ଜୟପାଟଣା ପ୍ରଧାନୀପଡ଼ାରେ ବିକାଶ ଅଧରା, ଅସନ୍ତୋଷରେ ସ୍ଥାନୀୟ ବାସିନ୍ଦା
ଜୟପାଟଣା ପ୍ରଧାନୀପଡ଼ାରେ ମୌଳିକ ସୁବିଧାର ବଞ୍ଚିତ । ସହରାଞ୍ଚଳ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଵିଜ୍ଞାପିତ ଅଂଚଳ ପରିଷଦ ଅଧୀନ ପ୍ରଧାନୀପଡ଼ାରେ ମୌଳିକ ସୁବିଧାର ବଞ୍ଚିତ ପଡ଼ାବାସୀ। ରାସ୍ତା, ଡ୍ରେନ୍ ଓ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ନିକଟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଥିବା ପ୍ରଧାନୀପଡ଼ାରେ ଆଜି...

Total Users : 1000780