446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସତର୍କ କଲା ପାଣିପାଗ ବିଭାଗ, କାଳବୈଶାଖୀ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରି ଧୀରେ ଧୀରେ ଆଗକୁ ବଢ଼ୁଥିବାବେଳେ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଓ ଗୁଳୁଗୁଳି ଜାରି ରହିଛି। ଦିନରେ ଅସହ୍ୟ ତାତି ଏବଂ ସନ୍ଧ୍ୟାବେଳେ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେଉଛି। ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ ଗରମ ଓ ଆଦ୍ରତାଜନିତ ଅସ୍ୱସ୍ଥକର ପରିସ୍ଥିତି ଜାରି ରହିବ। ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିବାବେଳେ ଅଧିକ ଆଦ୍ରତା...

ହାତୀ ଆତଙ୍କ: ବନ ବିଭାଗ ବିରୋଧରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଅନୁଗୁଳ ଜିଲ୍ଲାର କୁସୁମଘାଟି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ନରହନ୍ତା ଦନ୍ତାହାତୀକୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳକୁ ସ୍ଥାନାନ୍ତର କରିବା ଯୋଜନାକୁ ନେଇ ଗୁରୁବାର ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ର କରି ବନବିଭାଗ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ବୁଧବାର ରାତିରେ କୁସୁମଘାଟି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦନ୍ତାହାତୀକୁ ବନବିଭାଗ ଟ୍ରାଙ୍କୁଲାଇଜ୍ (ଅଚେତ) କରିବାରେ ସଫଳ ହୋଇଥିଲା। ପରେ ହାତୀଟିକୁ ଏକ...

ସେଣ୍ଟ ଜାଭିୟର ସ୍କୁଲକୁ ନେଇ ବିବାଦ, ମ୍ୟାନେଜମେଣ୍ଟ ବିରୋଧରେ ଅଭିଯୋଗ

ଆଠଗଡ଼ର ପ୍ରସିଦ୍ଧ ସେଣ୍ଟ ଜାଭିୟର ହାଇ ସ୍କୁଲକୁ ନେଇ ପରିଚାଳନାଗତ ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାୟ ୧୨ ବର୍ଷ ଧରି କାର୍ଯ୍ୟରତ ଏହି ଶିକ୍ଷାନୁଷ୍ଠାନରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ଗତ କିଛି ସମୟ ଧରି ସ୍କୁଲ ପରିଚାଳନାକୁ ନେଇ ବିବାଦ ଦେଖାଦେଇଛି। ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ଜି.ଏସ୍. ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, କେତେକ ବ୍ୟକ୍ତି ସ୍କୁଲର ପରିଚାଳନା ଉପରେ ଅବୈଧ ଭାବେ ନିୟନ୍ତ୍ରଣ ନେବାକୁ ଉଦ୍ୟମ କରୁଛନ୍ତି।...

ହାଜତମୃତ୍ୟୁ ମାମଲାରେ HRPCର ତଦନ୍ତ, ମଗାଗଲା ଥାନା ସିସିଟିଭି ଫୁଟେଜ

କବିସୂର୍ଯ୍ୟନଗର ହାଜତମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ରାଜ୍ୟ ମାନବାଧିକାର ସୁରକ୍ଷା କମିଶନ (HRPC)ର ଏକ ୪ ଜଣିଆ ଟିମ୍ ଗଞ୍ଜାମ ଏସପି କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି। ତଦନ୍ତର ଅଂଶ ଭାବେ କମିଶନ ପକ୍ଷରୁ କବିସୂର୍ଯ୍ୟନଗର ଥାନାର ମେ ୨୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତର ସମସ୍ତ ସିସିଟିଭି ଫୁଟେଜ ତଲବ କରାଯାଇଛି। ଏହି ସମୟ ମଧ୍ୟରେ ଥାନା ପରିସରରେ କ’ଣ ଘଟିଥିଲା, ସେଥିପାଇଁ ସିସିଟିଭି ରେକର୍ଡ ଯାଞ୍ଚ...

ସୁପ୍ରିମକୋର୍ଟଙ୍କ ନୂଆ ନିଷ୍ପତ୍ତି: AI ସହାୟତାରେ ଚାଲିବ କୋର୍ଟ କାର୍ଯ୍ୟ

ନୂଆଦିଲ୍ଲୀ: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କମିଟି ‘Artificial Intelligence Use in Courts – 2026’ ନାମକ ଏକ ଖସଡ଼ା ନୀତିପତ୍ର ଜାରି କରିଛି। ଏହି ଖସଡ଼ା ଉପରେ ଆସନ୍ତା ଜୁନ 20 ସୁଦ୍ଧା ଆଇନଜୀବୀ, ନ୍ୟାୟିକ ଅଧିକାରୀ, ଆଇନ ବିଶେଷଜ୍ଞ ଏବଂ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯାଇଛି। ଖସଡ଼ା ଅନୁଯାୟୀ, ନ୍ୟାୟିକ ପ୍ରକ୍ରିୟାରେ AIକୁ ସହାୟକ ଉପକରଣ ଭାବେ...

ମହିଳା ଉଦ୍ୟୋଗୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର

ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଉଦ୍ୟୋଗ ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ, ରିଲାଏନ୍ସ ଫାଉଣ୍ଡେସନ ଓ ଗେଟ୍ସ ଫାଉଣ୍ଡେସନର ମିଳିତ ପ୍ରୟାସ ‘ସ୍ୱୟଂଶ୍ରୀ’ କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ‘ସ୍ୱୟଂଶ୍ରୀ କନକ୍ଲେଭ’ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ଏହି କନକ୍ଲେଭରେ ନୀତି ନିର୍ମାତା, ଶିଳ୍ପ କ୍ଷେତ୍ରର ପ୍ରତିନିଧି, ବିକାଶ ସଂଗଠନ, ଦାତବ୍ୟ ସଂସ୍ଥା ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ମହିଳା ନେତୃତ୍ୱାଧୀନ ଆଜୀବିକା ମଡେଲକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ।...

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ?

ମେଷ ପରିବାର ସହ ଆନନ୍ଦମୟ ସମୟ ବିତାଇବେ। ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ସଙ୍ଗୀତ ଓ କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବେ। ସମାଜସେବା ପ୍ରତି ଆଗ୍ରହ ବଢ଼ିବ।ଶୁଭ ରଙ୍ଗ: ଲାଲଶୁଭ ସଂଖ୍ୟା: ୯ପ୍ରତିକାର: ସୂର୍ଯ୍ୟଦେବଙ୍କୁ ଲାଲ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ବୃଷ ବ୍ୟବସାୟରେ ପ୍ରତିଯୋଗିତା ବଢ଼ିପାରେ। ଆୟ ଅନୁଯାୟୀ ଖର୍ଚ୍ଚ କରିବା ଉଚିତ। ପୈତୃକ ସମ୍ପତ୍ତିକୁ ନେଇ ଆଲୋଚନା କିମ୍ବା ମତଭେଦ ହୋଇପାରେ।...

ବରଗଡ଼ରେ ଡିଜିଟାଲ୍ ଯୁଦ୍ଧର ଆରମ୍ଭ, AI କଣ୍ଟେଣ୍ଟକୁ ନେଇ ଚର୍ଚ୍ଚା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରଗଡ଼ର ରାଜନୈତିକ ପରିବେଶ ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ପାରମ୍ପରିକ ସଭା, ସମାବେଶ ଓ ପୋଷ୍ଟର ଯୁଦ୍ଧକୁ ପଛରେ ପକାଇ ଏବେ ରାଜନୈତିକ ଲଢ଼େଇର ନୂଆ ମଞ୍ଚ ପାଲଟିଛି ସୋସିଆଲ ମିଡିଆ। ଆଉ ଏହି ଡିଜିଟାଲ ଯୁଦ୍ଧର ମୁଖ୍ୟ ଅସ୍ତ୍ର ସାଜିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଗତ କିଛି ସପ୍ତାହ ଧରି ବରଗଡ଼ରେ ବିଜେଡି ଓ ବିଜେପି ମଧ୍ୟରେ ସୋସିଆଲ ମିଡିଆରେ ଆରୋପ-ପ୍ରତ୍ୟାରୋପର ଲଢ଼େଇ ତୀବ୍ର ହୋଇଛି। ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ,...

ସୁନ୍ଦରଗଡ଼ରେ ବାଲି ମାଫିଆଙ୍କ ଦବଙ୍ଗଗିରି, ଜବତ ୬ଟି ଗାଡ଼ି ଛଡ଼ାଇ ନେଲେ

ସୁନ୍ଦରଗଡ଼ରେ ପୁଣି ଥରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ଚୋରା ବାଲି ଚାଲାଣ ରୋକିବାକୁ ଯାଇଥିବା ପୁଲିସ ଓ ଖଣି ବିଭାଗ (ମାଇନିଂ) ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଅମଲିପାଲି ନିକଟସ୍ଥ ଇବ ନଦୀ ବାଲିଘାଟରେ ଘଟିଛି। ସୂଚନା ଅନୁଯାୟୀ, ଇବ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ପୁଲିସ ଓ ଖଣି ବିଭାଗ ପାଖରେ ଖବର ପହଞ୍ଚିଥିଲା।...

ଉପକୂଳ ଓଡ଼ିଶାର ଚିତ୍ର ବଦଳାଇବ କୋଷ୍ଟାଲ ହାଇୱେ, କ୍ୟାବିନେଟ୍‌ ଦେଲା ମଞ୍ଜୁରୀ

ଓଡ଼ିଶା ବିକାଶକୁ ନୂଆ ଗତି: ୮,୩୦୦ କୋଟିର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ଓଡ଼ିଶାର ପାଇଁ ଆସିଛି ଏକ ବଡ଼ ବିକାଶମୂଳକ ଖବର। ରାଜ୍ୟର ଅର୍ଥନୀତି, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ଦେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହି...
1 21 22 23 24 25 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787