446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଶୌଚ ସମୟରେ ଅଘଟଣ, ବାଘ ଆକ୍ରମଣରେ ଚାଲିଗଲା ଜୀବନ

ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଅଘଟଣ; ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ବନ ବିଭାଗ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବନାଞ୍ଚଳରେ ପୁଣି ଏକ ବାଘ ଆକ୍ରମଣ ଘଟଣା ଚର୍ଚ୍ଚାରେ ରହିଛି। ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ବସନ୍ତପୁର ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସାଧୁ ନାଏକ। ସୂଚନା ଅନୁଯାୟୀ, ସାଧୁ ନାଏକ ଆଜି ଭୋର ସମୟରେ ଘର ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଶୌଚ ପାଇଁ ଯାଇଥିଲେ।...

ଅକାଳରେ ଝରିଗଲା ଜୀବନ: ବଜ୍ରାଘାତରେ ଯୁକ୍ତଦୁଇ ଛାତ୍ର ମୃତ

ଗାଧୋଇ ଆସି ଘର ଆଗରେ ଠିଆ ହୋଇଥିବା ବେଳେ ଘଟିଲା ଅଘଟଣ; ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଜଣେ ଯୁକ୍ତଦୁଇ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ମୃତ ଛାତ୍ର ହେଲେ ଦେଉଳତରା ଗାଁର କୈଳାଶ ଚନ୍ଦ୍ର ସୁତାରଙ୍କ ୧୭ ବର୍ଷୀୟ ପୁଅ ଅଂଶୁମାନ ସୁତାର। ସୂଚନା ଅନୁଯାୟୀ,...

ବନ୍ୟହାତୀର ଉପଦ୍ରବ, ଦଳିଦେବାରୁ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ମୃତକ ହେଲେ ୪୮ ବର୍ଷୀୟ ତ୍ରିନାଥ ନାଏକ। ତାଙ୍କ ଘର ମେରାମଣ୍ଡଳୀ ବାଇପାସ୍ ନିକଟରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ତ୍ରିନାଥ ଆଜି ସକାଳେ ଘର ନିକଟସ୍ଥ ଅଞ୍ଚଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ବନ୍ୟ ହାତୀ ସମ୍ମୁଖୀନ ହୋଇଥିଲେ। ହଠାତ୍ ହାତୀଟି ତାଙ୍କ ଉପରେ ଆକ୍ରମଣ କରି ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା...

କଣାସରେ ଥମୁନି ଝାଡ଼ାବାନ୍ତି, ଦିନକୁ ଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଝାଡ଼ାବାନ୍ତି ଜନିତ ଅସୁସ୍ଥତାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଗତ ପ୍ରାୟ ୧୫ ଦିନ ଧରି କଣାସ ବ୍ଲକର ବିଭିନ୍ନ ଗାଁରେ ବାନ୍ତି ଓ ଝାଡ଼ା ଲକ୍ଷଣ ଦେଖାଯାଉଥିବା ବେଳେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ କେତେକ ଲୋକ ଅସୁସ୍ଥ ହୋଇ କଣାସ...

ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜାଗମରା ଆମ୍ବୁଲାନ୍ସ ବେସ୍‌ରେ ଆଜି ଭୋର ସମୟରେ ଏକ ଅଘଟଣ ଘଟିଛି। ରୋଗୀଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ି ଫେରିଥିବା ଏକ ଆମ୍ବୁଲାନ୍ସ ହଠାତ୍ ଅଗ୍ନିକାଣ୍ଡର ଶିକାର ହୋଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ଗାଡ଼ିଟିର ଆଗ ଭାଗରୁ ନିଆଁ ବାହାରି ସମଗ୍ର ଆମ୍ବୁଲାନ୍ସକୁ ବ୍ୟାପିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆମ୍ବୁଲାନ୍ସଟି ବେସ୍‌ରେ ରଖାଯିବାର କିଛି ସମୟ ପରେ ହଠାତ୍ ଧୂଆଁ ବାହାରିଥିଲା ଏବଂ ପରବର୍ତ୍ତୀ ସମୟରେ ନିଆଁ ଲାଗିଯାଇଥିଲା। ନିଆଁର ତୀବ୍ରତା ଏତେ ଅଧିକ ଥିଲା...

ଦୈନିକ ରାଶିଫଳ: ଆପଣଙ୍କ ଭାଗ୍ୟରେ ଅଛି କଣ? ଜାଣନ୍ତୁ ଆଜିର ଭବିଷ୍ୟବାଣୀ

ଆଜିର ରାଶିଫଳ: କାହାକୁ ମିଳିବ ଧନଲାଭ, କିଏ ରହିବେ ସତର୍କ? ମେଷ ମାନସିକ ଅସ୍ଥିରତା କାରଣରୁ କାର୍ଯ୍ୟରେ ଏକାଗ୍ରତା କମିପାରେ। ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବ। ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମାଧାନ ମିଳିବ। ଭ୍ରମଣରୁ ଆନନ୍ଦ ଲାଭ ହେବ। ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା: ୯ ପ୍ରତିକାର: ‘ଓଁ ହ୍ରୀଂ ଶ୍ରୀ ମଙ୍ଗଳାୟ ନମଃ’ ଜପ କରନ୍ତୁ। ବୃଷ ଛାତ୍ରଛାତ୍ରୀମାନେ କ୍ରୀଡ଼ା ଓ ସାଂସ୍କୃତିକ କ୍ଷେତ୍ରରେ ସଫଳତା ପାଇବେ। ନୂଆ ବ୍ୟବସାୟ ଆରମ୍ଭ ପାଇଁ...

ଜଳିଗଲା ମାଛ ମାର୍କେଟ, ଲିଙ୍କରୋଡ୍‌ରେ ଅଗ୍ନିକାଣ୍ଡର ତାଣ୍ଡବ

କଟକ ଲିଙ୍କରୋଡ୍ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ କଟକ ଲିଙ୍କରୋଡ୍ ସ୍ଥିତ ମାଛ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ଲାଗିଥିବା ଏହି ନିଆଁ ଦେଖିବାକୁ ଦେଖିବାକୁ ସମଗ୍ର ମାର୍କେଟରେ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ମାର୍କେଟର ଅନେକ ଦୋକାନ ନିମିଷକ ମଧ୍ୟରେ ଜଳି ଛାରଖାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ମାଛ, ନଗଦ ଅର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ...

ରାଶିଫଳ: ଆଜି ଏହି ରାଶି ଉପରେ ରହିବ ଭାଗ୍ୟର ସାଥ, ମିଳିବ ଖୁସିର ଖବର

♈ମେଷ ରାଶି ଜୀବନସାଥୀଙ୍କ ସହଯୋଗରେ ଉନ୍ନତିର ସୁଯୋଗ ମିଳିବ। ପରିବାରରେ ମତଭେଦ ଦେଖାଦେଇପାରେ, କିନ୍ତୁ ଧନଲାଭର ସମ୍ଭାବନା ରହିଛି। କଳା ଓ ସୃଜନଶୀଳ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ପ୍ରକାଶ ପାଇବ।ଶୁଭ ରଙ୍ଗ: ଲାଲଶୁଭ ସଂଖ୍ୟା: ୯ପ୍ରତିକାର: କୁକୁରକୁ ରୁଟି ଓ ମିଠା ଖାଇବାକୁ ଦିଅନ୍ତୁ। ♉ ବୃଷ ରାଶି କାର୍ଯ୍ୟକ୍ଷେତ୍ରରେ କିଛି ବାଧା ସୃଷ୍ଟି ହୋଇପାରେ। ଧୈର୍ଯ୍ୟ ଧରି କାମ କଲେ ଲାଭ ମିଳିବ। ଶତ୍ରୁଙ୍କ ଷଡ଼ଯନ୍ତ୍ରରୁ ସତର୍କ ରୁହନ୍ତୁ। ବିବାଦ ସୃଷ୍ଟି ହେଲେ ମଧ୍ୟ ପରେ...

ବାରଙ୍ଗ ଥାନା IIC ନିରଞ୍ଜନ ବେହେରା ବଦଳିଲେ: ପୋଲିସ ବିଭାଗରେ ନୂଆ ନିଯୁକ୍ତି

ବାରଙ୍ଗ ଥାନା IIC ନିରଞ୍ଜନ ବେହେରା କଟକ ଡିସିପି କାର୍ଯ୍ୟାଳୟକୁ ବଦଳି: ଥାର୍ଡ ଡିଗ୍ରୀ ଓ ଅତ୍ୟାଚାର ଅଭିଯୋଗ ପରେ ପଦକ୍ଷେପ କଟକ: ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରାଙ୍କୁ କଟକ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏହାସହ ପୁରୀଘାଟ ଥାନା IIC ବିଶ୍ୱରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ବେଆଇନ ଭାବେ ତିନି ଦିନ ଧରି ଅଟକ ରଖି ଥାର୍ଡ ଡିଗ୍ରୀ ଦେବା ଓ ମାଡ଼ମାରି ଗୁରୁତର...

ଜୁନ୍ ପରଠାରୁ ବଦଳିଥିବା ୫ଟି ମୁଖ୍ୟ ନିୟମ: କଣ କଣ ପରିବର୍ତ୍ତନ ହେଲା? ଜାଣନ୍ତୁ ପୂରା ବିବରଣୀ

ଜୁନ୍ ଠାରୁ ବଡ଼ ଆର୍ଥିକ ପରିବର୍ତ୍ତନ: ଆଡ଼ଭାନ୍ସ ଟ୍ୟାକ୍ସ, UPI, କ୍ରେଡିଟ୍ କାର୍ଡ ଓ ଷ୍ଟକ୍ ମାର୍କେଟ୍ ନିୟମରେ ନୂତନ ନିୟମ କାର୍ଯ୍ୟକାରୀ ନୂଆ ମାସ ସହିତ ଦେଶର ଆର୍ଥିକ ବ୍ୟବସ୍ଥାରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ଟଙ୍କା ଲେନଦେନ, ସଞ୍ଚୟ, କର ଓ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଇବ। ଚାକିରିଜୀବୀ, ଟ୍ୟାକ୍ସ ପେୟର, ଷ୍ଟକ୍ ମାର୍କେଟ୍ ନିବେଶକ ଏବଂ UPI ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ନିୟମ...
1 23 24 25 26 27 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000787