RCB ପାଇଁ ବଡ଼ ଝଟକା: ପ୍ଲେଅଫ୍ ପୂର୍ବରୁ ଚୋଟ ଯୋଗୁଁ ଷ୍ଟାର ବ୍ୟାଟ୍ସମ୍ୟାନ୍ ଦେଶକୁ ଫେରିଲେ
IPL ଡିଫେଣ୍ଡିଂ ଚ୍ୟାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏହି ଋତୁରେ ଶକ୍ତିଶାଳୀ ପ୍ରଦର୍ଶନ ଜାରି ରଖିଛି। ଲିଗ୍ ଷ୍ଟେଜ୍ରେ 14ଟି ମ୍ୟାଚ୍ରୁ 9ଟିରେ ବିଜୟ ସହିତ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏବେ ପ୍ଲେଅଫ୍ର କ୍ୱାଲିଫାୟର-୧ ପାଇଁ RCB ପ୍ରସ୍ତୁତି ଚାଲୁ ରଖିଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଏହି ମ୍ୟାଚ୍ ପୂର୍ବରୁ ଦଳକୁ ଏକ ବଡ଼ ଝଟକା ଲାଗିଛି। RCBର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜେକବ୍ ବେଥେଲ୍ ଚୋଟ ଯୋଗୁଁ ନିଜ ଦେଶ ଇଂଲଣ୍ଡକୁ ଫେରିଯାଇଛନ୍ତି। ସୂଚନା...

Total Users : 1000786