accident

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜାଗମରା ଆମ୍ବୁଲାନ୍ସ ବେସ୍‌ରେ ଆଜି ଭୋର ସମୟରେ ଏକ ଅଘଟଣ ଘଟିଛି। ରୋଗୀଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ି ଫେରିଥିବା ଏକ ଆମ୍ବୁଲାନ୍ସ ହଠାତ୍ ଅଗ୍ନିକାଣ୍ଡର ଶିକାର ହୋଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ଗାଡ଼ିଟିର ଆଗ ଭାଗରୁ ନିଆଁ ବାହାରି ସମଗ୍ର ଆମ୍ବୁଲାନ୍ସକୁ ବ୍ୟାପିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆମ୍ବୁଲାନ୍ସଟି ବେସ୍‌ରେ ରଖାଯିବାର କିଛି ସମୟ ପରେ ହଠାତ୍ ଧୂଆଁ ବାହାରିଥିଲା ଏବଂ ପରବର୍ତ୍ତୀ ସମୟରେ ନିଆଁ ଲାଗିଯାଇଥିଲା। ନିଆଁର ତୀବ୍ରତା ଏତେ ଅଧିକ ଥିଲା...

“ଛାତି ଥରାଇଦେଲା ରାଜଧାନୀ ଘଟଣା: ହାଇୱା-କାର ଧକ୍କାରେ ଭୟଙ୍କର ଦୃଶ୍ୟ”

ଗଙ୍ଗୁଆ ଓଭରବ୍ରିଜ ଉପରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୀ କେନାଲ ରୋଡ୍ ଅଭିମୁଖେ ଯିବା ପାଇଁ ଏକ କାର ଟର୍ଣ୍ଣ ନେଉଥିବା ସମୟରେ ପଛପଟୁ ଆସୁଥିବା ଏକ ନରହନ୍ତା ହାଇୱା ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ କାରଟିକୁ ଟ୍ରକ୍ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା। ଘଟଣା ସମୟରେ କାରରେ ଥିବା ଦାଦା ଓ ଝିଆରୀ...

ବ୍ଲୁ ଅରିଜିନ୍ ରକେଟ୍ ପରୀକ୍ଷଣ ବେଳେ ଭୟଙ୍କର ବିସ୍ଫୋରଣ, ମହା ଦୁର୍ଘଟନା ରିପୋର୍ଟ

ଆମେରିକାର ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରେ ଅମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ କମ୍ପାନୀର ‘ନ୍ୟୁ ଗ୍ଲେନ୍’ ରକେଟ୍ ପରୀକ୍ଷଣ ସମୟରେ ଲଞ୍ଚ୍ ପ୍ୟାଡ୍‌ରେ ବିସ୍ଫୋରଣ ଘଟିଛି। ଇଞ୍ଜିନ୍ ଫାୟରିଂ ଟେଷ୍ଟ ସମୟରେ ଏହି ଘଟଣା ଘଟିଥିବାବେଳେ ଆକାଶ ଅଳ୍ପ ସମୟ ପାଇଁ ଲାଲ୍-କମଳା ଆଲୋକରେ ଭରିଯାଇଥିଲା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଘରଗୁଡ଼ିକ ମଧ୍ୟ କମ୍ପିଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ବ୍ଲୁ ଅରିଜିନ...

ରାଜ୍ୟସଭାରେ ବଢୁଛି ବିଜେପିର ଶକ୍ତି, କମୁଛି ବିଜେଡିର ପକଡ଼

କର୍ଣ୍ଣାଟକର କାରୱାର ଜିଲ୍ଲାରେ ଘଟିଥିବା ଭୟାବହ ନଦୀ ଦୁର୍ଘଟଣାରେ ମୃତକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସୋମବାର ଉଦ୍ଧାରକାରୀ ଦଳ ଶେଷ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ତଟାକାଲୁ ନଦୀରୁ ଉଦ୍ଧାର କରିବା ପରେ ଏହି ସଂଖ୍ୟା ସ୍ପଷ୍ଟ ହୋଇଛି। ମୃତକଙ୍କୁ ମହାଦେବ ନାୟକ ବୋଲି ଚିହ୍ନଟ କରାଯାଇଛି। ସୂଚନାଅନୁସାରେ, ଭଟକଳ ତାଲୁକାର ଶିରାଳୀ ନିକଟସ୍ଥ ପଡୁଶିରାଳୀ ଗ୍ରାମର ଏକେ ପରିବାରର ୧୪ ଜଣ ସଦସ୍ୟ ରବିବାର ତଟାକାଲୁ ନଦୀକୁ ଶଙ୍ଖ ଓ କଞ୍ଚା ମାଛ ସଂଗ୍ରହ ପାଇଁ...

ମହାବଳେଶ୍ୱର ଘାଟରେ ଭୟଙ୍କର ଦୁର୍ଘଟଣା, ୮ ଜଣଙ୍କ ଜୀବନହାନି

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାସ୍ଥିତ ଆମ୍ବେନଳୀ ଘାଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ମହାବଳେଶ୍ୱର ଓ ପୋଲାଡପୁର ମଧ୍ୟରେ ଥିବା ଏହି ବିପଦସଙ୍କୁଳ ଘାଟିରେ ଏକ ସ୍କୋର୍ପିଓ ଗାଡ଼ି ପ୍ରାୟ ୭୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବା ଫଳରେ ଗାଡ଼ିରେ ଥିବା ୮ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏକାସାଙ୍ଗେ ୮ ସାଙ୍ଗଙ୍କ ଜୀବନ ଚାଲିଯିବା ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୨:୪୫ ସମୟରେ ସ୍କୋର୍ପିଓଟି ମହାବଳେଶ୍ୱରରୁ ପୋଲାଡପୁର...

ବ୍ରହ୍ମପୁରରେ ଦୁଃଖଦ ଅଘଟଣ: ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ସହରର ଆଙ୍କୁଲି ନୂଆବନ୍ଧରେ ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଦ୍ୱୟ ନବମ ଓ ଦଶମ ଶ୍ରେଣୀ ପାସ୍ କରିଥିବା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜଣେ ଛାତ୍ର ଗଜପତି ନଗର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଖୋଡାସିଂ ଅଞ୍ଚଳର ବାସିନ୍ଦା। ଉଭୟେ ଖେଳିବା ପାଇଁ ନୂଆବନ୍ଧ ଅଞ୍ଚଳକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସୂଚନା ପାଇବା ପରେ ସ୍ଥାନୀୟ...

ପର୍ବତରେ ଆର୍ମି ହେଲିକପ୍ଟର ଦୁର୍ଘଟଣା: ଅବତରଣ ପରେ ମେଜର୍ ଜେନେରାଲଙ୍କ ସେଲ୍‌ଫି ଭାଇରାଲ୍

ଲେହ: ଭାରତୀୟ ସେନାର ‘Cheetah’ ହେଲିକପ୍ଟର ଲେହ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନଥିବା ସୂଚନା ମିଳିଛି, ଯଦିଓ ତିନିଜଣ ସେନା ଅଧିକାରୀ ଅଳ୍ପ ଆଘାତ ସହିତ ମୃତ୍ୟୁକୁ ଏଡ଼ାଇଛନ୍ତି। ସୂଚନା ଅନୁଯାୟୀ, ଲେଫ୍ଟେନାଣ୍ଟ କର୍ଣ୍ଣେଲ ଓ ମେଜର ର୍ୟାଙ୍କର ଅଧିକାରୀମାନେ ଥିବା ଏହି ହେଲିକପ୍ଟର ଉଡ଼ାଣ ସମୟରେ ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରଟି ହଠାତ୍ ପର୍ବତୀୟ ଅଞ୍ଚଳରେ କ୍ରାସ୍‌ ହୋଇଯାଇଥିଲା। ଘଟଣା ସମୟରେ 3rd Infantry Divisionର General Officer Commanding ସଚିନ...

ଭୟଙ୍କର ତାତିର ପ୍ରଭାବ: ବାଇକ୍ ଚଲାଉଥିବା ବେଳେ ଯୁବକଙ୍କ ଗଳାରେ ଫାଟିଲା Bluetooth ଇୟରଫୋନ୍

ଦେଶର ଅଧିକାଂଶ ଅଞ୍ଚଳ ଏବେ ତୀବ୍ର ଗ୍ରୀଷ୍ମ ଲହରୀରେ ପ୍ରଭାବିତ ହୋଇଛି । ଅସହ୍ୟ ଗରମ ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଭୟଙ୍କର ତାତିର ପ୍ରଭାବ ଏବେ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ଉପରେ ମଧ୍ୟ ପଡ଼ୁଛି ବୋଲି ସୂଚନା ମିଳିଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ କିଛି ଗ୍ୟାଜେଟ୍ ଓ ରିଚାର୍ଜେବଲ୍ ଡିଭାଇସ୍‌ ଓଭରହିଟ୍ ହେଉଥିବା ଚିନ୍ତା ବଢ଼ାଇଛି । ଏହି ପରିସ୍ଥିତିରେ ବିହାରର ଛପରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।...

କୋଇଲା ଖଣିରେ ଭୟାବହ ବିସ୍ଫୋରଣ, ଅନେକ ଶ୍ରମିକ ମୃତ

ଚୀନର ଉତ୍ତର ଶାଂକ୍ସି ପ୍ରଦେଶର ଏକ କୋଇଲା ଖଣିରେ ଘଟିଥିବା ଭୟାବହ ଗ୍ୟାସ୍‌ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୨୯ ମିନିଟ୍‌ ସମୟରେ ଏହି ଅଘଟଣ ଘଟିଥିଲା । ସେତେବେଳେ ଖଣି ଭିତରେ ମୋଟ ୨୪୭ ଜଣ ଶ୍ରମିକ କାମ କରୁଥିଲେ । ପ୍ରଥମେ ୮ ଜଣଙ୍କ ମୃତ୍ୟୁ ଖବର ଆସିଥିଲେ ମଧ୍ୟ ପରେ ମୃତକ ସଂଖ୍ୟା ବେଗରେ ବଢ଼ିଛି । ଅନେକ...

ଗଞ୍ଜାମ ରକ୍ତରଞ୍ଜିତ, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋରଳ ରୋଡ୍‌ ଏରେଣ୍ଡ୍ରା ଅଞ୍ଚଳରୁ କିଛି ଲୋକ ଗୋଟିଏ ଅଟୋରେ ସିଂହାସନୀ ପୀଠକୁ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ।...
1 2

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779