ଆସୁଛି ମୌସୁମୀ ବର୍ଷା, ଆଗାମୀ ୨୪ ଘଣ୍ଟାରେ କେରଳରେ ପ୍ରବେଶ
ତାତିରୁ ମିଳିବ ଆଶ୍ୱସ୍ତି: ଆଗାମୀ ୨୪ ଘଣ୍ଟାରେ କେରଳ ଛୁଇଁପାରେ ମୌସୁମୀ ଦେଶବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଦୀର୍ଘଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ତାତିରେ କଲବଲ ହେଉଥିବା ଜନଜୀବନକୁ ଖୁବ୍ଶୀଘ୍ର ଆଶ୍ୱସ୍ତି ମିଳିପାରେ। ଭାରତୀୟ ପାଣିପାଗ ବିଭାଗ (IMD)ର ସଦ୍ୟତମ ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ମୌସୁମୀର ଆଗମନ ପରେ କେରଳ ସମେତ ଦକ୍ଷିଣ ଭାରତର ବିଭିନ୍ନ...

Total Users : 1000787