ବ୍ଲୁ ଅରିଜିନ୍ ରକେଟ୍ ପରୀକ୍ଷଣ ବେଳେ ଭୟଙ୍କର ବିସ୍ଫୋରଣ, ମହା ଦୁର୍ଘଟନା ରିପୋର୍ଟ
ଆମେରିକାର ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରେ ଅମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ କମ୍ପାନୀର ‘ନ୍ୟୁ ଗ୍ଲେନ୍’ ରକେଟ୍ ପରୀକ୍ଷଣ ସମୟରେ ଲଞ୍ଚ୍ ପ୍ୟାଡ୍ରେ ବିସ୍ଫୋରଣ ଘଟିଛି। ଇଞ୍ଜିନ୍ ଫାୟରିଂ ଟେଷ୍ଟ ସମୟରେ ଏହି ଘଟଣା ଘଟିଥିବାବେଳେ ଆକାଶ ଅଳ୍ପ ସମୟ ପାଇଁ ଲାଲ୍-କମଳା ଆଲୋକରେ ଭରିଯାଇଥିଲା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଘରଗୁଡ଼ିକ ମଧ୍ୟ କମ୍ପିଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ବ୍ଲୁ ଅରିଜିନ...

Total Users : 1000787