446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଏବେ ବ୍ୟାଙ୍କିଂରେ ଡବଲ୍‌ OTP ସୁରକ୍ଷା: ଠକେଇକୁ ଲାଗିବ ବ୍ରେକ୍‌

 ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ୁଥିବାବେଳେ ଏବେ ବ୍ୟାଙ୍କିଂ ସୁରକ୍ଷାକୁ ଆହୁରି କଡ଼ା କରିବା ପାଇଁ ‘ଡୁଆଲ୍ OTP’ ବ୍ୟବସ୍ଥା ଉପରେ ଚର୍ଚ୍ଚା ଜୋର ଧରିଛି। ଡିଜିଟାଲ୍ ଆରେଷ୍ଟ, ଫେକ୍ ଇନ୍‌ଭେଷ୍ଟମେଣ୍ଟ ସ୍କାମ୍‌, କଷ୍ଟମର୍ କେୟାର ଠକେଇ ଭଳି ବିଭିନ୍ନ ଉପାୟରେ ସାଇବର ଠକମାନେ ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି। ବିଶେଷକରି ବରିଷ୍ଠ ନାଗରିକମାନେ ଏହି ଠକେଇର ସବୁଠାରୁ ବଡ଼ ଶିକାର ହେଉଛନ୍ତି।ଏହି ପରିସ୍ଥିତିକୁ ଦେଖି କିଛି ବ୍ୟାଙ୍କ ‘ଡୁଆଲ୍ OTP ସିଷ୍ଟମ୍‌’...

ବଢ଼ିଲା DR, ପେନ୍‌ସନଭୋଗୀଙ୍କୁ ମିଳିଲା ବଡ଼ ରାହତ

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ପେନ୍‌ସନଭୋଗୀଙ୍କ DR ବଢ଼ିଲା, ଲକ୍ଷାଧିକ ପରିବାରକୁ ରାହତ ପେନ୍‌ସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାର କିଛି ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କ ପାଇଁ ମହଙ୍ଗା ଭତ୍ତା (Dearness Relief-DR) ବୃଦ୍ଧି କରିଛନ୍ତି। ପଞ୍ଚମ ବେତନ କମିଶନ (5th CPC) ଅନୁଯାୟୀ ଲାଭ ପାଉଥିବା CPF (Contributory Provident Fund) ଭୋଗୀମାନଙ୍କୁ ଏହି ବୃଦ୍ଧିତ DR ଲାଭ ମିଳିବ। ପେନ୍‌ସନ ଓ ପେନ୍‌ସନଭୋଗୀ କଳ୍ୟାଣ ବିଭାଗ...

ଆଜିଠୁ ରତ୍ନଭଣ୍ଡାର ଗଣନା ସ୍ଥଗିତ, ଭିତରକାଠ ଦର୍ଶନ ସାଧାରଣ ଭାବେ ଚାଲୁ ରହିବ

ଆଜିଠୁ ରତ୍ନଭଣ୍ଡାରରେ ଚାଲୁ ଥିବା ଗଣନା କାର୍ଯ୍ୟକୁ ସ୍ଥଗିତ କରାଯାଇଛି। ପ୍ରଶାସନିକ କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ, ଭିତରକାଠ ଦର୍ଶନ କାର୍ଯ୍ୟ ସାଧାରଣ ଭାବେ ଚାଲିବ ବୋଲି ସୂଚନା ମିଳିଛି। ଶ୍ରଦ୍ଧାଳୁମାନେ ପୂର୍ବବତ ଭାବରେ ଭିତରକାଠ ଦର୍ଶନ କରିପାରିବେ ଏବଂ ଏହାରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ଅଧିକାରୀମାନେ ଜଣାଇଛନ୍ତି ଯେ ରତ୍ନଭଣ୍ଡାର ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ନିୟମିତ ପ୍ରକ୍ରିୟା ଅନୁସାରେ ପୁନର୍ବାର ଆରମ୍ଭ କରାଯିବ। ଏହି ମଧ୍ୟବେଳେ ମନ୍ଦିର ପରିସରରେ...

ସ୍ମୃତି ମନ୍ଧାନା କହିଲେ – ଭାରତ ଜିତିବ T20 ବିଶ୍ୱକପ୍, ଟିମ୍ ଉପରେ ଦୃଢ଼ ଆତ୍ମବିଶ୍ୱାସ

ଆଗାମୀ ଆଇସିସି ମହିଳା T20 ବିଶ୍ୱକପ୍ ଜୁନ୍ 12 ରୁ ଇଂଲଣ୍ଡରେ ଆରମ୍ଭ ହେବ। ଏହି ମେଗା ଟୁର୍ନାମେଣ୍ଟ ଜୁଲାଇ 5 ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଉପକପ୍ତାନ ସ୍ମୃତି ମନ୍ଧାନା ଟିମ୍‌ର ପ୍ରସ୍ତୁତି ଏବଂ ଲକ୍ଷ୍ୟ ନେଇ ମହତ୍ତ୍ୱପୂର୍ଣ୍ଣ ମତ ରଖିଛନ୍ତି। ସେ କହିଛନ୍ତି, ଏହି ପ୍ରତିଯୋଗିତାରେ ଯେ ଦଳ ସବୁଠାରୁ ଅଧିକ ଫିଟ୍ ଏବଂ ତାଜା ରହିବ, ସେହି ଦଳ ହିଁ ଚ୍ୟାମ୍ପିଅନ୍ ହେବ। ସ୍ମୃତିଙ୍କ ମତାନୁସାରେ, ଏବେ...

ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଶାଳବଣି ଗ୍ରାମ ପାର୍ଶ୍ୱ ଜଙ୍ଗଲ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଏକ ୧୭ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପୁଲିସ ଜଙ୍ଗଲ ମଧ୍ୟରେ ଥିବା ଗଛରୁ ଉଦ୍ଧାର କରିଛି। ମୃତକ ଝିଅ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ଖଇରଙ୍ଗ ଗ୍ରାମର ସ୍ୱପ୍ନା ପ୍ରଧାନ ଓ କନକ ପ୍ରଧାନଙ୍କ କନ୍ୟା ମିତା ପ୍ରଧାନ ବୋଲି ଚିହ୍ନଟ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ, କିଛି ଦିନ...

ବ୍ରହ୍ମପୁରରେ ଦୁଃଖଦ ଅଘଟଣ: ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ସହରର ଆଙ୍କୁଲି ନୂଆବନ୍ଧରେ ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଦ୍ୱୟ ନବମ ଓ ଦଶମ ଶ୍ରେଣୀ ପାସ୍ କରିଥିବା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜଣେ ଛାତ୍ର ଗଜପତି ନଗର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଖୋଡାସିଂ ଅଞ୍ଚଳର ବାସିନ୍ଦା। ଉଭୟେ ଖେଳିବା ପାଇଁ ନୂଆବନ୍ଧ ଅଞ୍ଚଳକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସୂଚନା ପାଇବା ପରେ ସ୍ଥାନୀୟ...

ଭୁବନେଶ୍ୱରରେ ପେଟ୍ରୋଲ ଦର ହ୍ରାସ: ଆଜିର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଜାଣନ୍ତୁ

ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ୨୪ ମେ ୨୦୨୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ପ୍ରତି ଲିଟର ₹106.10 ଏବଂ ଡିଜେଲ ଦର ପ୍ରତି ଲିଟର ₹97.73 ରହିଛି। ଓଡ଼ିଶାର କଟକ ସହରରେ ଗତ ୨୪ ଘଣ୍ଟାରେ ଇନ୍ଧନ ଦରରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି। କଟକରେ ପେଟ୍ରୋଲ ₹107.04 ପ୍ରତି ଲିଟର ଏବଂ ଡିଜେଲ ₹98.64 ପ୍ରତି ଲିଟର ଦରରେ ବିକ୍ରି ହେଉଛି। ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଦର...

ନବୀନଙ୍କ ଚିଠିରେ ଆଇନ-ଶୃଙ୍ଖଳା ଅବନତି ଅଭିଯୋଗ, ବିଧାୟକ ଉପରେ ଆକ୍ରମଣ ଦାବି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟର ଆଇନ-ଶୃଙ୍ଖଳା ଅବନତି ସମ୍ପର୍କରେ ଏକ ଆଧିକାରିକ ଚିଠି ଲେଖିଛନ୍ତି। ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟିଗିରିଆ ପଞ୍ଚାୟତ ସମିତି ସଭାରେ ଯୋଗଦେବାକୁ “ବିଜେପି ସମର୍ଥିତ ଦୁର୍ବୃତ୍ତମାନେ” ବାଧା ଦେଇଥିଲେ, ଧମକ ଦେଇଥିଲେ ଏବଂ ଶାରୀରିକ ଭାବେ ଅଟକାଇଥିଲେ। ସେ ଏହାକୁ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର ଆକ୍ରମଣ ବୋଲି କହିଛନ୍ତି। ନବୀନ...

ତାପପ୍ରବାହ ସତର୍କତା: ଆଉ ୫ ଦିନ ଓଡ଼ିଶାରେ ଝାଳୁ ଗରମ, ୨୮ ରୁ ତାପ ଲହରୀ ସମ୍ଭାବନା

ଗ୍ରୀଷ୍ମ ତାପରେ ରାଜ୍ୟର ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ୍‌ ଉପରକୁ ପହଞ୍ଚିଛି। ଜଳବାୟୁ ବିଭାଗ ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ସର୍ବାଧିକ ୪୫.୨°C ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଏବଂ ବୌଦ୍ଧରେ ମଧ୍ୟ ପାରଦ ୪୫°C ପହଞ୍ଚିଛି। ତାପପ୍ରବାହ ସତର୍କତା ପାଗ ବିଭାଗ କହିଛି ଯେ ଏହି ତୀବ୍ର ତାପପ୍ରବାହ ପରିସ୍ଥିତି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଝାରସୁଗୁଡ଼ା,...

ବ୍ୟାପକ ପୋଲିସ୍ ଅଦଳବଦଳ: ୧୪ IPS ଓ ୪ OPS ଅଫିସର ବଦଳି, ୮ ଜିଲ୍ଲାର SP ପରିବର୍ତ୍ତନ

ରାଜ୍ୟ ସରକାର ପକ୍ଷରୁ ଆଇପିଏସ୍ ଓ ଓପିଏସ୍ ସ୍ତରରେ ବ୍ୟାପକ ପୋଲିସ୍ ଅଦଳବଦଳ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁଯାୟୀ, ୧୪ ଜଣ ଆଇପିଏସ୍ ଓ ୪ ଜଣ ବରିଷ୍ଠ ଓପିଏସ୍ ଅଫିସରଙ୍କ ବଦଳି ସହ ୮ଟି ଜିଲ୍ଲାର ଏସ୍‌ପି ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତନ ହୋଇଥିବା ଜିଲ୍ଲାଗୁଡିକ ହେଲେ— ନବରଙ୍ଗପୁର, ଖୋର୍ଦ୍ଧା, ରାୟଗଡ଼ା, ବରଗଡ଼, ନୟାଗଡ଼, ଗଞ୍ଜାମ, ବୌଦ୍ଧ ଏବଂ କନ୍ଧମାଳ। ନୋଟିଫିକେସନ୍ ଅନୁଯାୟୀ, ନବରଙ୍ଗପୁର ଏସ୍‌ପି (ଡିଆଇଜିପି ଗ୍ରେଡ୍) ଶ୍ରୀ ମଦକର ସନ୍ଦୀପ...
1 32 33 34 35 36 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000786