ଜୀବନଚର୍ଯ୍ୟା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ପୁଣି ଖୋଲିଲା ହୀରାକୁଦ ଗେଟ୍, ମହାନଦୀ କୂଳବାସୀ ସତର୍କ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ, ମୋଟ ୯୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ କ୍ୟୁସେକ୍ ଏବଂ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନ ପାଇଁ ୩୩ ହଜାର ୩୫୪ କ୍ୟୁସେକ୍ ଜଳ ଛଡ଼ାଯାଉଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ କହିବାନୁସାରେ,...

ଋଷିଆର ନଜର ଏବେ ଭାରତ ଉପରେ! ପେଟ୍ରୋଲ କିଣିବାକୁ ବଢ଼ିଲା ଆଗ୍ରହ

ୟୁକ୍ରେନ୍-ଋଷିଆ ଯୁଦ୍ଧର ପ୍ରଭାବ ଏବେ ଋଷିଆର ଇନ୍ଧନ ବ୍ୟବସ୍ଥା ଉପରେ ସ୍ପଷ୍ଟ ଭାବେ ପଡ଼ିଛି। ୟୁକ୍ରେନ୍ ପକ୍ଷରୁ ଋଷିଆର ଏକାଧିକ ତୈଳ ବିଶୋଧନାଗାର (ରିଫାଇନାରୀ) ଉପରେ ଡ୍ରୋନ୍ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଋଷିଆର ବିଭିନ୍ନ ଅଞ୍ଚଳରେ ଇନ୍ଧନ ସଙ୍କଟ ଦେଖାଦେଇଛି ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗୁଥିବା ସହ ଦାମ ମଧ୍ୟ ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ ଋଷିଆ ନିଜର ପାରମ୍ପରିକ ସହଯୋଗୀ ଭାରତ ଆଡ଼କୁ...

ମିଲର୍ସଙ୍କ ଅବହେଳା, ଖୋଲା ଆକାଶ ତଳେ ପଡ଼ିରହିଛି ଚାଷୀର ଧାନ

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ରବିଧାନ କିଣାକୁ ନେଇ ଦେଖାଦେଇଛି ଘୋର ଅବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ଧାନ କିଣା ପାଇଁ ଟାର୍ଗେଟ୍ ଆସିଥିଲେ ମଧ୍ୟ ମଣ୍ଡିକୁ ଗାଡ଼ି ପଠାଇବାରେ ମିଲର୍ସମାନେ ଆଗ୍ରହ ଦେଖାଉନଥିବା ଅଭିଯୋଗ ହୋଇଛି। ଫଳରେ ମଣ୍ଡି ପରିସରରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି ଏବଂ ଚାଷୀମାନେ ଗଭୀର ଚିନ୍ତାରେ ରହିଛନ୍ତି। ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକର ୧୩ଟି ମଣ୍ଡିରେ ୨,୦୭୧ ଜଣ ଏବଂ ଗୁଡ଼ଭେଳା ଅଞ୍ଚଳର ୮ଟି ପ୍ୟାକ୍ସରେ...

ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ରୋହିତ-ଇଶାନ ସହ ଦ୍ରାବିଡଙ୍କ ପୁଅକୁ ସୁଯୋଗ

🇮🇳 ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର ଅଣ୍ଡର-୧୯ ଦଳ ଘୋଷିତ, ଦ୍ରାବିଡଙ୍କ ପୁଅ ଅନଭ୍ୟଙ୍କୁ ସୁଯୋଗ ଭାରତ ୨୦୨୬ ଅଣ୍ଡର-୧୯ ବିଶ୍ୱକପ୍ ଜିତିବା ପରେ BCCI ଆଗାମୀ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରିପ୍ରେକ୍ଷିତରେ ଶ୍ରୀଲଙ୍କା ଗସ୍ତ ପାଇଁ ନୂତନ ଭାରତୀୟ ଅଣ୍ଡର-୧୯ ଦଳ ଘୋଷଣା କରାଯାଇଛି। ଦଳର ନେତୃତ୍ୱ ଯଶବର୍ଦ୍ଧନ ସିଂହ ଚୌହାନ କରିବେ, ଯେଉଁଥିରେ ଲକ୍ଷ୍ୟ ରାୟଚନ୍ଦାନିଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଦଳରେ ରୋହିତ ଅନିଲ ଯାଦବ, ଇଶାନ ସୁଦ ଓ...

ଭତ୍ତା ବିଳମ୍ବ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଗଣଧାରଣା

ଭତ୍ତା ବିଳମ୍ବକୁ ନେଇ ତିଗିରିଆ ବ୍ଲକ ସମ୍ମୁଖରେ ଗଣଧାରଣା, ଶୀଘ୍ର ସମାଧାନ ଦାବି ତିଗିରିଆ: ତିନି ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବାର ପ୍ରତିବାଦରେ ସୋମବାର ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଗଣଧାରଣା ଅନୁଷ୍ଠିତ ହୋଇଛି। ଭତ୍ତା ଉପରେ ନିର୍ଭରଶୀଳ ବୟସ୍କ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ନିଜ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭତ୍ତା ପ୍ରଦାନ ଦାବି କରିଛନ୍ତି। ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭତ୍ତା ବଣ୍ଟନରେ ଦେରି ହେବା ଯୋଗୁଁ...

ସତର୍କ କଲା ପାଣିପାଗ ବିଭାଗ, କାଳବୈଶାଖୀ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରି ଧୀରେ ଧୀରେ ଆଗକୁ ବଢ଼ୁଥିବାବେଳେ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଓ ଗୁଳୁଗୁଳି ଜାରି ରହିଛି। ଦିନରେ ଅସହ୍ୟ ତାତି ଏବଂ ସନ୍ଧ୍ୟାବେଳେ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେଉଛି। ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ ଗରମ ଓ ଆଦ୍ରତାଜନିତ ଅସ୍ୱସ୍ଥକର ପରିସ୍ଥିତି ଜାରି ରହିବ। ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିବାବେଳେ ଅଧିକ ଆଦ୍ରତା...

ସରକାରଙ୍କ ତଦନ୍ତ ଘୋଷଣା: ଲକ୍ଷ୍ମୀ ବସ୍ ଓ ଆମ ବସ୍ ଷ୍ଟାଣ୍ଡ ଯୋଜନାର ଖର୍ଚ୍ଚ ନେଇ ହେବ ଯାଞ୍ଚ

ଲକ୍ଷ୍ମୀ ବସ୍ ଯୋଜନା ନେଇ ବଡ଼ ତଦନ୍ତ: ଖର୍ଚ୍ଚ ଓ ପରିଚାଳନା ଉପରେ ଉଠିଲା ଗଭୀର ପ୍ରଶ୍ନ ଓଡ଼ିଶାର ଲୋକପ୍ରିୟ ‘ଲକ୍ଷ୍ମୀ ବସ୍’ ଏବଂ ‘ଆମ ବସ୍ ଷ୍ଟାଣ୍ଡ’ ଯୋଜନା ନେଇ ଏବେ ବଡ଼ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ଆକାଉଣ୍ଟାଣ୍ଟ ଜେନେରାଲ୍ (AG) ଏହି ଯୋଜନାର ଖର୍ଚ୍ଚ, ଆର୍ଥିକ ପରିଚାଳନା ଏବଂ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ବହୁ ଆଡିଟ୍ ଆପତ୍ତି ପତ୍ର ପଠାଇବା ପରେ ଏବଂ ବିଭାଗୀୟ ସ୍ପଷ୍ଟୀକରଣ ଚାହିଁବା ପରେ,...

ଅଂଶୁଘାତ ୱାର୍ଡରେ ତାଲା: ରୋଗୀମାନେ ବାଧ୍ୟ ହେଲେ ବିଞ୍ଚଣା ପବନର ଭରସାରେ ଚିକିତ୍ସା ନେବାକୁ

ନୟାଗଡ଼ ଜିଲ୍ଲାର ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁଣିଥରେ ଅବ୍ୟବସ୍ଥା ନେଇ ଚର୍ଚ୍ଚାରେ ଆସିଛି। ପ୍ରଚଣ୍ଡ ଖରାରେ ଅଂଶୁଘାତ ରୋଗୀଙ୍କ ପାଇଁ ନିର୍ଦ୍ଧାରିତ ଦୁଇଟି ପ୍ରକୋଷ୍ଠ ଅକାମୀ ହୋଇପଡ଼ିଥିବା ଅଭିଯୋଗ ଉଠିଛି। ଗୋଟିଏ ପ୍ରକୋଷ୍ଠରେ ଏସି ସୁବିଧା ଥିଲେ ମଧ୍ୟ ଦୁଆରରେ ତାଲା ଝୁଲୁଥିବାରୁ ରୋଗୀମାନେ ସେଥିରେ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଅନ୍ୟ ପ୍ରକୋଷ୍ଠଟି ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ତାହା ବ୍ୟବହାର ଯୋଗ୍ୟ ନୁହେଁ। ଏହା ସହିତ ମେଡିକାଲ୍ ୱାର୍ଡର ଅବସ୍ଥା ମଧ୍ୟ ଉଦ୍‌ବେଗଜନକ। ବେଡ୍‌ ଉପରେ ଲାଗିଥିବା...

ଶିଶୁ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା, NFHS ରିପୋର୍ଟରେ ଓଡ଼ିଶାର ଚିତ୍ର ଉଦ୍‌ଘାଟିତ

NFHS-6 ରିପୋର୍ଟରେ ଚିନ୍ତାଜନକ ଚିତ୍ର: ଓଡ଼ିଶାରେ ବଢ଼ୁଛି ଶିଶୁ ଅପପୋଷଣ, ଡାଇବେଟିସ୍ ଓ ତମାଖୁ ସେବନ ଭୁବନେଶ୍ୱର: ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ (NFHS-6) 2023-24 ରିପୋର୍ଟ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପୋଷଣ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆଣିଛି। ବିଶେଷକରି ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ଅପପୋଷଣ ସମସ୍ୟା ଆହୁରି ଗମ୍ଭୀର ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଉଚ୍ଚତା ଅନୁସାରେ ଓଜନ କମ୍ ଥିବା ଶିଶୁ (Wasted Children)ଙ୍କ...

ଟିପ୍ ଚିହ୍ନ ନେଉନି ମେସିନ୍, ହଇରାଣ ହେଉଛନ୍ତି ଗରିବ ବୃଦ୍ଧବୃଦ୍ଧା

ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ନେଇ ଗୁରୁତର ସମସ୍ୟା ସାମ୍ନାକୁ ଆସିଛି । ଗତ ଦୁଇ ମାସ ହେଲା ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ଟଙ୍କା ପାଇନଥିବା ବେଳେ ବ୍ଲକ୍ ଅଫିସ୍‌, ପଞ୍ଚାୟତ ଓ ବ୍ୟାଙ୍କ ମଧ୍ୟରେ ଦୌଡ଼ି ଦୌଡ଼ି ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଲୋକେ । କୁଚିଣ୍ଡା, ହାଟଡିହି, ଆସିକାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରାଜ୍ୟର ବହୁ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ଯେଉଁ...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778