446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା; ଦେବାଶିଷଙ୍କ ନାଁ ଚର୍ଚ୍ଚାରେ, କିଏ ଯିବେ ରାଜ୍ୟସଭା?

ଓଡ଼ିଶାର ଗୋଟିଏ ଖାଲି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୮ ତାରିଖରେ ଉପନିର୍ବାଚନ ହେବ। ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଥିଲା। ଏବେ ନିର୍ବାଚନ କମିଶନ ଏହି ଆସନ ପୂରଣ ପାଇଁ ସମ୍ପୂର୍ଣ୍ଣ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରେ ଉପନିର୍ବାଚନ ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୮ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ, ଜୁନ୍...

mAadhaar ଆପ୍‌ ବନ୍ଦ ହେବାକୁ ନେଇ ଚର୍ଚ୍ଚା, ୟୁଜରଙ୍କ ମଧ୍ୟରେ ବଢ଼ିଲା ଚିନ୍ତା ।

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ପକ୍ଷରୁ mAadhaar ଆପ୍‌କୁ ନେଇ ବଡ଼ ପରିବର୍ତ୍ତନର ସୂଚନା ମିଳିଛି। ସୂଚନା ଅନୁସାରେ, mAadhaar ଆପ୍‌ର ପୁରୁଣା ଭର୍ସନ ଶୀଘ୍ର ବନ୍ଦ ହୋଇପାରେ ଏବଂ ଏହାର ସ୍ଥାନରେ ଅଧିକ ସୁରକ୍ଷିତ, ଆଧୁନିକ ଓ ୟୁଜର୍-ଫ୍ରେଣ୍ଡଲି ନୂଆ ଆପ୍ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। UIDAI ଡିଜିଟାଲ୍ ସେବାକୁ ଆହୁରି ସହଜ ଏବଂ ସୁରକ୍ଷିତ କରିବା ଲକ୍ଷ୍ୟରେ ଏହି ନୂଆ ଅପଡେଟ୍‌ ଆଣୁଥିବା କୁହାଯାଉଛି। ନୂଆ ଆପ୍ ମାଧ୍ୟମରେ ୟୁଜରମାନେ ଘରେ...

Horoscope : କାହା ଉପରେ ହେବ ଧନବର୍ଷା, କିଏ ରହିବେ ସତର୍କ ? ଜାଣନ୍ତୁ ଆଜିର ରାଶିଫଳ ।

ମେଷ ଆଜି ସ୍ୱାସ୍ଥ୍ୟ ପୂର୍ବପେକ୍ଷା ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆରମ୍ଭ କରିଥିବା କାମରେ ସଫଳତା ମିଳିବ। ପାରିବାରିକ କଥାବାର୍ତ୍ତାରେ ଭୁଲ ବୁଝାମଣା ଦୂର କରିବାକୁ ଚେଷ୍ଟା କରନ୍ତୁ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହୋଇପାରେ।ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯ପ୍ରତିକାର: ଘରୁ ବାହାରିବା ପୂର୍ବରୁ ମିଠା ଖାନ୍ତୁ। ବୃଷ ଆଜି ସମସ୍ତ କାମରେ ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ। ଯାତ୍ରା ସମୟରେ ଅସୁବିଧା ଆସିପାରେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ପରିବାରର ସମର୍ଥନ...

କୁନି ଝିଅର ମୃତ୍ୟୁ ଖବରରେ ପୋଲିସର ହସମୁଖ ଆଚରଣ, ଉଠିଲା ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ।

ତାମିଲନାଡ଼ୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା କୁନି ଝିଅଙ୍କ ସହ ଘଟିଥିବା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଅବାକ୍ କରିଦେଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ଲୋକମାନଙ୍କ ମନରେ ତୀବ୍ର କ୍ଷୋଭ ଦେଖାଦେଇଥିବା ବେଳେ, ଏବେ ପୋଲିସ ଅଧିକାରୀଙ୍କ ବ୍ୟବହାରକୁ କେନ୍ଦ୍ର କରି ନୂଆ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ କିଛି ପୋଲିସ ଅଧିକାରୀ ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ଦେବାବେଳେ ହସୁଥିବା ଦେଖିବାକୁ...

ମ୍ୟାଚ୍‌ ବିନା ସିଧା ଫାଇନାଲକୁ ଯାଇପାରେ RCB, ଜାଣନ୍ତୁ ପ୍ଲେଅଫ୍‌ର ବିଶେଷ ନିୟମ ।

ଆଇପିଏଲ୍‌ ୨୦୨୬ର ପ୍ରଥମ କ୍ୱାଲିଫାୟର୍‌ ମ୍ୟାଚ୍‌ରେ ମଙ୍ଗଳବାର ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ଗୁଜରାଟ ଟାଇଟନ୍ସ (GT)। ଧର୍ମଶାଳାର HPCA ଷ୍ଟାଡିୟମରେ ହେବାକୁ ଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଇଛି। ଏହି ମ୍ୟାଚ୍‌ର ବିଜେତା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ, ଯେଉଁଠାରେ ପରାଜିତ ଦଳକୁ ଆଉ ଏକ ସୁଯୋଗ ମିଳିବ କ୍ୱାଲିଫାୟର୍‌-୨ ମାଧ୍ୟମରେ ଫାଇନାଲକୁ ଯିବା ପାଇଁ। ତେବେ ମ୍ୟାଚ୍‌ ପୂର୍ବରୁ ଆଇପିଏଲ୍‌ର...

କନ୍ଧମାଳରେ ନୂତନ ତହସିଲଦାର ଭାବେ ସମୁଦ୍ର ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ତହସିଲ କାର୍ଯ୍ୟାଳୟରେ ଆଜି ନୂତନ ତହସିଲଦାର ଭାବେ ସମୁଦ୍ର ମିଶ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ ନିର୍ବାହ କରୁଥିଲେ। ପୂର୍ବତନ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଅନୁଗୁଳ ଜିଲ୍ଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ମିଳିଛି। ଆଜି ଅତିରିକ୍ତ ତହସିଲଦାର ଦେବାଶିଷ ଜେନାଙ୍କଠାରୁ ସେ ଔପଚାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।...

ଓଡ଼ିଶାରେ ତାତିର ତାଣ୍ଡବ; ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ, ବରଗଡ଼ରେ କାଳବୈଶାଖୀର କହର

ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଦେବାଂଶୁ ପାଣ୍ଡା ୧.୦୯ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇ ତୃଣମୂଳ କଂଗ୍ରେସ (ଟିଏମସି)କୁ ଭାରି ଝଟକା ଦେଇଛନ୍ତି । କେବଳ ପରାଜୟ ନୁହେଁ, ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ଜମାନତ ମଧ୍ୟ ଜବତ ହୋଇଯାଇଛି । ରାଜନୈତିକ ମହଳରେ ଏହି ପରାଜୟକୁ ଭବାନୀପୁରରେ ମମତା ବାନାର୍ଜୀଙ୍କ ପରାଜୟଠାରୁ ମଧ୍ୟ ଅଧିକ ଗୁରୁତର...

ବରଗଡ଼ରେ କାଳବୈଶାଖୀର ତାଣ୍ଡବ; ଭୟଙ୍କର ପବନରେ ଭାଙ୍ଗିପଡିଲା ବିରାଟ୍ ଗେଟ୍, ୨ ରିକ୍ସାଚାଳକ ଆହତ

ଓଡ଼ିଶାରେ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ରହିବା ସହ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ପରିସ୍ଥିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨୬ଟି ଜିଲ୍ଲାରେ ହିଟ୍‌ୱେଭ୍‌ ଓ ଅତ୍ୟଧିକ ଗରମ...

ଜିତୁ ମୁଣ୍ଡାଙ୍କ ଘରେ ସଞ୍ଜୟ ସିଂହ, ପାଣି ସମସ୍ୟା ସମାଧାନର ଦେଲେ ଭରସା

କେନ୍ଦୁଝର ଜିଲ୍ଲାର ଡିଆନାଳି ଗ୍ରାମରେ ଟଙ୍କା ଅଭାବରୁ ପୋତା ଶବର କଙ୍କାଳ ଖୋଳି ବ୍ୟାଙ୍କକୁ ନେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ । ସେ ଜିତୁ ମୁଣ୍ଡା ଓ ତାଙ୍କ ପରିବାର ସହ ଭେଟି ସମଗ୍ର ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ଏହାସହ ଜିତୁ ମୁଣ୍ଡାଙ୍କ ଗାଁରେ ଦୀର୍ଘଦିନ ଧରି ଲାଗିରହିଥିବା...

ପଶ୍ଚିମ ଓଡ଼ିଶାରେ ଜାରି ରହିବ ପ୍ରଚଣ୍ଡ ତାତି, ୩ ଦିନର ରେଡ୍‌ ଆଲର୍ଟ

ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଉଷ୍ମ ରାତ୍ରି ଲୋକଙ୍କୁ କଲବଲ କରୁଥିବା ବେଳେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦିନ ସହିତ ତାତିର ପ୍ରକୋପ ବଢ଼ୁଥିବା ବେଳେ ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳୁନାହିଁ। ସୋମବାର ସକାଳ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍‌ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ...
1 29 30 31 32 33 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787