ହାଣ୍ଟା ଭାଇରସ୍କୁ ନେଇ ବଢ଼ିଲା ଚିନ୍ତା
ହାଣ୍ଟା ଭାଇରସ୍କୁ ନେଇ ବଢ଼ିଲା ଚିନ୍ତା, ସତର୍କ କଲା WHO ବିଶ୍ୱରେ ପୁଣି ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହାଣ୍ଟା ଭାଇରସ୍କୁ ନେଇ ବିଜ୍ଞାନୀ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକାଶ କରିଛନ୍ତି। ଏହି ଭାଇରସ୍ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ତଥ୍ୟ ସ୍ପଷ୍ଟ ନଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ ସତର୍କ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, MV Hondius ନାମକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ସଂକ୍ରମଣ ଚିହ୍ନଟ ହେବା...

Total Users : 1000780