କଟକ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ନିଆଳିରେ ଅଗ୍ନି ବିଭୀଷିକା, ନିମିଷକେ ଜଳିଗଲା ଦୁଇ ଘର

କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତର ବାଲିସାହି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର କିଶୋର ତନ୍ଦ୍ର ଭୋଇଙ୍କ ବାସଗୃହରେ ହଠାତ୍ ନିଆଁ ଲାଗିବାରୁ କିଛି ମୁହୂର୍ତ୍ତ ମଧ୍ୟରେ ଅଗ୍ନିଶିଖା ଉଗ୍ର ରୂପ ଧାରଣ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ରୋଷେଇ ଚୁଲିରୁ ନିଆଁ ବ୍ୟାପି ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଘରେ ଥିବା ଆସବାବପତ୍ର, ପୋଷାକ, ଦୈନନ୍ଦିନ ବ୍ୟବହାର...

IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ଡିଜିଟାଲ୍ ପ୍ରମାଣ ଉପରେ ଫୋକସ୍

କଟକ: ଚାଉଳିଆଗଞ୍ଜ ଥାନାର IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ମୃତ୍ୟୁ ପଛର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ତାଙ୍କର କଲ୍ ଡିଟେଲ୍ ରେକର୍ଡ (CDR), ହ୍ୱାଟସ୍‌ଆପ୍ ଚାଟ୍, ସୋସିଆଲ୍ ମିଡିଆ କାର୍ଯ୍ୟକଳାପ ଓ ମୋବାଇଲ୍ ଡାଟାକୁ ଗୁରୁତ୍ୱର ସହ ଯାଞ୍ଚ କରୁଛି। ଏହି ଡିଜିଟାଲ୍ ପ୍ରମାଣରୁ ମାମଲାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ ଆଶା କରୁଛନ୍ତି। ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପୂର୍ବରୁ...

କଟକ-ନରସିଂହପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

କଟକ-ନରସିଂହପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଟକ: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କଟକ-ନରସିଂହପୁର ମୁଖ୍ୟ ସଡ଼କର ବାସେଳିହତା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତ ବ୍ୟକ୍ତି ହେଲେ କୁମ୍ଭୀରତୈଳା ଗ୍ରାମର ଆକୁଳ...

ଚେକିଂ ସମୟରେ ପଳାଉଥିବା ଗାଡ଼ି ଉପରେ ଗୋଳିଚାଳନା, ପରେ ପୋଲିସ ଏନକାଉଣ୍ଟର

ସମ୍ବଲପୁରର ବୁର୍ଲା ଅଞ୍ଚଳରେ ପୋଲିସ ଓ ଜଣେ କୁଖ୍ୟାତ ଅପରାଧୀ ମନିଷ ସାହୁ ମଧ୍ୟରେ ଏନକାଉଣ୍ଟର ଘଟିଛି। ରାତିରେ ଯାନବାହନ ଯାଞ୍ଚ ସମୟରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ଗୁରୁତର ଆହତ ହୋଇଛି। ସୂଚନା ଅନୁସାରେ, ବୁର୍ଲା ପୋଲିସ ଥାନା ଅନ୍ତର୍ଗତ ପ୍ଲାନେଟାରିଅମ୍ ଛକରେ ପୋଲିସ ଚେକିଂ ଚାଲୁଥିବା ବେଳେ ମନିଷ ସାହୁ ଅଟକାଇବାକୁ ଚେଷ୍ଟା କରି ପଳାଇବା ଉଦ୍ୟମ କରିଥିଲେ। ଏହି ସମୟରେ ସେ ପୋଲିସ ଉପରେ ଗୁଳିଚାଳନା କରିଥିବା ଜଣାପଡ଼ିଛି। ପରେ ପୋଲିସ ପକ୍ଷରୁ...

ଇବୋଲା ଭାଇରସ୍ ଦ୍ରୁତ ଭାବେ ପ୍ରସାରିତ, ଚିକିତ୍ସା ଓ ଟିକା ଅଭାବ ନେଇ ଚିନ୍ତା ବଢ଼ିଲା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବେ ଇବୋଲା ଭାଇରସ୍‌କୁ ନେଇ ସାରା ପୃଥିବୀ ପାଇଁ ଗୁରୁତର ସତର୍କବାଣୀ ଜାରି କରିଛି। ଆଫ୍ରିକାର କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣ ଦ୍ରୁତ ଭାବେ ବଢ଼ୁଥିବାରୁ, WHO ଏହାକୁ “ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି” ଭାବେ ଘୋଷଣା କରିଛି। ଏହି ପଦକ୍ଷେପ ନିଆଯାଇଛି କାରଣ ଏହି ଭାଇରସ୍ ସୀମା ପାର କରି ଅନ୍ୟ ଦେଶକୁ ମଧ୍ୟ ପ୍ରସାରିତ ହେବାର ଆଶଙ୍କା ରହିଛି। କଙ୍ଗୋର ପୂର୍ବ ଅଞ୍ଚଳର ଇତୁରି ପ୍ରଭିନ୍ସରେ ଇବୋଲା ଭୟଙ୍କର...

ନିଖିଲ ମର୍ଡର ମିଷ୍ଟ୍ରିରେ ପୋଲିସର ଚଢ଼ାଉ, ବିହାରରୁ ଧରାପଡ଼ିଲେ ୩ ଜଣ

ଭୁବନେଶ୍ୱର/ରାୟଗଡ଼ା, ୧୬ ମେ: ରାୟଗଡ଼ା ଜିଲ୍ଲାକୁ ଅଶାନ୍ତ କରିଥିବା ନିଖିଲ ହାଡପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ତଦନ୍ତ ଓ ଚଢ଼ାଉ ପରେ ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁର ଅଞ୍ଚଳରୁ ଏହି ମାମଲାର ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉମେଶ ହିଆଲ, ରାଜ ସିମିଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ । ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତା...

ହାଣ୍ଟା ଭାଇରସ୍‌କୁ ନେଇ ବଢ଼ିଲା ଚିନ୍ତା

ହାଣ୍ଟା ଭାଇରସ୍‌କୁ ନେଇ ବଢ଼ିଲା ଚିନ୍ତା, ସତର୍କ କଲା WHO ବିଶ୍ୱରେ ପୁଣି ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହାଣ୍ଟା ଭାଇରସ୍‌କୁ ନେଇ ବିଜ୍ଞାନୀ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକାଶ କରିଛନ୍ତି। ଏହି ଭାଇରସ୍‌ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ତଥ୍ୟ ସ୍ପଷ୍ଟ ନଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ ସତର୍କ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, MV Hondius ନାମକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ସଂକ୍ରମଣ ଚିହ୍ନଟ ହେବା...

ଲୋନ୍ ଦାବିରେ ଯୁବକଙ୍କ ଟାୱାର ହାଇଡ୍ରାମା

ଉତ୍ତର ପ୍ରଦେଶର ବାଣ୍ଦା ଜିଲ୍ଲାରେ ଏକ ଚମକପୂର୍ଣ୍ଣ ଘଟଣା ଘଟିଛି। ଋଣ ପାଇବାରେ ବିଫଳ ହୋଇ ଏକ ଯୁବକ ହଠାତ୍ ଏକ ଉଚ୍ଚ ଭୋଲ୍ଟେଜ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ହାଇଡ୍ରାମା ସୃଷ୍ଟି କରିଛନ୍ତି। ସୂଚନା ଅନୁସାରେ, ଯୁବକଜନ ଗାଈ–ମହିଷ ପାଳନ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରାୟ 2.5 ଲକ୍ଷ ଟଙ୍କାର ଋଣ ଆବଶ୍ୟକତା ରଖିଥିଲେ। ବ୍ୟାଙ୍କକୁ ଅନେକଥର ଧାଇଥିଲେ ମଧ୍ୟ ଋଣ ମଞ୍ଜୁର ହୋଇନଥିଲା। ଏହି ପରିସ୍ଥିତିରେ ନିରାଶ ହୋଇ ସେ ଅଚାନକ ବିଦ୍ୟୁତ୍...

ପ୍ରଧାନମନ୍ତ୍ରୀ ମୋଦୀଙ୍କ UAE ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୫ ଦେଶୀୟ ବିଦେଶ ଯାତ୍ରାର ପ୍ରଥମ ଚରଣରେ ଆବୁଧାବୀ ପହଞ୍ଚିଛନ୍ତି। ଯୁଏଇ ଭୂମିରେ ତାଙ୍କ ଆଗମନକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଏହି ଗସ୍ତ ସମୟରେ ଭାରତ ଓ ଯୁଏଇ ମଧ୍ୟରେ ଉର୍ଜା, ରକ୍ଷା ଓ ବ୍ୟାପାର କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ LPG ଓ କ୍ରୁଡ୍ ତେଲ ଯୋଗାଣକୁ ସୁନିଶ୍ଚିତ କରିବା ନେଇ ସହମତି ପ୍ରକାଶ କରିଛନ୍ତି, ଯାହା ବିଶ୍ୱ ଉର୍ଜା ସଙ୍କଟ ପରିସ୍ଥିତିରେ...

ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି, ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା !

ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହଙ୍ଗା ଭତ୍ତା (Dearness Allowance) ୨ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରୀ କର୍ମଚାରୀଙ୍କ DA ୫୮% ରୁ ବଢ଼ି ୬୦% ହୋଇଛି। ମହଙ୍ଗାଇ ଏବଂ ଜୀବନ ଖର୍ଚ୍ଚ ଲଗାତାର ବଢୁଥିବା ପରିସ୍ଥିତିରେ ଏହି ବୃଦ୍ଧିକୁ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ଭାବେ ଦେଖାଯାଉଛି। ସରକାରୀ ସୂଚନା ଅନୁସାରେ, ଏହି...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778