ଜୀବନଚର୍ଯ୍ୟା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ସାରା ବିଶ୍ୱ ଜାଣିବ ମୂଳପୀଠର ମହିମା ଓ ପରମ୍ପରା

ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଘୋଷଯାତ୍ରାକୁ ୟୁନେସ୍କୋର ବୈଶ୍ୱିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବା ନେଇ ଆଶା ବଢ଼ିଛି । ଦୀର୍ଘ ବର୍ଷର ପ୍ରୟାସ ପରେ ୨୦୨୫ରେ ଶ୍ରୀମନ୍ଦିର ପ୍ରଶାସନ ସଫଳତାର ସହ ନାମାଙ୍କନ ପ୍ରକ୍ରିୟା ଶେଷ କରିଥିବା ସୂଚନା ମିଳିଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ପୂର୍ବରୁ ଘୋଷଯାତ୍ରାକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରିସାରିଛି । ଏବେ ଆସନ୍ତା...

ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୩

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଇରାନକୁ କେନ୍ଦ୍ର କରି ଇସ୍ରାଏଲ ଓ ଆମେରିକା ମଧ୍ୟରେ ବଢୁଥିବା ତଣାତଣି କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଯୋଗାଣ ପ୍ରଭାବିତ ହୋଇଥିବାବେଳେ, ତାହାର ସିଧା ପ୍ରଭାବ ଦେଶର ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିଛି। ଗତ ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଇନ୍ଧନ ଦର ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ୨୫ ମେ’...

ଭୟଙ୍କର ତାତିର ପ୍ରଭାବ: ବାଇକ୍ ଚଲାଉଥିବା ବେଳେ ଯୁବକଙ୍କ ଗଳାରେ ଫାଟିଲା Bluetooth ଇୟରଫୋନ୍

ଦେଶର ଅଧିକାଂଶ ଅଞ୍ଚଳ ଏବେ ତୀବ୍ର ଗ୍ରୀଷ୍ମ ଲହରୀରେ ପ୍ରଭାବିତ ହୋଇଛି । ଅସହ୍ୟ ଗରମ ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଭୟଙ୍କର ତାତିର ପ୍ରଭାବ ଏବେ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ଉପରେ ମଧ୍ୟ ପଡ଼ୁଛି ବୋଲି ସୂଚନା ମିଳିଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ କିଛି ଗ୍ୟାଜେଟ୍ ଓ ରିଚାର୍ଜେବଲ୍ ଡିଭାଇସ୍‌ ଓଭରହିଟ୍ ହେଉଥିବା ଚିନ୍ତା ବଢ଼ାଇଛି । ଏହି ପରିସ୍ଥିତିରେ ବିହାରର ଛପରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।...

ଜଳୁଛି ଓଡ଼ିଶା; ଭାଙ୍ଗିଲା ତାତିର ରେକର୍ଡ, ଆଉ ୪ ଦିନ ହିଟ୍‌ୱେଭ୍‌ ଆଲର୍ଟ୍‌

 ସାରା ଓଡ଼ିଶା ଏବେ ତାତିରେ ସିଜୁଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅନେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ତାତି ସହ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ରାତିରେ ମଧ୍ୟ ଗରମରୁ ମିଳୁନି ନିସ୍ତାର। ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ, ଯାଜପୁର, ନୟାଗଡ଼, ଅନୁଗୁଳ, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାକୁ ହିଟ୍‌ୱେଭ୍‌...

ଆନ୍ତର୍ଜାତୀୟ ଚା’ ଦିବସ : ମେ’ ମାସରେ କାହିଁକି ପାଳନ ହୁଏ ଟି ଡେ’?

ଚା’… କେବଳ ଏକ ପାନୀୟ ନୁହେଁ, ବରଂ ଅନେକଙ୍କ ଦୈନନ୍ଦିନ ଜୀବନର ଅଂଶ। ସକାଳର ଗୋଟିଏ କପ୍‌ ଚା’ ଦିନଟିକୁ ସତେଜ କରିଦିଏ। ପ୍ରତିବର୍ଷ ମେ ୨୧ ତାରିଖରେ ‘ଆନ୍ତର୍ଜାତୀୟ ଚା’ ଦିବସ’ ପାଳନ କରାଯାଏ। ଏହି ଦିନଟି ଚା’ର ସମୃଦ୍ଧ ପରମ୍ପରା, ସ୍ୱାଦ, ସଂସ୍କୃତି ଓ ଏହାର ଅର୍ଥନୈତିକ ଗୁରୁତ୍ୱକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଭାରତର ଆସାମ ଓ ଦାର୍ଜିଲିଙ୍ଗ ଚା’ ସମଗ୍ର ବିଶ୍ୱରେ ବିଶେଷ ପରିଚିତ। ବର୍ତ୍ତମାନ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌...

ଶ୍ରୀକ୍ଷେତ୍ର ପୁରୀ ସହ ଯୋଡ଼ିହେବ ‘ସାବର ଶ୍ରୀକ୍ଷେତ୍ର’ କୋରାପୁଟ: ଆଧ୍ୟାତ୍ମିକ ପର୍ଯ୍ୟଟନରେ ନୂଆ ଅଧ୍ୟାୟ

କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ସୁବିଧା ଆସିଛି। ଦୀର୍ଘ ଦିନର ଦାବି ପରେ ଶେଷରେ ସାବର ଶ୍ରୀକ୍ଷେତ୍ର କୋରାପୁଟକୁ ଶ୍ରୀକ୍ଷେତ୍ର ପୁରୀ ସହ ସିଧାସଳଖ ରେଳ ଯୋଗାଯୋଗ ମିଳିଛି। ଏହି ନୂତନ ଟ୍ରେନ୍ ସେବା ଆରମ୍ଭ ହେବା ପରେ ଯାତ୍ରୀମାନଙ୍କ ଯାତାୟାତ ସମସ୍ୟା ବହୁ ଅଂଶରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହି ଟ୍ରେନ୍ ଚଳାଚଳ ଫଳରେ କୋରାପୁଟବାସୀଙ୍କ ପାଇଁ ଜଗନ୍ନାଥ ଦର୍ଶନ ଯାତ୍ରା ଆହୁରି ସହଜ ଓ ସମୟସଞ୍ଚୟକ ହେବ। ସ୍ଥାନୀୟ ଲୋକଙ୍କ...

ଶ୍ରୀମନ୍ଦିରରେ ନୀତି ବିଳମ୍ବ, ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ

ସାବିତ୍ରୀ ଅମାବାସ୍ୟା ଅବସରରେ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ଚନ୍ଦନ ଯାତ୍ରା ଅନ୍ତର୍ଗତ ସାଗର ବିଜେ ଓ ଜଳକ୍ରୀଡ଼ା ନୀତି ଦେରି ପର୍ଯ୍ୟନ୍ତ ଚାଲିଥିବାରୁ ମହାପ୍ରଭୁଙ୍କ ରାତ୍ରି ପହୁଡ଼ ନୀତି ସମ୍ପନ୍ନ ହୋଇପାରିନଥିଲା। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କ ଜଳକ୍ରୀଡ଼ା ନୀତି ଚାଲିଥିଲା। ରାତି ପ୍ରାୟ ୮ଟାରେ ବିଜେ ସମ୍ପନ୍ନ ହେବା ପରେ ପରବର୍ତ୍ତୀ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଧ୍ୟରାତ୍ର...

‘କବିତା କୁସୁମାଞ୍ଜଳି’କୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ମତ

ପୁରୀ, ୧୬/୦୫: ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ବିଶିଷ୍ଟ କବି ଓ ସ୍ତମ୍ଭକାର କୃଷ୍ଣ ଜଗଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ର ଲୋକାର୍ପଣ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ସର୍ବସାଧାରଣଙ୍କୁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ‘କବିତା କୁସୁମାଞ୍ଜଳି’ କେବଳ ଏକ କବିତା ସଂକଳନ ନୁହେଁ, ବରଂ ଭକ୍ତିଭାବ, ଦେଶପ୍ରେମ...

କାଳବୈଶାଖୀ ପ୍ରଭାବ: ଆଜିଠୁ ବଦଳିବ ପାଣିପାଗ

ରାଜ୍ୟରେ ପୁଣି କାଳବୈଶାଖୀ ଆଶଙ୍କା; ୫୦ କିମି ବେଗରେ ବହିପାରେ ପବନ ଖବର ଓଡିଶାରେ ଗ୍ରୀଷ୍ମ ପ୍ରକୋପ ମଧ୍ୟରେ ପୁଣିଥରେ କାଳବୈଶାଖୀ ବର୍ଷାର ସମ୍ଭାବନା ଦେଖାଦେଇଛି। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ଓ ଜୋର ପବନ ବହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ବିଶେଷକରି ଉତ୍ତର ଓଡିଶାର କିଛି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଶୁକ୍ରବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ,...

କଞ୍ଚା ପିଆଜର ଚମତ୍କାର ଉପକାରିତା: ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ମଧ୍ୟରୁ ପିଆଜ ଏକ ଅତ୍ୟାବଶ୍ୟକ ଉପାଦାନ । ଆମେ ନିତିଦିନିଆ ଜୀବନରେ ଏହାକୁ ତରକାରୀଠାରୁ ଆରମ୍ଭ କରି ସାଲାଡ୍ ପର୍ଯ୍ୟନ୍ତ ବ୍ୟବହାର କରିଥାଉ । ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀରକୁ ସୁସ୍ଥ ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକ କଞ୍ଚା ପିଆଜର ଦୁର୍ଗନ୍ଧ ଯୋଗୁଁ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହାର ଚମତ୍କାର ସ୍ୱାସ୍ଥ୍ୟଗତ ଉପକାରିତା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779