ପେଟ୍ରୋଲ୍ ପମ୍ପରେ ବନ୍ଧୁକ ଦେଖାଇ ଦାଦାଗିରି; ତେଲ ଭରି ଫେରାର ଅଭିଯୋଗ
ଉତ୍ତର ପ୍ରଦେଶର ବାରାଣସୀରୁ ଏକ ଚମକାଇଦେବା ଘଟଣା ସାମ୍ନାକୁ ଆସିଛି। ପେଟ୍ରୋଲ ପମ୍ପରେ ଖୋଲାଆମ୍ ଗୁଣ୍ଡାଗିରି କରି ଦୁଇ ଯୁବକ ବନ୍ଧୁକ ଦେଖାଇ ମାଗଣାରେ ପେଟ୍ରୋଲ ଭରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଘଟଣାଟି ମେ’ ୧୬ ଓ ୧୭ ତାରିଖ ରାତିରେ ବାରାଣସୀର ସିନ୍ଧୋରା ଥାନା ଅନ୍ତର୍ଗତ ଗଡ଼ଖରଡା ଅଞ୍ଚଳର...

Total Users : 1000780