କାଳବୈଶାଖୀ ପ୍ରଭାବ: ଆଜିଠୁ ବଦଳିବ ପାଣିପାଗ
ରାଜ୍ୟରେ ପୁଣି କାଳବୈଶାଖୀ ଆଶଙ୍କା; ୫୦ କିମି ବେଗରେ ବହିପାରେ ପବନ ଖବର ଓଡିଶାରେ ଗ୍ରୀଷ୍ମ ପ୍ରକୋପ ମଧ୍ୟରେ ପୁଣିଥରେ କାଳବୈଶାଖୀ ବର୍ଷାର ସମ୍ଭାବନା ଦେଖାଦେଇଛି। ଆସନ୍ତା କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ଓ ଜୋର ପବନ ବହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ବିଶେଷକରି ଉତ୍ତର ଓଡିଶାର କିଛି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଶୁକ୍ରବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ,...
