ବ୍ଲୁ ଫ୍ଲାଗ୍ ବିଚ୍ରେ ମୌଳିକ ସୁବିଧାର ଅଭାବ, ହଇରାଣ ପର୍ଯ୍ୟଟକ
ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ସୁନାପୁର ବିଚ୍ରେ ମୌଳିକ ସୁବିଧାର ଅଭାବକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ବିଶେଷ କରି ପାନୀୟ ଜଳ ଓ ବ୍ୟବହାରଯୋଗ୍ୟ ଶୌଚାଳୟର ଅଭାବ ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ସୁନାପୁର ବିଚ୍କୁ ଆସୁଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସୁବିଧା ସନ୍ତୋଷଜନକ ନଥିବା ଅଭିଯୋଗ ହେଉଛି। ବିଶେଷକରି ପାନୀୟ ଜଳର ବ୍ୟବସ୍ଥା ଏବଂ ଶୌଚାଳୟର...

Total Users : 1000779