ଜିଲ୍ଲା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବଡ଼ଚଣାରେ ରହସ୍ୟମୟ ମୃତ୍ୟୁ, ପୋଖରୀରୁ ଉଦ୍ଧାର ଶବ

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ତୁରନ୍ତ ବଡ଼ଚଣା ଥାନାକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ବଡ଼ଚଣା ପୁଲିସ, ଚଣ୍ଡିଖୋଲ ଆଇଆଇସି ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀ...

କେଭି ସିଂହଦେଓଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କୁ ଉଠାଇନେଲା ପୁଲିସ

ବରଗଡ଼: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବରଗଡ଼ ଗସ୍ତକୁ ନେଇ ରବିବାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଧାନ କ୍ରୟରେ ଅବ୍ୟବସ୍ଥା ଏବଂ ବିଭିନ୍ନ କୃଷକ ସମସ୍ୟାର ପ୍ରତିବାଦରେ କିଛି ଚାଷୀ ଉପମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତୁତି କରୁଥିବାବେଳେ ପୁଲିସ ପୂର୍ବରୁ କେତେକ ଚାଷୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି। ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବରଗଡ଼ ଗାନ୍ଧୀ ଛକରେ ଏକାଠି ହୋଇଥିବା ଚାଷୀମାନେ ‘ଗୋ-ବ୍ୟାକ୍’ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ...

ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ ଏକ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମକୁ ନେଇ ଆସିଛି ବଡ଼ ଅପଡେଟ୍। ଉପରମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇବା ସହ ଡ୍ୟାମକୁ ଆସୁଥିବା ଜଳପ୍ରବାହ (ଇନ୍‌ଫ୍ଲୋ) କମିବାରୁ କର୍ତ୍ତୃପକ୍ଷ ଡ୍ୟାମର ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି। ଫଳରେ ବର୍ତ୍ତମାନ ମାତ୍ର **୨ଟି ଗେଟ୍** ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଡ୍ୟାମକୁ ଆସୁଥିବା ଜଳର ପରିମାଣ କ୍ରମଶଃ କମୁଥିବାରୁ ଜଳସ୍ତର ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ସୂଚନା ମିଳିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମର ସ୍ଥିତି ଉପରେ...

ସୁସ୍ଥ ହେଲେ ଶ୍ରୀଜିଉ, ମଙ୍ଗଳବାର ନବଯୌବନ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ନୀତିର ଶେଷ ପର୍ଯ୍ୟାୟରେ ଭକ୍ତଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଖଳିଲାଗି ଏକାଦଶୀର ପବିତ୍ର ତିଥିରେ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବିଶ୍ୱାସ କରାଯାଉଛି। ଏହି ଅବସରରେ ଶ୍ରୀଅଙ୍ଗରେ ଚନ୍ଦନ, କର୍ପୂର, କେଶର ଓ କସ୍ତୁରୀ ଲେପନ କରାଯାଇଥିବା ବେଳେ ବାରଲାଗି ଖଣ୍ଡୁଆପାଟ ପରିଧାନ କରାଯାଇଛି। ଜ୍ୱର ସମୟରେ...

ସାର ବଣ୍ଟନରେ ପକ୍ଷପାତ ଅଭିଯୋଗ, କୋଷାଗୁମୁଡା ଲ୍ୟାମ୍ପରେ ପହଞ୍ଚିଲେ ବିଧାୟକ

ଆଜି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଲ୍ୟାମ୍ପ ଠାରେ ଏହାର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲ୍ୟାମ୍ପ ତରଫରୁ ଚାଷୀ ମାନଙ୍କ ମଧ୍ୟରେ ପାତର ଅନ୍ତର କରି ସାର ର ଅଭାବି ସମସ୍ୟା ସରକାର ଙ୍କ ଆଡରୁ ଉପୁଜିଲା ଭଳିଆ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏହାର ଅଭିଯୋଗ ପାଇଲା ପରେ ନବରଙ୍ଗପୁର ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ Gourisankar Majhi ମହୋଦୟ ଏହାର ସଜ୍ଞାନ ନେଇ ଚାଷୀ ମାନଙ୍କ ପାଇଁ ଲ୍ୟାମ୍ପ ରେ ଉପସ୍ଥିତ ରହି ଚାଷୀ...

୧୦ରୁ ଅଧିକ ଯୁବକଙ୍କ ଆକ୍ରମଣରେ ଗୁରୁତର ଯୁବକ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବଜାରରେ ଦିନ ଦ୍ୱିପହରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଏକ ମୋବାଇଲ ଦୋକାନରୁ ଜଣେ ଯୁବକଙ୍କୁ ଘୋଷାଡ଼ି ଆଣି ବିଚ ରାସ୍ତାରେ ୧୦ରୁ ଅଧିକ ଯୁବକ ସଙ୍ଘବଦ୍ଧ ଭାବେ ମାରାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ...

କଳାହାଣ୍ଡିରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ: ସଫଳ ଚାଷୀଙ୍କୁ ସମ୍ମାନ

କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ, ରିଲାଏନ୍ସ ଫାଉଣ୍ଡେନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିଵସ ୨୦୨୬ ପାଳିତ ହୋଇଯାଇଛି। ଶ୍ରୀମତି ପ୍ରଶାନ୍ତି ନାୟକ ସହକାରି ମତ୍ସ୍ୟ ଅଧିକାରୀ ଭବାନୀପାଟଣା ସମସ୍ତଙ୍କୁ ସ୍ୱାଗତ ଜଣେଇ କାର୍ଯ୍ୟକ୍ରମ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡକ୍ଟର ସଞ୍ଜିତ ସ୍ୱାଇଁ ବରିଷ୍ଠ ପ୍ରଶିକ୍ଷକ ସମ୍ପ୍ରସାରଣ ପ୍ରଶିକ୍ଷଣ...

କଲରା ପତିରିଆ ବାଘ ମୃତ୍ୟୁ ଘଟଣାରେ ୨ ଶିକାରୀ ଗିରଫ

ବାଘ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତ ଗିରଫ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗାଁ ନିକଟସ୍ଥ ଜଙ୍ଗଲରେ କଲରା ପତିରିଆ ବାଘ ମୃତ୍ୟୁ ଘଟଣାରେ ଖଲ୍ଲିକୋଟ ବନ ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ଘଟଣାର ତଦନ୍ତ କରି ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିବାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବନ୍ୟ ବାରାହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ...

ବିକାଶ କାର୍ଯ୍ୟରେ ମନ୍ଥରତାକୁ ନେଇ ସାଂସଦଙ୍କ ଅସନ୍ତୋଷ

ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି (ଦିଶା) ବୈଠକରେ ବିକାଶ କାର୍ଯ୍ୟର ବାସ୍ତବ ଚିତ୍ରକୁ ନେଇ ତୀବ୍ର ଆଲୋଚନା ହୋଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଝରୀଗାଁ ବିଧାୟକ ନରସିଂହ ଭତରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ...

ଭକ୍ତିମୟ ପରିବେଶରେ ପାଳିତ ହେଲା ମାଆ ଚଣ୍ଡିକାଙ୍କ ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତ ଅଧିନସ୍ଥ ପାଟପୁର ଗ୍ରାମରେ ବିଜେ ମା ଚଣ୍ଡିକା ଦେବୀଙ୍କ ମନ୍ଦିର ର ବାର୍ଷିକ ଉତ୍ସବ ଶିଆଣ୍ଡି ପଞ୍ଚୁପଡ଼ା ର ବରିଷ୍ଠ ନାଗରିକ ଙ୍କ ସହଯୋଗରେ ତା – ୦୬/୦୭/୨୦୨୬ ରିଖ ଠାରୁ ତା – ୧୦/୦୭/୨୦୨୬ ରିଖ ପଯ୍ୟନ୍ତ ୨୪ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଉକ୍ତ ଦିନ ପ୍ରାତଃ ସମୟରେ ଗ୍ରାମ୍ୟ ପୁଷ୍କରିଣୀ...
1 3 4 5 6 7 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780