ବାଲେଶ୍ୱର

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବିଷ ବୋତଲ ହାତରେ ବ୍ୟାଙ୍କ୍‌ ଆଗରେ ମହିଳା, ଘଟଣାସ୍ଥଳରେ ଉତ୍ତେଜନା

ବ୍ୟାଙ୍କ୍‌ ସମ୍ମୁଖରେ ବିଷ ବୋତଲ ଧରି ମହିଳାଙ୍କ ଆତ୍ମହତ୍ୟା ଧମକ, ସବସିଡି ଟଙ୍କା ହଡ଼ପ ଅଭିଯୋଗରେ ଉତ୍ତେଜନା ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ସମ୍ମୁଖରେ ଶୁକ୍ରବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ମହିଳା ବିଷ ବୋତଲ ଧରି ବ୍ୟାଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଘଟଣାକୁ ନେଇ ବ୍ୟାଙ୍କ ପରିସରରେ କିଛି ସମୟ ପାଇଁ...

ଅରଡ଼ ବଜାରରେ ରକ୍ତରଞ୍ଜିତ କାଣ୍ଡ; କାର୍‌ରୁ ଓହ୍ଲାଇବା ବେଳେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବାଲେଶ୍ଵର ଅରଡ଼ ବଜାରରେ ଦିନଦିଆ ଗୁଳିକାଣ୍ଡ, ବ୍ୟବସାୟୀ ଏସ୍.କେ. ହମିଦଙ୍କ ହତ୍ୟା ବାଲେଶ୍ଵର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାରରେ ଅପରାହ୍ଣରେ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ବ୍ୟବସାୟୀ ଏସ୍.କେ. ହମିଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମଗ୍ର ସହରରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ହମିଦ ତାଙ୍କ ଶୋ-ରୁମ୍ ବନ୍ଦ କରି ଘରକୁ ଫେରୁଥିବା ସମୟରେ କାର୍‌ରୁ ଓହ୍ଲାଇବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି...

ଗାଁରେ ପହଞ୍ଚିଲା ତହସିଲ କାର୍ଯ୍ୟାଳୟ, ଦୁଆରେ ମିଳିଲା ସରକାରୀ ସେବା

ସାଧାରଣ ଲୋକଙ୍କୁ ସରକାରୀ ସେବା ସହଜରେ ଓ ଶୀଘ୍ର ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ଆମ ତହସିଲ’ ପଦକ୍ଷେପ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି। ଏହାର ଅଂଶ ସ୍ୱରୂପ ବାଲେଶ୍ୱର ଜିଲ୍ଲାର ଗୋପିନାଥପୁର ଅଞ୍ଚଳରେ ତହସିଲ ପ୍ରଶାସନ ସିଧାସଳଖ ଗାଁରେ ପହଞ୍ଚି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଛି। ଏହି ବିଶେଷ କାର୍ଯ୍ୟକ୍ରମରେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀ ଗାଁରେ ଶିବିର କରି ଜନସାଧାରଣଙ୍କ ଅଭିଯୋଗ ଓ ଆବେଦନ ଗ୍ରହଣ କରିଥିଲେ। ଜମି ସମ୍ବନ୍ଧୀୟ କାଗଜପତ୍ର,...

ବସ୍ତା ରେଳ ଫାଟକରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀଙ୍କ ଜୀବନ ଉପରେ ଭୟଙ୍କର ସଙ୍କଟ

ବସ୍ତା ରେଳ ଫାଟକରେ ଯାନ୍ତ୍ରିକ ତ୍ରୁଟି: ଟ୍ରାକ୍‌ରେ ଫସିଲେ ଯାନବାହନ, ଫ୍ଲାଏଓଭର ନିର୍ମାଣ ଦାବି ତୀବ୍ର ବାଲେଶ୍ୱର ଜିଲ୍ଲା ବସ୍ତା ଷ୍ଟେସନ ଦକ୍ଷିଣ ରେଳ ଫାଟକରେ ଆଜି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୁରୁତର ସ୍ଥିତି ସୃଷ୍ଟି ହୋଇଛି। ବ୍ୟସ୍ତବହୁଳ ଏହି ଅଞ୍ଚଳରେ ସିଗ୍ନାଲ ପ୍ୟାନେଲ ବିକାର ହେବାରୁ ଗୋଟିଏ ବ୍ୟାରିକେଡ୍ ଉଠିଥିଲେ ମଧ୍ୟ ଅନ୍ୟଟି ପ୍ରାୟ ୧୫ ମିନିଟ୍ ଧରି ବନ୍ଦ ରହିଥିଲା। ଫଳସ୍ୱରୂପ ରେଳ ଲାଇନ୍‌ ଉପରେ ଯାନବାହନ ଅଟକି ରହି ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି...

ବେଆଇନ ପଥର ଚାଲାଣ ଅଟକାଇବା ବେଳେ ମହିଳା ଫରେଷ୍ଟଗାର୍ଡଙ୍କୁ ଦୁର୍ବ୍ୟବହାର

ବାଲେଶ୍ୱର ଜିଲ୍ଲା ନୀଳଗିରି ବନାଞ୍ଚଳରେ ପଥର ମାଫିଆଙ୍କ ଦାଦାଗିରିକୁ ନେଇ ଚିନ୍ତା ବଢ଼ିଛି। ଧୋବଶୀଳା ବିଟ୍ ଅଞ୍ଚଳରେ ରାତି ଅଧରେ ଚାଲୁଥିବା ବେଆଇନ ପଥର ଚୋରାଚାଲାଣକୁ ଅଟକାଇବାକୁ ଯାଇ ଜଣେ ମହିଳା ଫରେଷ୍ଟ ଗାର୍ଡ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଚଢ଼ାଉ ସମୟରେ ପଥର ମାଫିଆମାନେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଘେରାଉ କରି ଅଶାଳୀନ ବ୍ୟବହାର କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବାରୁ ସେ ନିଜ ସୁରକ୍ଷା ପାଇଁ ଘଟଣାସ୍ଥଳରେ ସ୍କୁଟି ଛାଡ଼ି ସେଠାରୁ...

ଶିକାରୀଙ୍କ ଫାଶରେ ପଡ଼ି ଛଟପଟ ହୋଇ ମଲା କଲରାପତରିଆ ବାଘ

ନୀଳଗିରି (ବାଲେଶ୍ଵର): ଘଞ୍ଚ ଜଙ୍ଗଲ ଭିତରେ ଭୂଇଁରେ ଲୋଟି ପଡ଼ିଛି ବାଘ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଶିକାରୀ ବାର୍‌ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ଆଖି ବୁଜିଛି କଲରାପତରିଆ ବାଘ । ସ୍ଵର୍ଣ୍ଣଚୂଡ଼ ପର୍ବତ ପାଦଦେଶରେ ଥିବା କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୀଳଗିରି ଅଞ୍ଚଳରେ ପ୍ରଥମଥର ପାଇଁ ଆଖି ବୁଜିଛି କଲରାପତରିଆ ବାଘ । ବନ...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778