ଗଞ୍ଜାମ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସାଇବର ସେଲର ସଫଳତା, ହଜିଲା ମୋବାଇଲ୍ ଫେରାଇଲା ପୋଲିସ୍

ଭଞ୍ଜନଗର: ଜନସାଧାରଣଙ୍କ ସେବା ଓ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ୍। ଭଞ୍ଜନଗର ଥାନା ପରିସରରେ ଆୟୋଜିତ ତୃତୀୟ ମୋବାଇଲ୍ ମେଳାରେ ୩୦ରୁ ଅଧିକ ହଜିଯାଇଥିବା ସ୍ମାର୍ଟଫୋନ୍ ଓ ଆଇଫୋନ୍ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ଦିନ ଧରି ନିଜର କଷ୍ଟ ଅର୍ଜିତ ଟଙ୍କାରେ କିଣିଥିବା ମୋବାଇଲ୍ ଫୋନ୍ ହଜାଇ ଚିନ୍ତାରେ ଥିବା ଲୋକମାନେ ପୁଣିଥରେ ନିଜ ପ୍ରିୟ ଫୋନ୍ ଫେରି ପାଇ ଖୁସି ବ୍ୟକ୍ତ...

ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନିରେ ମୁଖରିତ ହେଲା ସମଗ୍ର ଚିକିଟି ଗଡ଼

ଗଞ୍ଜାମ ଜିଲ୍ଲାର ଐତିହ୍ୟବାହୀ ଚିକିଟି ଗଡ଼ରେ ପବିତ୍ର ବାହୁଡ଼ା ଯାତ୍ରା ଚଳିତ ବର୍ଷ ଭକ୍ତି, ପରମ୍ପରା ଓ ଶୃଙ୍ଖଳାର ଏକ ଅନନ୍ୟ ଦୃଶ୍ୟ ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି। ନଅ ଦିନ ଧରି ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ବାହୁଡ଼ା ଯାତ୍ରାକୁ ନେଇ ସକାଳୁ ହିଁ ସମଗ୍ର ଚିକିଟି ଗଡ଼ ଭକ୍ତମୟ ପରିବେଶରେ ପରିଣତ ହୋଇଥିଲା। ରଥ ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ...

ଦୁର୍ଦ୍ଧାନ୍ତ ଅପରାଧୀ କାଳିଆକୁ କାବୁ କଲା ପୁରୁଷୋତ୍ତମପୁର ପୋଲିସ

ଗଞ୍ଜାମ ଜିଲ୍ଲାରେ ପୁଣିଥରେ ପୋଲିସ ଓ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁରୁଷୋତ୍ତମପୁର ଥାନା ପୋଲିସର ଏକ ସ୍ୱତନ୍ତ୍ର ଅଭିଯାନ ବେଳେ ୱାଣ୍ଟେଡ୍ ଅପରାଧୀ ଶ୍ୟାମଘନ ବେହେରା ଓରଫ କାଳିଆ ପୋଲିସ ଗୁଳିରେ ଆହତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, କାଳିଆ ବିରୋଧରେ ଡକାୟତି, ଲୁଟ୍, ଆକ୍ରମଣ ସମେତ ଏକାଧିକ ଗୁରୁତର ଅପରାଧିକ ମାମଲା ରହିଥିବାରୁ ସେ ଦୀର୍ଘଦିନ ଧରି ପୋଲିସର ୱାଣ୍ଟେଡ୍ ତାଲିକାରେ ଥିଲା। ବିଶ୍ୱସ୍ତ ସୂଚନା ଆଧାରରେ ପୁରୁଷୋତ୍ତମପୁର ଥାନା...

ପୋଖରୀରେ ପଦ୍ମ ତୋଳିବା ବେଳେ ଗଭୀର ପାଣିରେ ଫସିଗଲେ ବୃଦ୍ଧ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ପଦ୍ମ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ କବିସୂର୍ଯ୍ୟନଗର ଆଇ.ବି. ଛକ ନିକଟସ୍ଥ ଅଞ୍ଚଳର ବାସିନ୍ଦା ଗନ୍ତେଇ ଗୌଡ଼। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଗନ୍ତେଇ ଗୌଡ଼ ନୁଆଁବେଢା ପୋଖରୀକୁ ପୂଜା ପାଇଁ ପଦ୍ମ ଫୁଲ ତୋଳିବା ଉଦ୍ଦେଶ୍ୟରେ ଯାଇଥିଲେ। ପୋଖରୀ ମଝିଭାଗରେ ପହଞ୍ଚିବା...

କବିସୂର୍ଯ୍ୟନଗରରେ ରକ୍ତରଞ୍ଜିତ ଲୁଟ୍; ବୃଦ୍ଧାଙ୍କୁ ହତ୍ୟା କରି ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପୁଣି ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଘାଟ ପାଇକ ସାହିରେ ଜଣେ ଏକାକୀ ରହୁଥିବା ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ, ଘରୁ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପ୍ରତିମା ଜେନା। ସୂଚନା ଅନୁଯାୟୀ, ଗତ ରାତିରେ ସେ ସମ୍ପର୍କୀୟଙ୍କ ସହ କଥା ହୋଇ ଶୋଇବାକୁ ଯାଇଥିଲେ। ତେବେ ପରଦିନ ସକାଳେ ପରିବାର ଲୋକେ...

୧୦ରୁ ଅଧିକ ଯୁବକଙ୍କ ଆକ୍ରମଣରେ ଗୁରୁତର ଯୁବକ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବଜାରରେ ଦିନ ଦ୍ୱିପହରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଏକ ମୋବାଇଲ ଦୋକାନରୁ ଜଣେ ଯୁବକଙ୍କୁ ଘୋଷାଡ଼ି ଆଣି ବିଚ ରାସ୍ତାରେ ୧୦ରୁ ଅଧିକ ଯୁବକ ସଙ୍ଘବଦ୍ଧ ଭାବେ ମାରାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ...

କଲରା ପତିରିଆ ବାଘ ମୃତ୍ୟୁ ଘଟଣାରେ ୨ ଶିକାରୀ ଗିରଫ

ବାଘ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତ ଗିରଫ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗାଁ ନିକଟସ୍ଥ ଜଙ୍ଗଲରେ କଲରା ପତିରିଆ ବାଘ ମୃତ୍ୟୁ ଘଟଣାରେ ଖଲ୍ଲିକୋଟ ବନ ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ଘଟଣାର ତଦନ୍ତ କରି ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିବାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବନ୍ୟ ବାରାହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ...

ଅଢେଇ ବର୍ଷର କଲରାପତରିଆ ବାଘର ମୃତ୍ୟୁ, ଫାସରେ ପଡ଼ି ଅନ୍ତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ସୃଷ୍ଟି କରିଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଜରଡ଼ ଛକ ନିକଟ ଏକ ନିମ୍ବ ଗଛରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତଦେହର ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ବାଘଟିର ମୃତ୍ୟୁ ଶିକାରୀଙ୍କ ଫାସରେ ପଡ଼ିବା ଫଳରେ ଘଟିଛି। ବାଘର ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଶୁଭକାନ୍ତ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ବାଘଟିର ବୟସ ମାତ୍ର ଦୁଇରୁ...

ରୋଜଗାରର ସ୍ୱପ୍ନ ଅଧାରେ ରହିଗଲା, ଗାଁକୁ ଫେରିଲା ମରଶରୀର

ଗଞ୍ଜାମ: ରୋଜଗାରର ଆଶା ନେଇ ସୁଦୂର ମୁମ୍ବାଇ ଯାଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଭେଟସିଙ୍ଗ ଗ୍ରାମର ଯୁବକ ବୁଦ୍ଧିରାମଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାୟ ତିନି ବର୍ଷ ଧରି ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିବାବେଳେ, ଜୁଲାଇ ୪ ତାରିଖରେ କାର୍ଯ୍ୟରତ ଅବସ୍ଥାରେ ବିଦ୍ୟୁତ ସ୍ପର୍ଶରେ ପ୍ରାଣ ହରାଇଥିଲେ। ମୁମ୍ବାଇରେ ଥିବା ଓଡ଼ିଆ ସଂଗଠନ, ଜିଲ୍ଲା ଶ୍ରମ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ...

ଦିଗପହଣ୍ଡିରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ମୃତଦେହଟି ତାଙ୍କ ପୁରୁଷ ବନ୍ଧୁଙ୍କ ଘରୁ ଉଦ୍ଧାର ହୋଇଛି। ପ୍ରାଥମିକ ତଥ୍ୟ ଅନୁସାରେ, କିଛି ମାସ ପୂର୍ବେ ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଘର ଛାଡ଼ି ଚାଲିଯାଇଥିଲେ। ପରେ ଉଭୟ ଫେରି ଆସି ଏକାଠି ରହୁଥିବା ଜଣାପଡ଼ିଛି। ଏହି ପରିସ୍ଥିତିରେ ହଠାତ୍ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଅନେକ...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778