ବାଲି ମାଫିଆଙ୍କ ଉପରେ ପ୍ରଶାସନର ବଡ଼ ଚଢ଼ାଉ
ରାଜ୍ୟରେ ବେଆଇନ ବାଲି ଓ ମାଟି ଚୋରାଚାଳାନ ବିରୋଧରେ ପ୍ରଶାସନ କଡ଼ା ଆକ୍ସନ୍ ଆରମ୍ଭ କରିଛି। ବିଭିନ୍ନ ଜିଲ୍ଲାରେ ଚାଲିଥିବା ଚଢ଼ାଉ ସମୟରେ ଅନେକ ଗାଡ଼ି ଜବତ ହୋଇଥିବା ସହ କିଛି ଲୋକଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍ପିଙ୍କ ନେତୃତ୍ୱରେ ଅଚମ୍କା ଚଢ଼ାଉ କରାଯାଇଥିଲା। ବିଭିନ୍ନ ବାଲିଘାଟରେ ଚାଲୁଥିବା ବେଆଇନ ଖନନ ଓ ପରିବହନ ଉପରେ କାର୍ଯ୍ୟାନୁଷ୍ଠାନ କରି ୧୦ଟି ଟ୍ରକ୍ ଜବତ କରାଯାଇଛି। ପ୍ରଶାସନର ଏହି କାର୍ଯ୍ୟକଳାପ ପରେ ବାଲି ମାଫିଆମାନଙ୍କ...

Total Users : 1000779