା ଜଳସ୍ତର ୧୮.୩୩ ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା...

ବଙ୍ଗୋପସାଗରରେ ବଳ ଗୋଟାଉଛି ଗଭୀର ଅବପାତ, ଓଡ଼ିଶାରେ ଭାରି ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ କ୍ରମେ ଶକ୍ତି ସଞ୍ଚୟ କରି ଗଭୀର ଅବପାତରେ ପରିଣତ ହୋଇଥିବାରୁ ସମଗ୍ର ଓଡ଼ିଶାରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗଭୀର ଅବପାତଟି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା...

୩-୦ରେ ସିରିଜ୍ ଜିତିଲା ଭାରତ, ଲକ୍ଷ୍ମଣଙ୍କ ବିଦାୟରେ ଇମୋସନାଲ ହେଲେ ଶ୍ରେୟସ

ଜିମ୍ବାୱେରେ ୩-୦ କ୍ଲିନ୍ ସ୍ୱିପ୍ ପରେ ଭାବବିହ୍ୱଳ ଶ୍ରେୟସ, ଲକ୍ଷ୍ମଣଙ୍କୁ ଜଣାଇଲେ ହୃଦୟରୁ ଧନ୍ୟବାଦ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ୩-୦ରେ କ୍ଲିନ୍ ସ୍ୱିପ୍ କରି ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତରେ ନିରାଶାଜନକ ପ୍ରଦର୍ଶନ ପରେ ଏହି ବିଜୟ ଦଳର ଆତ୍ମବିଶ୍ୱାସକୁ ନୂଆ ଶକ୍ତି ଦେଇଛି। ଗୌତମ ଗମ୍ଭୀର ବ୍ରେକରେ ଥିବାବେଳେ କାର୍ଯ୍ୟକାରୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିଥିବା ଭି.ଭି.ଏସ୍. ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ...

ଲଗାଣ ବର୍ଷାରେ ଜନଜୀବନ ଠପ୍, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ସତର୍କ ରହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହ ବୈଠକ କରି ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ତ୍ରିପାଲ, ପାନୀୟ ଜଳ,...

ସାଇବର ସେଲର ସଫଳତା, ହଜିଲା ମୋବାଇଲ୍ ଫେରାଇଲା ପୋଲିସ୍

ଭଞ୍ଜନଗର: ଜନସାଧାରଣଙ୍କ ସେବା ଓ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ୍। ଭଞ୍ଜନଗର ଥାନା ପରିସରରେ ଆୟୋଜିତ ତୃତୀୟ ମୋବାଇଲ୍ ମେଳାରେ ୩୦ରୁ ଅଧିକ ହଜିଯାଇଥିବା ସ୍ମାର୍ଟଫୋନ୍ ଓ ଆଇଫୋନ୍ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ଦିନ ଧରି ନିଜର କଷ୍ଟ ଅର୍ଜିତ ଟଙ୍କାରେ କିଣିଥିବା ମୋବାଇଲ୍ ଫୋନ୍ ହଜାଇ ଚିନ୍ତାରେ ଥିବା ଲୋକମାନେ ପୁଣିଥରେ ନିଜ ପ୍ରିୟ ଫୋନ୍ ଫେରି ପାଇ ଖୁସି ବ୍ୟକ୍ତ...

ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲା ବହୁଜନ ମୁକ୍ତି ପାର୍ଟି

ଭବାନୀପାଟଣା: ସମ୍ପ୍ରତି ଘଟିଥିବା ଛାତ୍ର ଆନ୍ଦୋଳନ, ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଭବାନୀପାଟଣାସ୍ଥିତ ବାମସେଫ କାର୍ଯ୍ୟାଳୟରେ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଦଳର ନେତୃବୃନ୍ଦ ସରକାରଙ୍କ ଭୂମିକାକୁ କଡ଼ା ସମାଲୋଚନା କରିବା ସହ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନାତ୍ମକ କାର୍ଯ୍ୟାନୁଷ୍ଠାନକୁ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ ବୋଲି ଅଭିହିତ କରିଥିଲେ। ଦଳ ପକ୍ଷରୁ କୁହାଯାଇଥିଲା ଯେ, ଶାନ୍ତିପୂର୍ଣ୍ଣ ଭାବେ ନିଜ ଦାବି...

ରୋଜଗାର ବନ୍ଦ, ଚିକିତ୍ସା ଅଧାରେ: ସନ୍ତୋଷଙ୍କ ପାଇଁ ସାହାଯ୍ୟର ଆବେଦନ

ଜୀବନର ପ୍ରତ୍ୟେକ ଦିନ ଦାରିଦ୍ର୍ୟ ସହ ସଂଘର୍ଷ କରି ପରିବାରର ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଥିବା ପାରାଦୀପ ୬ ନମ୍ବର ୱାର୍ଡ ବାଲିଝରା ଅଞ୍ଚଳର ସନ୍ତୋଷ ହାଲଦାର ଆଜି ନିଜେ ଜୀବନ-ମୃତ୍ୟୁର ଲଢ଼େଇ ଲଢ଼ୁଛନ୍ତି। ବାଲିପ୍ଲଟ ଅଞ୍ଚଳରେ ମାଛ ବିକ୍ରି କରି ସେ ଦୈନିକ ରୋଜଗାରରେ ନିଜ ପରିବାରର ଭରଣପୋଷଣ କରୁଥିଲେ। ହଠାତ୍ ବ୍ରେନ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କ ଜୀବନରେ ନେମି ଆସିଛି ଅନ୍ଧକାର। ବର୍ତ୍ତମାନ ସେ ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଥିବାବେଳେ...

୩ ଦିନ ପ୍ରବଳ ବର୍ଷା: ୧୫ ରାଜ୍ୟକୁ IMDର ହାଇ ଆଲର୍ଟ

ଦେଶବ୍ୟାପୀ ମୌସୁମୀ ବର୍ଷା ଏବେ ଉଗ୍ର ରୂପ ଧାରଣ କରିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ତିନି ଦିନ ପାଇଁ ଦେଶର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସହ ପଶ୍ଚିମୀ ବିଶୃଙ୍ଖଳାର ପ୍ରଭାବରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇପଡ଼ିଛି। ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ,...

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପାଠ୍ୟପୁସ୍ତକର ଭୁଲ୍ ହେବ ସଂଶୋଧନ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବିଭିନ୍ନ ତ୍ରୁଟିକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦଶହରା ପୂଜା ପରେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ, ଗୁଣାତ୍ମକ ଏବଂ ମାନସମ୍ମତ ପାଠ୍ୟପୁସ୍ତକ ଯୋଗାଇ ଦେବା ଲକ୍ଷ୍ୟରେ ଏସସିଇଆରଟି ତ୍ରୁଟି ସଂଶୋଧନ ପାଇଁ ଟେଣ୍ଡର ଆହ୍ୱାନ କରିଛି। ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବା ପରେ...

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ କାହା କାନ୍ଧରେ ଶିକ୍ଷା ମନ୍ତ୍ରଣାଳୟର ଭାର?

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନୂତନ ଦାୟିତ୍ୱ କାହାକୁ ମିଳିବ, ତାହାକୁ ନେଇ ସମଗ୍ର ଦେଶରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେ ତାଙ୍କର ବର୍ତ୍ତମାନର ମନ୍ତ୍ରଣାଳୟର ଦାୟିତ୍ୱ ବଜାୟ ରଖିବା ସହ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ। ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶାସନିକ ନିରନ୍ତରତା ରକ୍ଷା...
1 2 3 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778