IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ଡିଜିଟାଲ୍ ପ୍ରମାଣ ଉପରେ ଫୋକସ୍
କଟକ: ଚାଉଳିଆଗଞ୍ଜ ଥାନାର IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ମୃତ୍ୟୁ ପଛର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ତାଙ୍କର କଲ୍ ଡିଟେଲ୍ ରେକର୍ଡ (CDR), ହ୍ୱାଟସ୍ଆପ୍ ଚାଟ୍, ସୋସିଆଲ୍ ମିଡିଆ କାର୍ଯ୍ୟକଳାପ ଓ ମୋବାଇଲ୍ ଡାଟାକୁ ଗୁରୁତ୍ୱର ସହ ଯାଞ୍ଚ କରୁଛି। ଏହି ଡିଜିଟାଲ୍ ପ୍ରମାଣରୁ ମାମଲାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ ଆଶା କରୁଛନ୍ତି। ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପୂର୍ବରୁ...

Total Users : 1000780