446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

Chrome ବ୍ୟବହାରକାରୀ ସାବଧାନ! ସରକାର ଜାରି କଲେ ଚେତାବନୀ

Google Chrome ବ୍ରାଉଜର ବ୍ୟବହାରକାରୀଙ୍କ ପାଇଁ ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ବଡ଼ ଚେତାବନୀ ଜାରି କରିଛି। କୋଟି କୋଟି Chrome ୟୁଜର୍ସ ଏବେ ସାଇବର ଅପରାଧୀଙ୍କ ଟାର୍ଗେଟରେ ଥିବାରୁ ତୁରନ୍ତ ସତର୍କ ହେବାକୁ ପରାମର୍ଶ ଦିଆଯାଇଛି। ଅବହେଳା କଲେ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବା ସହ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯାଇପାରେ ବୋଲି ସତର୍କ କରିଛି ଏଜେନ୍ସି। CERT-In ଅନୁସାରେ, Chrome ବ୍ରାଉଜରରେ କିଛି ଗୁରୁତର ସୁରକ୍ଷା ତ୍ରୁଟି (Security Vulnerabilities)...

ଆଜିଠୁ ନୌତପା ପ୍ରଭାବ, ତାତିରେ ଥରିବ ଜନଜୀବନ

ସମଗ୍ର ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ଯେପରି ନିଆଁ ବର୍ଷୁଛି, ସେପରି ଅନୁଭବ ହେଉଛି ଜନଜୀବନରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଆଗାମୀ ଆହୁରି ୪ ଦିନ ଏହି ପ୍ରଚଣ୍ଡ ଖରାରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଲଗାତାର ୪୫ ଡିଗ୍ରି ସେଲସିଅସ୍‌ ଉପରେ ରହୁଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର,...

ରାଜ୍ୟସଭାରେ ବଢୁଛି ବିଜେପିର ଶକ୍ତି, କମୁଛି ବିଜେଡିର ପକଡ଼

କର୍ଣ୍ଣାଟକର କାରୱାର ଜିଲ୍ଲାରେ ଘଟିଥିବା ଭୟାବହ ନଦୀ ଦୁର୍ଘଟଣାରେ ମୃତକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସୋମବାର ଉଦ୍ଧାରକାରୀ ଦଳ ଶେଷ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ତଟାକାଲୁ ନଦୀରୁ ଉଦ୍ଧାର କରିବା ପରେ ଏହି ସଂଖ୍ୟା ସ୍ପଷ୍ଟ ହୋଇଛି। ମୃତକଙ୍କୁ ମହାଦେବ ନାୟକ ବୋଲି ଚିହ୍ନଟ କରାଯାଇଛି। ସୂଚନାଅନୁସାରେ, ଭଟକଳ ତାଲୁକାର ଶିରାଳୀ ନିକଟସ୍ଥ ପଡୁଶିରାଳୀ ଗ୍ରାମର ଏକେ ପରିବାରର ୧୪ ଜଣ ସଦସ୍ୟ ରବିବାର ତଟାକାଲୁ ନଦୀକୁ ଶଙ୍ଖ ଓ କଞ୍ଚା ମାଛ ସଂଗ୍ରହ ପାଇଁ...

ରାଜ୍ୟସଭାରେ ବିଜେଡି ଦୁର୍ବଳ, ବିଜେପିର ବଢୁଛି ଶକ୍ତି

ରାଜ୍ୟସଭାରେ ଧୀରେ ଧୀରେ ଦୁର୍ବଳ ହେଉଛି ବିଜେଡିର ସ୍ଥିତି, ଯେତେବେଳେକି ବିଜେପି ନିଜର ପକଡ଼କୁ ଆହୁରି ମଜବୁତ କରୁଛି। ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ପଦତ୍ୟାଗ କରିବା ପରେ ଉପର ସଦନରେ ବିଜେଡିର ସାଂସଦ ସଂଖ୍ୟା ଏବେ ୫କୁ ହ୍ରାସ ପାଇଛି। ବର୍ତ୍ତମାନ ବିଜେଡି ପକ୍ଷରୁ ରାଜ୍ୟସଭାରେ ସସ୍ମିତ ପାତ୍ର, ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି। ସେହିପରି ୨୦୨୪ରେ ନିର୍ବାଚିତ ସୁଭାଶିଷ...

ଭୟଙ୍କର ହାଇୱେ ଦୁର୍ଘଟଣା: ଭୟାବହ ଧକ୍କାରେ ଏକାଧିକ ଗାଡ଼ି ଚୁର୍ମାର, ୬ ମୃତ

ମହାରାଷ୍ଟ୍ରର ଧୁଳେ ନିକଟସ୍ଥ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ରବିବାର ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଲାଲିଂ ଘାଟ ଅଞ୍ଚଳରେ ପରପରେ ଏକାଧିକ ଗାଡ଼ି ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପ୍ରଥମେ ଏକ ଡମ୍ପର ଟ୍ରକ୍ ଓ ଏକ କାର୍ଗୋ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏହା ପରେ ହାଇୱେରେ ଯାଉଥିବା ଅନ୍ୟାନ୍ୟ ଗାଡ଼ି...

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରୀୟ ନେତାଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସକାଳ ୯ଟା ୩୦ ମିନିଟ୍‌ରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱ ଓ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିପାରନ୍ତି। ବିଶେଷ କରି ଓଡ଼ିଶାର ଅବକାଠା ଉନ୍ନୟନ, ଶିଳ୍ପ, ପାଣିପାଗ ଜନିତ ପରିସ୍ଥିତି, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ବିଭିନ୍ନ ଚାଲୁଥିବା ପ୍ରକଳ୍ପ ନେଇ ଆଲୋଚନା ହେବାର...

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କ ପାଖକୁ ଏଯାଏଁ ପହଞ୍ଚିଲାନି ପ୍ରଶାସନ

କାଳବୈଶାଖୀ ତାଣ୍ଡବରେ ମୋହନାରେ ବ୍ୟାପକ କ୍ଷୟକ୍ଷତି: ଆହତଙ୍କ ଚିକିତ୍ସା ଜାରି, ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତର ରାମଗଡ଼ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବିପୁଳ କ୍ଷୟକ୍ଷତି ଘଟିଛି। ହଠାତ୍ ଜୋରଦାର ପବନ ବହିବାରୁ କାନ୍ଦୁରୁ ନାୟକଙ୍କ ଘରର ଦୁଲା କାଠ ଭାଙ୍ଗିଯିବା ସହ ଟିଣ ଛାତ ଉଡ଼ି ଘରଭିତରେ ପଡ଼ିଥିଲା। ଏହି ଦୁର୍ଘଟଣାରେ କିଛି ପରିବାର ସଦସ୍ୟ ଆହତ ହୋଇଛନ୍ତି। ଆହତମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା...

ବ୍ରହ୍ମପୁର ହଣାକଟା ପଛରେ ଜୁଆ ଖେଳ ଲିଙ୍କ୍, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ବ୍ରହ୍ମପୁର ଅମ୍ବିକା ନଗରରେ ଘଟିଥିବା ହଣାକଟା ଘଟଣା ପଛରେ ଜୁଆ ଖେଳ ଲିଙ୍କ୍ ଥିବା ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ପୋଲିସ ତଦନ୍ତ ଅନୁଯାୟୀ, ଆକ୍ରମଣରେ ଜଡିତ ଦୁଇଟି ପ୍ରତିଦ୍ୱନ୍ଦୀ ଗୋଷ୍ଠୀ ହେଉଛନ୍ତି ମଙ୍ଗଳା ବେହେରା ଓ ଜଗା–ବଳିଆ ଗ୍ୟାଙ୍ଗ, ଯେଉଁମାନେ ଅଞ୍ଚଳରେ ପୃଥକ ପୃଥକ ଜୁଆ ନେଟୱର୍କ ଚଳାଇଥିବା ସନ୍ଦେହ ରହିଛି। ସୂଚନା ଅନୁଯାୟୀ, ୨୦୧୯ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଭୁତ୍ୱ ଓ ବିରୋଧ ଚାଲିଆସୁଛି। ଏହି ସଂଘର୍ଷ କେତେବେଳେ କେତେବେଳେ ହିଂସାତ୍ମକ ରୂପ...

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ, ରାଜନୀତିକ ମହଳରେ ଚର୍ଚ୍ଚା ଜୋରଦାର

ବିଜେଡିରେ ବଡ଼ ରାଜନୈତିକ ଝଟକା ଲାଗିଛି। ତିନି ଥର ବିଧାୟକ ଓ ଦଳର ପ୍ରାଥମିକ ସଦସ୍ୟ ଥିବା ଦେବାଶିଷ ସାମନ୍ତରାୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟତା ସହିତ ବିଜେଡିକୁ ବିଦାୟ ଜଣାଇଛନ୍ତି। ସୂଚନା ଅନୁଯାୟୀ, ଶୀଘ୍ର ହିଁ ସେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଭେଟି ନିଜର ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିବେ। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିବା ଦେବାଶିଷ ସାମନ୍ତରାୟଙ୍କ...

ପ୍ରବଳ ଗ୍ରୀଷ୍ମ ପ୍ରବାହ ଚେତାବନୀ ମଧ୍ୟରେ ଆଜି ଏହି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କତା ଜାରି

ଭାରତୀୟ ପାଣିପାଗ ବିଭାଗ (IMD)ର ସେଶ ଅପଡେଟ୍ ଅନୁଯାୟୀ, ସୋମବାର ଦିନ ଦେଶର ଆବହାଓଆରେ ଦୁଇଟି ବିପରୀତ ପରିସ୍ଥିତି ଦେଖାଯିବ। ଉତ୍ତର-ପୂର୍ବ, ପୂର୍ବ ଏବଂ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଅନ୍ୟପଟେ, ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରବାହ (ହିଟୱେଭ୍) ଜାରି ରହିବା ସହିତ ଗରମର ପ୍ରଭାବ ଆହୁରି ତୀବ୍ର ହେବ। ପାଣିପାଗ ବିଭାଗ ଆଗାମୀ ଦିନଗୁଡ଼ିକରେ ଅନେକ ରାଜ୍ୟ ପାଇଁ ସତର୍କ ସୂଚନା ଜାରି...
1 30 31 32 33 34 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787