ହସୁଥିବା ବେଳେ ହଠାତ୍ କେମିତି ଚାଲିଗଲେ ଟ୍ୱିଶା?
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଥିବା ଟ୍ୱିଶା ଶର୍ମା ଆତ୍ମହତ୍ୟା ଘଟଣା ପ୍ରତିଦିନ ନୂଆ ମୋଡ଼ ନେଉଛି। ଏହି ମଧ୍ୟରେ ଟ୍ୱିଶାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମାମଲାକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଭିଡିଓଟି ସାମ୍ନାକୁ ଆସିବା ପରେ ମୃତକଙ୍କ ଶ୍ୱଶୁର ଘର ପକ୍ଷର ଦାବିକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଭାଇରାଲ୍ ଭିଡିଓରେ ଟ୍ୱିଶା ନିଜ ଘରେ ଖୁସିରେ ସମୟ କାଟୁଥିବା ଦେଖାଯାଇଛନ୍ତି। ସେ ଭଜନର ସୁରରେ ନାଚୁଥିବା ବେଳେ...

Total Users : 1000782