446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଗ୍ରହଙ୍କ ବିରଳ ଯୋଗ: ଏହି ରାଶିଙ୍କୁ ମିଳିବ ବଡ଼ ସଫଳତା, ଖୋଲିବ ଭାଗ୍ୟର ଦ୍ୱାର

ଆଜି କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ସମସ୍ତ ୧୨ଟି ରାଶିର ଆଜିର ଫଳାଫଳ। କାର୍ଯ୍ୟକ୍ଷେତ୍ର, ସ୍ୱାସ୍ଥ୍ୟ, ଅର୍ଥ ଓ ପରିବାର ଜୀବନରେ କେଉଁ ରାଶିଙ୍କୁ ମିଳିବ ଶୁଭ ସମୟ ଓ କେଉଁଠି ରହିବ ସାବଧାନୀ—ସମ୍ପୂର୍ଣ୍ଣ ତଥ୍ୟ ଏଠାରେ। ♈ ମେଷ କାର୍ଯ୍ୟକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଦୂର ହେବ। ସ୍ୱାସ୍ଥ୍ୟ ସମସ୍ୟା କାରଣରୁ କିଛି କାମରେ ବିଳମ୍ବ ହୋଇପାରେ। ସାମାଜିକ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ।ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା: ୯ ♉ ବୃଷ...

ଝିଅ ସାମ୍ନାରେ ବାପାକୁ ପଥରରେ ଛେଚି ହତ୍ୟା, କେନ୍ଦ୍ରାପଡ଼ାରେ ଆଲୋଡ଼ନ

କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ପୁତୁରା ତାଙ୍କ ଦାଦାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ବାବୁଲା ବାରିକ୍ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଘଟଣା ସମୟରେ ମୃତକଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ନିଜ ଆଖି ସାମ୍ନାରେ ସମଗ୍ର ଭୟଙ୍କର ଘଟଣା ଦେଖିଥିବା ଜଣାପଡ଼ିଛି, ଯାହାରେ...

ଆଜି ୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନମାନଙ୍କ ମଧ୍ୟରୁ ଅନ୍ୟତମ ‘ପଦ୍ମ ପୁରସ୍କାର’ ପ୍ରଦାନ ଉତ୍ସବ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ । ଚଳିତ ୨୦୨୬ ବର୍ଷ ପାଇଁ କଳା, ସାହିତ୍ୟ, ଶିକ୍ଷା, ସମାଜସେବା, ବିଜ୍ଞାନ, ଔଷଧ, ଶିଳ୍ପ, କ୍ରୀଡା ଏବଂ ଲୋକସେବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ମୋଟ ୧୩୧...

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ନୂଆ ରିପୋର୍ଟ, ଓଡ଼ିଶା-ଛତିଶଗଡ଼ ତଥ୍ୟକୁ ମିଳିଲା ଗୁରୁତ୍ୱ

ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ (MWDT) ସମ୍ମୁଖରେ ଉପସ୍ଥାପନ ହେବାକୁ ଥିବା ବାର୍ଷିକ ଜଳ ଉପଲବ୍ଧତା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ପୃଥକ ଭାବେ କରାଯାଇଥିବା ଜଳ ଆକଳନକୁ ଆଧାର କରି ସରଳ ହାରାହାରି ପ୍ରଣାଳୀରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁଯାୟୀ, ସମଗ୍ର ମହାନଦୀ ଅବବାହିକାରେ ହାରାହାରି ବାର୍ଷିକ ୬୨.୩୬ MAF (ମିଲିୟନ୍ ଏକର-ଫୁଟ୍) ଜଳ...

୫ ଦିନ ଯାଏଁ ଜାରି ରହିବ ପ୍ରଚଣ୍ଡ ଖରା, ତା’ପରେ ବର୍ଷାର ସଙ୍କେତ

ପଶ୍ଚିମ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ଏବେ ପ୍ରଚଣ୍ଡ ତାତିରେ ସିଝୁଛି। ଅସହ୍ୟ ଗରମ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେକ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ଖବର ଆସୁଥିବାବେଳେ, ଅନେକ ଅଞ୍ଚଳରେ ପାଣି ସଂକଟ ଗଭୀର ରୂପ ନେଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ସତର୍କବାଣୀ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ପଶ୍ଚିମ ଓଡ଼ିଶାରେ ହିଟ୍‌ୱେଭ୍‌ ପରିସ୍ଥିତି...

ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! ସୂର୍ଯ୍ୟକୁମାରଙ୍କ ସ୍ଥାନରେ ନୂଆ କ୍ୟାପଟେନ୍‌ ଖୋଜୁଛି BCCI

ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ଏବେ କ୍ରିକେଟ୍‌ ମହଳରେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ସମୟ ଧରି ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମ ଚୟନକର୍ତ୍ତାଙ୍କ ଚିନ୍ତା ବଢ଼ାଇଥିବାବେଳେ, ଟିମ୍‌ ଇଣ୍ଡିଆର ଟି-୨୦ ନେତୃତ୍ୱରେ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଏପରି ପରିସ୍ଥିତିରେ ଶ୍ରେୟସ ଆୟର, ଶୁଭମନ ଗିଲ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ସହ ଜଡ଼ିତ କିଛି ତାରକା ଖେଳାଳିଙ୍କ ନାମ ନୂଆ ଅଧିନାୟକ ଦୌଡ଼ରେ ଆସୁଛି। ସମ୍ବାଦ...

ବ୍ରହ୍ମପୁରରେ ଅପରାଧୀଙ୍କୁ ପୋଲିସର କଡ଼ା ଜବାବ, ୫ ଘଣ୍ଟାରେ ଏନକାଉଣ୍ଟର୍

ବ୍ରହ୍ମପୁରରେ ପୁଣିଥରେ ଅପରାଧ ଓ ପୋଲିସ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଜଗା ସାହୁ ଓରଫ ଜଗନ୍ନାଥ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଥିବାବେଳେ ତାଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଗା ବାଉରୀ ସୁକୁଣ୍ଡା ଅଞ୍ଚଳରେ ଲୁଚିଥିବା ଖବର ପାଇ ପୋଲିସର ଏକ ବିଶେଷ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ...

ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୩

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଇରାନକୁ କେନ୍ଦ୍ର କରି ଇସ୍ରାଏଲ ଓ ଆମେରିକା ମଧ୍ୟରେ ବଢୁଥିବା ତଣାତଣି କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଯୋଗାଣ ପ୍ରଭାବିତ ହୋଇଥିବାବେଳେ, ତାହାର ସିଧା ପ୍ରଭାବ ଦେଶର ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିଛି। ଗତ ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଇନ୍ଧନ ଦର ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ୨୫ ମେ’...

ମହାବଳେଶ୍ୱର ଘାଟରେ ଭୟଙ୍କର ଦୁର୍ଘଟଣା, ୮ ଜଣଙ୍କ ଜୀବନହାନି

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାସ୍ଥିତ ଆମ୍ବେନଳୀ ଘାଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ମହାବଳେଶ୍ୱର ଓ ପୋଲାଡପୁର ମଧ୍ୟରେ ଥିବା ଏହି ବିପଦସଙ୍କୁଳ ଘାଟିରେ ଏକ ସ୍କୋର୍ପିଓ ଗାଡ଼ି ପ୍ରାୟ ୭୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବା ଫଳରେ ଗାଡ଼ିରେ ଥିବା ୮ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏକାସାଙ୍ଗେ ୮ ସାଙ୍ଗଙ୍କ ଜୀବନ ଚାଲିଯିବା ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୨:୪୫ ସମୟରେ ସ୍କୋର୍ପିଓଟି ମହାବଳେଶ୍ୱରରୁ ପୋଲାଡପୁର...

୯୦ତମ ଉତ୍କଳ ଦିବସରେ ଚେନ୍ନାଇକୁ ମିଳିଲା ‘ଉତ୍କଳ ସେବା ସଦନ’

ତାମିଲନାଡୁର ସାଂସ୍କୃତିକ ପ୍ରାଣକେନ୍ଦ୍ର ଚେନ୍ନାଇରେ ରବିବାର ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ଓ ବାର୍ଷିକ ଉତ୍ସବ ଭବ୍ୟ ଭାବେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଇତିହାସ ହେଉଛି ଭବିଷ୍ୟତ ଗଢ଼ିବାର ଦର୍ପଣ। କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବମୟ ଅତୀତରୁ ପ୍ରେରଣା ନେଇ ଆଗାମୀ ଓଡ଼ିଶା ପାଇଁ ଏକ ସଶକ୍ତ ସେତୁବନ୍ଧ ଗଢ଼ିବାକୁ ସମସ୍ତଙ୍କୁ ଏକତ୍ର ହେବା ଆବଶ୍ୟକ। କାର୍ଯ୍ୟକ୍ରମରେ ଅଭିଭାଷଣ...
1 31 32 33 34 35 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787