ଶିକାରୀଙ୍କ ଫାଶରେ ପଡ଼ି ଛଟପଟ ହୋଇ ମଲା କଲରାପତରିଆ ବାଘ
ନୀଳଗିରି (ବାଲେଶ୍ଵର): ଘଞ୍ଚ ଜଙ୍ଗଲ ଭିତରେ ଭୂଇଁରେ ଲୋଟି ପଡ଼ିଛି ବାଘ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଶିକାରୀ ବାର୍ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ଆଖି ବୁଜିଛି କଲରାପତରିଆ ବାଘ । ସ୍ଵର୍ଣ୍ଣଚୂଡ଼ ପର୍ବତ ପାଦଦେଶରେ ଥିବା କାଠଗଛି ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୀଳଗିରି ଅଞ୍ଚଳରେ ପ୍ରଥମଥର ପାଇଁ ଆଖି ବୁଜିଛି କଲରାପତରିଆ ବାଘ । ବନ...

Total Users : 1000779