ଡେଙ୍ଗୁ ବିରୋଧରେ ବଡ଼ ପଦକ୍ଷେପ: QDENGA ଟିକାକୁ ଅନୁମତି
ପ୍ରତିବର୍ଷ ମୌସୁମୀ ବର୍ଷା ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ମଶାଜନିତ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ। କେତେକ କ୍ଷେତ୍ରରେ ଏହି ରୋଗ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ। ଏଭଳି ପରିସ୍ଥିତିରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ଦେଶରେ ଡେଙ୍ଗୁ...

Total Users : 1000779