446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସେମିଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଫାଇନାଲ୍‌ରେ ଆର୍ଜେଣ୍ଟିନା

ଫୁଟବଲ୍ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରୁ ଗୋଟିଏ ଆର୍ଜେଣ୍ଟିନା-ଇଂଲଣ୍ଡ ମୁକାବିଲାରେ ପୁଣିଥରେ ଇତିହାସ ରଚିଛି ଆର୍ଜେଣ୍ଟିନା। ଫିଫା ବିଶ୍ୱକପ୍ ୨୦୨୬ର ରୋମାଞ୍ଚକର ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ୍ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତରେ ଦମଦାର ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ମର୍ସିଡିଜ୍-ବେଞ୍ଜ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇ-ଭୋଲ୍ଟେଜ୍ ମ୍ୟାଚ୍‌ରେ ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ଦୁଇ ଦଳ ପରସ୍ପରକୁ ଗୋଲ...

ଆରମ୍ଭ ହେଲା ପହଣ୍ଡି, ଶ୍ରୀଜିଉଙ୍କ ଆଗମନକୁ ଅପେକ୍ଷା

ଭକ୍ତି, ଭାବ ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟ, କାହାଳୀ, ଶଙ୍ଖନାଦ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପବିତ୍ର ପହଣ୍ଡି ନୀତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ଦଇତାପତି ସେବାୟତମାନେ ‘ଧାଡ଼ି ପହଣ୍ଡି’ରେ ସାତପାହାଚ ଦେଇ ଶ୍ରୀମନ୍ଦିରରୁ ବାହାରକୁ ଆଣି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ବିଜେ କରାଇଛନ୍ତି। ଏହାପରେ କ୍ରମାନୁସାରେ ବଡ଼ଠାକୁର ବଳଭଦ୍ର, ମାଆ...

ମନ୍ତ୍ରୀଙ୍କୁ ନେଇ ମିଥ୍ୟା ପ୍ରଚାର ଅଭିଯୋଗ; ବିଜେପିର ପ୍ରେସମିଟ୍‌ରେ ବଡ଼ ଦାବି

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ନେଇ ହୋଇଥିବା କଥିତ ଅପପ୍ରଚାରକୁ କେନ୍ଦ୍ର କରି ରାଜନୈତିକ ପରିବେଶ ଉତ୍ତପ୍ତ ହୋଇଉଠିଛି। ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏକ ନିର୍ଦ୍ଦିଷ୍ଟ ଟେଲିଭିଜନ ଚ୍ୟାନେଲ ଏବଂ ଏହାର ସମ୍ପାଦକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଘଟଣାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ କରୁଛି ଏବଂ ରାଜ୍ୟ ସରକାର ଦୋଷୀଙ୍କ...

କବିସୂର୍ଯ୍ୟନଗରରେ ରକ୍ତରଞ୍ଜିତ ଲୁଟ୍; ବୃଦ୍ଧାଙ୍କୁ ହତ୍ୟା କରି ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପୁଣି ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଘାଟ ପାଇକ ସାହିରେ ଜଣେ ଏକାକୀ ରହୁଥିବା ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ, ଘରୁ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପ୍ରତିମା ଜେନା। ସୂଚନା ଅନୁଯାୟୀ, ଗତ ରାତିରେ ସେ ସମ୍ପର୍କୀୟଙ୍କ ସହ କଥା ହୋଇ ଶୋଇବାକୁ ଯାଇଥିଲେ। ତେବେ ପରଦିନ ସକାଳେ ପରିବାର ଲୋକେ...

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ୱାରରେ ପହଞ୍ଚିଲା ତିନି ରଥ

ପୁରୀ: ରାତି ପାହିଲେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଏହି ଦିବ୍ୟ ମହୋତ୍ସବର ସାକ୍ଷୀ ହେବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମବେତ ହୋଇଛନ୍ତି। ରଥଯାତ୍ରା ପୂର୍ବରୁ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଖଳାରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ସମ୍ପନ୍ନ ହୋଇଛି। ଏହାପରେ ତିନି ରଥ ଦକ୍ଷିଣମୋଡ ନେଇ ରଥଖଳାରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖସ୍ଥ ଚକଡ଼ାକୁ ଅଣାଯିବ। ଏହି ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼...

ବର୍ଷିବା ପୂର୍ବରୁ ଗାଏବ ୨୫% ମୌସୁମୀ ବର୍ଷା, ବଢ଼ିଲା ମରୁଡ଼ି ଆଶଙ୍କା

IITMର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଅନୁଯାୟୀ, ମେଘରୁ ଖସୁଥିବା ବର୍ଷାବିନ୍ଦୁର ଏକ ବଡ଼ ଅଂଶ ‘ସବ୍-କ୍ଲାଉଡ୍ ଲେୟର’ (Sub-Cloud Layer) ଅର୍ଥାତ୍ ମେଘ ଓ ଭୂପୃଷ୍ଠ ମଧ୍ୟରେ ଥିବା ବାୟୁମଣ୍ଡଳୀୟ ସ୍ତରରେ ହିଁ ବାଷ୍ପୀଭୂତ ହୋଇଯାଏ। ଗବେଷଣାରେ ଏହାର ହାରାହାରି ପରିମାଣ ୨୩ ପ୍ରତିଶତ ବୋଲି ଉଲ୍ଲେଖ କରାଯାଇଛି। ତେବେ ପ୍ରତିଦିନର ପାଣିପାଗ ପରିସ୍ଥିତି ଅନୁଯାୟୀ ଏହି ହାର ୪ ପ୍ରତିଶତରୁ ୬୧ ପ୍ରତିଶତ ପର୍ଯ୍ୟନ୍ତ ବଦଳିପାରେ। ଅତ୍ୟଧିକ ବାଷ୍ପୀଭବନ ଘଟିଥିବା କିଛି ଦିନକୁ ବାଦ ଦେଲେ ମଧ୍ୟ...

ସକାଳ ୯:୩୦ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ନେଇ ବହୁ ପ୍ରତୀକ୍ଷିତ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଛତିଶା ନିଯୋଗ, ନୀତି ସବ୍-କମିଟି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ସମୟସୂଚୀକୁ ଅନ୍ତିମ ରୂପ ଦିଆଯାଇଛି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଏହି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ନୀତି ଅନୁଯାୟୀ, ସକାଳ ୬ଟା ସୁଦ୍ଧା ମଙ୍ଗଳ...

TMC ଉପରେ ବଡ଼ ଆକ୍ରମଣ, ଶୁଭେନ୍ଦୁଙ୍କ ବଡ଼ ବୟାନ!

ପଶ୍ଚିମବଙ୍ଗରେ ନୂତନ ରାଜନୈତିକ ପରିସ୍ଥିତି ମଧ୍ୟରେ ରାଜ୍ୟରେ ଗଠିତ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ମମତା ବାନାର୍ଜୀଙ୍କ ୨୦୧୧ରୁ ୨୦୨୬ ପର୍ଯ୍ୟନ୍ତର ଶାସନକାଳରେ ହୋଇଥିବା କଥିତ ଆର୍ଥିକ ଅନିୟମିତତା ଓ ଦୁର୍ନୀତିର ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିଛନ୍ତି। ସରକାରଙ୍କ ଦାବି ଅନୁସାରେ, ବିଭିନ୍ନ ବିଭାଗରେ ସରକାରୀ ଅର୍ଥର ବ୍ୟବହାର, ଟେଣ୍ଡର ପ୍ରକ୍ରିୟା, ଯୋଜନା କାର୍ଯ୍ୟାନ୍ୱୟନ ଏବଂ ପ୍ରଶାସନିକ ନିଷ୍ପତ୍ତିରେ ହୋଇଥିବା କଥିତ ଅନିୟମିତତାର ସ୍ୱାଧୀନ ତଦନ୍ତ କରାଯିବ। ଏହି ନ୍ୟାୟିକ କମିଶନର ଅଧ୍ୟକ୍ଷ...

ଆଜି କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ଆଜିର ରାଶିଫଳ

ମେଷ- ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ । ରାଜନୈତିକ କ୍ଷେତ୍ରରେ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ । ବିଦ୍ୟାକ୍ଷେତ୍ରରେ ଅତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ପ୍ରଶଂସା ପାଇବେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ମା’ ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ...

ଅନୁଗୋଳ କୋର୍ଟରେ ବୋମା ଆତଙ୍କ ମିଥ୍ୟା, ଯାଞ୍ଚ ପରେ ସ୍ପଷ୍ଟ

ଅନୁଗୋଳ ଜିଲ୍ଲା କୋର୍ଟକୁ ଇ-ମେଲ୍‌ ମାଧ୍ୟମରେ ଆସିଥିବା ବୋମା ଧମକ ଶେଷରେ ସମ୍ପୂର୍ଣ୍ଣ ଭାବେ ଫେକ୍‌ ବୋଲି ପ୍ରମାଣିତ ହୋଇଛି। ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁଲିସ ପ୍ରଶାସନ ତୁରନ୍ତ ସତର୍କ ହୋଇପଡ଼ିଥିଲା। କୋର୍ଟ ପରିସରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ୱାଡ୍‌ ଓ ପୁଲିସର ସ୍ୱତନ୍ତ୍ର ଟିମ୍‌ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଚଳାଯାଇଥିଲା। କୋର୍ଟର ପ୍ରତ୍ୟେକ କୋଠରୀ, କରିଡର, ରେକର୍ଡ ରୁମ୍‌, ପାର୍କିଂ...
1 5 6 7 8 9 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780