ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନିରେ ମୁଖରିତ ହେଲା ସମଗ୍ର ଚିକିଟି ଗଡ଼
ଗଞ୍ଜାମ ଜିଲ୍ଲାର ଐତିହ୍ୟବାହୀ ଚିକିଟି ଗଡ଼ରେ ପବିତ୍ର ବାହୁଡ଼ା ଯାତ୍ରା ଚଳିତ ବର୍ଷ ଭକ୍ତି, ପରମ୍ପରା ଓ ଶୃଙ୍ଖଳାର ଏକ ଅନନ୍ୟ ଦୃଶ୍ୟ ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି। ନଅ ଦିନ ଧରି ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ବାହୁଡ଼ା ଯାତ୍ରାକୁ ନେଇ ସକାଳୁ ହିଁ ସମଗ୍ର ଚିକିଟି ଗଡ଼ ଭକ୍ତମୟ ପରିବେଶରେ ପରିଣତ ହୋଇଥିଲା। ରଥ ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ...

Total Users : 1000779