446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ପି.ଆର୍.ଏମ୍. ମେଡିକାଲ୍‌ରେ ରୋଗୀ ସୁବିଧା ଉପରେ ଜୋର

ବାରିପଦାସ୍ଥିତ ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌କୁ ପ୍ରତିଦିନ ଆସୁଥିବା ରୋଗୀ ଏବଂ ସେମାନଙ୍କ ସହାୟକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମୌଳିକ ସମସ୍ୟାର ଶୀଘ୍ର ସମାଧାନ ଦାବି କରି ସୋସିଆଲ ୱେଲଫେୟାର ଫୋରମ୍, ବାରିପଦା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଫୋରମ୍ ପକ୍ଷରୁ କୁହାଯାଇଛି ଯେ, ନିକଟରେ ସଦସ୍ୟମାନେ ପି.ଆର୍.ଏମ୍. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀ ଓ ସହାୟକମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ହସ୍ପିଟାଲ୍‌କୁ ଆସୁଥିବା...

ନବରଙ୍ଗପୁର ଗସ୍ତରେ ମନମୋହନ ସାମଲ, ସଂଗଠନକୁ ଗୁରୁମନ୍ତ୍ର

ଦିନିକିଆ ଗସ୍ତରେ ନବରଙ୍ଗପୁର ଆସିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନବରଙ୍ଗପୁର ଠାରେ ଆୟୋଜିତ | ଦଳର ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ସହ ନବରଙ୍ଗପୁର ଲୋକସଭା ସାଂସଦ ଓ ସଂସଦୀୟ କ୍ଷେତ୍ରର ୭ ବିଧାନସଭା କ୍ଷେତ୍ରର ୫ ବିଧାନସଭା ଆସନରେ ବିଜୟୀ ହୋଇଥିବା 4 ବିଜେପି ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସଭାପତି | ଏହାସହ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତି...

ଅଢେଇ ବର୍ଷର କଲରାପତରିଆ ବାଘର ମୃତ୍ୟୁ, ଫାସରେ ପଡ଼ି ଅନ୍ତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟଣା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ସୃଷ୍ଟି କରିଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଜରଡ଼ ଛକ ନିକଟ ଏକ ନିମ୍ବ ଗଛରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତଦେହର ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ବାଘଟିର ମୃତ୍ୟୁ ଶିକାରୀଙ୍କ ଫାସରେ ପଡ଼ିବା ଫଳରେ ଘଟିଛି। ବାଘର ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଶୁଭକାନ୍ତ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ବାଘଟିର ବୟସ ମାତ୍ର ଦୁଇରୁ...

ଟ୍ରମ୍ପଙ୍କ କଡ଼ା ଚେତାବନୀ: ଇରାନ ସହ ଅସ୍ତ୍ରବିରତି ଶେଷ

ୱାଶିଂଟନ୍/ଅଙ୍କାରା: ଇରାନକୁ ନେଇ ଆମେରିକାର ଆଭିମୁଖ୍ୟ ପୁଣି ଥରେ କଠୋର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଆଉ କୌଣସି ଆପୋଷ ଆଲୋଚନାରେ ଆଗ୍ରହୀ ନଥିବା କହିବା ସହ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଇରାନ ସହ ଅସ୍ତ୍ରବିରତି ଅଧ୍ୟାୟ ଶେଷ ହୋଇଛି ଏବଂ ଶାନ୍ତି ଆଲୋଚନା ବର୍ତ୍ତମାନ ଆଉ ଫଳପ୍ରଦ ନୁହେଁ। ନାଟୋ ସମ୍ମିଳନୀ ଅବସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଥିଲେ ଯେ, ହର୍ମୁଜ ଜଳପଥରେ...

+୨ ମେରିଟ୍ ଲିଷ୍ଟ: କେଉଁ କଲେଜରେ କେତେ କଟ୍-ଅଫ୍?

ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ (ପ୍ଲସ୍-ଟୁ) ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ କଟ୍-ଅଫ୍ ମାର୍କ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHE), ଓଡ଼ିଶା ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ମୋଟ ୪ ଲକ୍ଷ ୬୧ ହଜାର ୩୨୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୯ ହଜାର ୨୧୯ ଜଣ, ଅର୍ଥାତ୍ ୯୩.୦୪ ପ୍ରତିଶତ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ...

ମଦ ବନ୍ଦ ପାଇଁ ମେଣ୍ଟ୍ରିରେ ମହିଳାଙ୍କ ଜୋରଦାର ଆନ୍ଦୋଳନ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ମେଣ୍ଟ୍ରି ଗାଁରେ ମଦ ବିରୋଧୀ ଅଭିଯାନ, ମଦ ବନ୍ଦ ଦାବିରେ ଶହ ଶହ ମହିଳାଙ୍କ ରାଲି ମେଣ୍ଟ୍ରି ଗାଁରେ ମଦ ବିରୋଧୀ ଅଭିଯାନ ଜୋର ଧରିଛି। ମଦ ବନ୍ଦ ଦାବିରେ ଶହ ଶହ ମହିଳା ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ବୈଠକ କରିବା ପରେ ହାତରେ ଲାଠି ଧରି ଗାଁ ପରିକ୍ରମା କରିଥିଲେ। ଏହି ସମୟରେ ସେମାନେ ମଦ ବନ୍ଦ କରିବାକୁ ସ୍ଲୋଗାନ ଦେବା ସହ ସରକାରଙ୍କୁ...

ଉଦୀୟମାନ ପକ୍ଷରୁ ସପ୍ତାହବ୍ୟାପୀ ବନ ମହୋତ୍ସବର ସଫଳ ସମାପନ

ବଡ଼ଚଣା, ଯାଜପୁର: ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ସଂକଳ୍ପକୁ ନେଇ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଦୀୟମାନ’ ପକ୍ଷରୁ ଆୟୋଜିତ ସପ୍ତାହବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମର ଭବ୍ୟ ସମାପନ ଧାନମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଛି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବିଭିନ୍ନ ବିଦ୍ୟାଳୟରେ ଆମ୍ବ, ପିଜୁଳି, ଅଁଳା, ଅଶୋକ, ଚମ୍ପା ଆଦି ଫଳ, ଫୁଲ ଓ ଔଷଧୀୟ ଚାରା ରୋପଣ କରାଯିବା ସହ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ...

କେନ୍ଦ୍ରାପଡ଼ାରେ ବର୍ଷା ବିପତ୍ତି, ବୁଡ଼ିଲା ଶହ ଶହ ଏକର ଚାଷ ଜମି

ଲଗାଣ ବର୍ଷା ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ବର୍ଷକର ପରିଶ୍ରମରେ କରାଯାଇଥିବା ଚାଷ ଆଜି ଆଖି ଆଗରେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶହ ଶହ ଏକର ଧାନ ଓ ଅନ୍ୟାନ୍ୟ ଫସଲ ଜଳମଗ୍ନ ହୋଇପଡ଼ିଛି। ଏଥିଯୋଗୁଁ ଚାଷୀଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଏକ ପୋଲ ନିର୍ମାଣ କାମ ପାଇଁ କେନାଲର ଜଳ ନିଷ୍କାସନ...

ରୋଜଗାରର ସ୍ୱପ୍ନ ଅଧାରେ ରହିଗଲା, ଗାଁକୁ ଫେରିଲା ମରଶରୀର

ଗଞ୍ଜାମ: ରୋଜଗାରର ଆଶା ନେଇ ସୁଦୂର ମୁମ୍ବାଇ ଯାଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଭେଟସିଙ୍ଗ ଗ୍ରାମର ଯୁବକ ବୁଦ୍ଧିରାମଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାୟ ତିନି ବର୍ଷ ଧରି ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିବାବେଳେ, ଜୁଲାଇ ୪ ତାରିଖରେ କାର୍ଯ୍ୟରତ ଅବସ୍ଥାରେ ବିଦ୍ୟୁତ ସ୍ପର୍ଶରେ ପ୍ରାଣ ହରାଇଥିଲେ। ମୁମ୍ବାଇରେ ଥିବା ଓଡ଼ିଆ ସଂଗଠନ, ଜିଲ୍ଲା ଶ୍ରମ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ...

ଆଜି କେମିତି କଟିବ ଆପଣଙ୍କ ଦିନ ?

ମେଷ- ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତିକ କାମଗୁଡିକ ସୁରୁଖୁରୁରେ ହୋଇଯିବ । ଆନୁଷ୍ଠାନିକ କାମରେ ଭଲ ପରାମର୍ଶ ଦେଇ ପ୍ରିୟପାତ୍ର ହୋଇପାରିବ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ ବୃଷ- ଗୁରୁଙ୍କ କୃପାରୁ...
1 8 9 10 11 12 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000781