ଅନନ୍ତନାଗରେ ଆତଙ୍କୀ ଆକ୍ରମଣ, ପୋଲିସ କର୍ମଚାରୀ ସହିଦ
ଶ୍ରୀନଗର/ଅନନ୍ତନାଗ: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବୁଧବାର ଏକ ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ହେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି। ଅମରନାଥ ଯାତ୍ରା ଚାଲିଥିବା ସମୟରେ ଏହି ଆକ୍ରମଣ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଚିନ୍ତା ପ୍ରକାଶ ପାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି। ପୋଲିସ ସୂଚନା ଅନୁସାରେ, ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଅନନ୍ତନାଗର ବ୍ୟସ୍ତବହୁଳ ଲାଲ୍...

Total Users : 1000779