ଭଦ୍ରକ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଭଦ୍ରକରେ ବିଏସ୍‌ପିରେ ବିଭିନ୍ନ ବ୍ଲକର କର୍ମକର୍ତ୍ତାଙ୍କ ଯୋଗଦାନ

ଭଦ୍ରକ: ଭଦ୍ରକର ଗେଲପୁରସ୍ଥିତ ନ୍ୟୁ ସର୍କିଟ୍ ହାଉସ୍‌ରେ ବହୁଜନ ସମାଜ ପାର୍ଟି (BSP) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା, ସାମାଜିକ ନ୍ୟାୟର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସମନ୍ୱୟକାରୀ ଆଡଭୋକେଟ୍ ଅର୍ଜୁନ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ଆଡଭୋକେଟ୍ ରଞ୍ଜନ କୁମାର...

ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବାରେ ସଶକ୍ତ ହେଉଛି ଗାଁ

ଦେଶରେ ଡିଜିଟାଲ୍ ବିପ୍ଳବ ସହିତ ଗ୍ରାମାଞ୍ଚଳ ମଧ୍ୟ ଦ୍ରୁତ ଗତିରେ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ି ହେଉଛି। ଗ୍ରାମବାସୀଙ୍କୁ ସହଜ, ସୁରକ୍ଷିତ ଓ ସୁଲଭ ଆର୍ଥିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସଚେତନତା ଏବଂ ସେବା ବିସ୍ତାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ବର୍ତ୍ତମାନ ଘର ପାଖରେ ହିଁ ଟଙ୍କା ଜମା, ଟଙ୍କା ଉଠାଣ, ଅନଲାଇନ୍ ଟଙ୍କା ସ୍ଥାନାନ୍ତର, ବ୍ୟାଙ୍କ ଖାତା ଖୋଲିବା, ଆଧାର ଆଧାରିତ...

ବଜ୍ରପାତରେ ୩ ମୃତ; ମାଆଙ୍କୁ ଛତା ଦେବାକୁ ଯାଇ ପ୍ରାଣ ହରାଇଲା ପୁଅ

କାଳବୈଶାଖୀ ବର୍ଷା ସହ ବଜ୍ରପାତର ତାଣ୍ଡବ: ରାଜ୍ୟର ୩ ସ୍ଥାନରେ ୩ ମୃତ, ଭଦ୍ରକରେ ମାଆଙ୍କୁ ଆଣିବାକୁ ଯାଇ ପ୍ରାଣ ହରାଇଲା ୧୦ ବର୍ଷର ପୁଅ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତ ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ମର୍ମନ୍ତୁଦ ଘଟଣା ଭଦ୍ରକ ଜିଲ୍ଲାର ବନ୍ଧଗାଁ ପଞ୍ଚାୟତ ଅନ୍ତର୍ଗତ...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778