ପାଠ୍ୟପୁସ୍ତକ ବିବାଦ: କ୍ରାଇମବ୍ରାଞ୍ଚରେ ଏଫଆଇଆର, ଆରମ୍ଭ ହେବ ତଦନ୍ତ
ପାଠ୍ୟପୁସ୍ତକ ତ୍ରୁଟି ମାମଲାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ତଦନ୍ତ ପ୍ରକ୍ରିୟା ଏବେ ଆହୁରି ତ୍ୱରାନ୍ୱିତ ହୋଇଛି। ଏହି ପ୍ରସଙ୍ଗରେ ଗଣଶିକ୍ଷା ସଚିବଙ୍କ ଚ୍ୟାମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, OSEPA ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସ୍ତରରେ ହୋଇଥିବା ଏହି...

Total Users : 1000780