446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

କେମିତି ରହିବ ଆଜିର ଦିନ, ଜାଣନ୍ତୁ ରାଶିଫଳରୁ

ମେଷ ଆଜି ପାରିବାରିକ ପରିବେଶ ଖୁସିମୟ ରହିବ। ଦୀର୍ଘଦିନ ଧରି ଥିବା ବାଧାବିଘ୍ନ ଦୂର ହେବାର ସମ୍ଭାବନା ରହିଛି। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। କୌଣସି ନୂତନ କାମ ଆରମ୍ଭ କରିପାରନ୍ତି।ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯ପ୍ରତିକାର: ଗୋମାତାଙ୍କୁ ଘାସ ଖୁଆନ୍ତୁ। ବୃଷ ଆଜି ଯାତ୍ରା ଓ କାର୍ଯ୍ୟରେ ସଫଳତା ମିଳିବ। କୋର୍ଟ କିମ୍ବା ପ୍ରଶାସନିକ କାମରେ ଆଶାଜନକ ଫଳ ମିଳିପାରେ। ତେବେ ଅବହେଳା କାରଣରୁ କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ।ଶୁଭ...

ଭୋଟରଙ୍କ ପାଇଁ ଖୋଲିଲା ଇଲେକ୍ସନ୍‌ ହେଲ୍ପ ଡେସ୍କ

ଓଡ଼ିଶାରେ ଆସନ୍ତା ୩୦ ତାରିଖରୁ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ଏହି ବିଶେଷ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବାକୁ ଥିବାବେଳେ, ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଭୋଟରଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ ଖୋଲାଯିବ। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୬୦%କୁ ବଢ଼ିଲା ମହଙ୍ଗା ଭତ୍ତା

ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ବୃଦ୍ଧିଶୀଳ ମୁଦ୍ରାସ୍ଫୀତି ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)ରେ ୨ ପ୍ରତିଶତ ବୃଦ୍ଧିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି। ଏହି ନୂଆ ନିଷ୍ପତ୍ତି ପରେ ରାଜ୍ୟ କର୍ମଚାରୀଙ୍କ DA ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତକୁ ପହଞ୍ଚିଛି। ଏନେଇ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଦୀପକ କୁମାର...

ଜୁଲାଇ ୧ରୁ ‘ମନରେଗା’ ବନ୍ଦ ହେବା ସୂଚନା, ପରିବର୍ତ୍ତେ ଲାଗୁ ହେବ ‘ଜି ରାମ ଜି’ ଯୋଜନା

କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଏକ ରେକର୍ଡ ୯୫,୬୯୨.୩୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି, ଯାହା ଏପର୍ଯ୍ୟନ୍ତର ସର୍ବାଧିକ ବଜେଟ ବୋଲି କୁହାଯାଉଛି। ରାଜ୍ୟଗୁଡ଼ିକର ଅତିରିକ୍ତ ଅଂଶଦାନକୁ ମିଶାଇ ଏହି ଯୋଜନାର ମୋଟ ଖର୍ଚ୍ଚ ୧.୫୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଏହି ବଡ଼ ଆବଣ୍ଟନ ମାଧ୍ୟମରେ ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ବଢ଼ାଇବା, ଦକ୍ଷତା ବିକାଶକୁ ସୁଦୃଢ଼ କରିବା...

ବେଙ୍ଗାଲୁରୁରେ ଏୟାର ଇଣ୍ଡିଆ ବିମାନ ରନୱେ ଧକ୍କା, ବଡ଼ ଦୁର୍ଘଟଣା ଟଳିଲା

ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ ସମୟରେ ଏୟାର ଇଣ୍ଡିଆ AI-2651 ବିମାନର ପଛ ଭାଗ (tail section) ହଠାତ୍ ରନୱେ ସହିତ ଘସିଯାଇଥିଲା କିମ୍ବା ହାଲୁକା ଧକ୍କା ଲାଗିଥିଲା। ଏହି ଘଟଣା ଅବତରଣ ପ୍ରକ୍ରିୟାରେ ଘଟିଥିଲା। ଯଦିଓ ଏହା ଏକ ଅପ୍ରତ୍ୟାଶିତ ଘଟଣା ଥିଲା, ପାଇଲଟ୍ ସମୟୋପଯୋଗୀ ଭାବେ ବିମାନକୁ ନିୟନ୍ତ୍ରଣ କରିଥିଲେ। ଫଳରେ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିପାରିଲା ଏବଂ କୌଣସି ବଡ଼ ଦୁର୍ଘଟଣା ଘଟିଲା ନାହିଁ। ଏହି ବିମାନରେ ମୋଟ ୧୭୯ ଜଣ ଯାତ୍ରୀ...

ପଶ୍ଚିମବଙ୍ଗରେ ନୂଆ ନିୟମ; ସ୍କୁଲ ପରେ ଏବେ ମଦ୍ରାସାରେ ମଧ୍ୟ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ

ପଶ୍ଚିମବଙ୍ଗରେ ଶିକ୍ଷାନୀତି ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ସରକାର ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସ୍କୁଲଗୁଡ଼ିକ ପାଇଁ ଏଭଳି ନିର୍ଦ୍ଦେଶ ପରେ ଏବେ ମଦ୍ରାସାଗୁଡ଼ିକୁ ମଧ୍ୟ ଏହି ନୀତିରେ ସାମିଲ କରାଯାଇଛି। ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ଏହାର ନିର୍ବାହ ଓ ନିରୀକ୍ଷଣ କରୁଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ସକାଳ ସଭାରେ ଜାତୀୟ...

ପେଟ୍ରୋଲ୍ ପମ୍ପରେ ବନ୍ଧୁକ ଦେଖାଇ ଦାଦାଗିରି; ତେଲ ଭରି ଫେରାର ଅଭିଯୋଗ

ଉତ୍ତର ପ୍ରଦେଶର ବାରାଣସୀରୁ ଏକ ଚମକାଇଦେବା ଘଟଣା ସାମ୍ନାକୁ ଆସିଛି। ପେଟ୍ରୋଲ ପମ୍ପରେ ଖୋଲାଆମ୍‌ ଗୁଣ୍ଡାଗିରି କରି ଦୁଇ ଯୁବକ ବନ୍ଧୁକ ଦେଖାଇ ମାଗଣାରେ ପେଟ୍ରୋଲ ଭରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଘଟଣାଟି ମେ’ ୧୬ ଓ ୧୭ ତାରିଖ ରାତିରେ ବାରାଣସୀର ସିନ୍ଧୋରା ଥାନା ଅନ୍ତର୍ଗତ ଗଡ଼ଖରଡା ଅଞ୍ଚଳର...

ଜଳୁଛି ଓଡ଼ିଶା; ଭାଙ୍ଗିଲା ତାତିର ରେକର୍ଡ, ଆଉ ୪ ଦିନ ହିଟ୍‌ୱେଭ୍‌ ଆଲର୍ଟ୍‌

 ସାରା ଓଡ଼ିଶା ଏବେ ତାତିରେ ସିଜୁଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅନେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ତାତି ସହ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରାତିରେ ମଧ୍ୟ ଗରମରୁ ମିଳୁନି ନିସ୍ତାର। ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ, ଯାଜପୁର, ନୟାଗଡ଼, ଅନୁଗୁଳ, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାକୁ ହିଟ୍‌ୱେଭ୍‌...

ସୁନା-ରୁପା ଦରରେ ବଡ଼ ପତନ; ରୁପା ହେଲା ୧.୯୨ ଲକ୍ଷ ଟଙ୍କା ଶସ୍ତା

ସୁନା ଓ ରୁପା ଦରରେ ହଠାତ୍‌ ବଡ଼ ପତନ ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ଲଗାତାର ବଢ଼ୁଥିବା ଦର ମଧ୍ୟରେ ଏବେ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ବିଶେଷ କରି ରୁପା ଦରରେ ରେକର୍ଡ ହ୍ରାସ ଘଟିଥିବା ବେଳେ ପାଞ୍ଚ ଦିନ ମଧ୍ୟରେ ପ୍ରତି କିଲୋଗ୍ରାମରେ ପ୍ରାୟ ୩୩ ହଜାର ଟଙ୍କା ଶସ୍ତା ହୋଇଛି। ସେହିପରି ସୁନା ଦରରେ ମଧ୍ୟ କମିବା ଧାରା ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ  ତଥ୍ୟ ଅନୁସାରେ, ରୁପା...

ରାଜଧାନୀ ଉପକଣ୍ଠରେ ସେକ୍ସ ରାକେଟ୍‌ ଧରାପଡ଼ିଲା; ୬ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ

ରାଜଧାନୀ ଉପକଣ୍ଠ ଜଟଣୀରୁ ଏକ ବଡ଼ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ପୁଲିସ। ରାମଚନ୍ଦ୍ରପୁର ବଜାର ଅଞ୍ଚଳର ଏକ ଭଡା ଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ବୁଧବାର ରାତିରେ ଅତର୍କିତ ଚଢ଼ାଉ କରି ୬ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏହାସହ ଏହି ରାକେଟ୍‌ର ମୁଖ୍ୟ ଚାଳକ ଭାବେ ଅଭିଯୁକ୍ତ ଜଣେ ବୃଦ୍ଧାଙ୍କ ସମେତ ୫ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଉକ୍ତ ବୃଦ୍ଧା...
1 35 36 37 38 39 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000784