ଆମେରିକା ଏୟାର ଶୋ’ରେ ଅଘଟଣ: ଦୁଇ ଫାଇଟର ଜେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା
ଆମେରିକା ଏୟାର ଶୋ’ରେ ଭୟାବହ ଅଘଟଣ: ମଝିଆକାଶରେ ଦୁଇ ଫାଇଟର ଜେଟ୍ ଧକ୍କା, ଚାରି କ୍ରୁ ସୁରକ୍ଷିତ ଆମେରିକାରେ ଚାଲିଥିବା ଏକ ଏୟାର ଶୋ’ ସମୟରେ ଆଜି ଭୟଙ୍କର ଘଟଣା ଘଟିଛି। ଆକାଶରେ ପ୍ରଦର୍ଶନ ଉଡ଼ାଣ କରୁଥିବା ସମୟରେ ଦୁଇଟି ଫାଇଟର ଜେଟ୍ ପରସ୍ପର ସହ ଧକ୍କା ଖାଇଥିଲା, ଯାହା ପରେ ଉଭୟ ବିମାନ ଅଗ୍ନିଗ୍ରସ୍ତ ହୋଇ ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ସୌଭାଗ୍ୟବଶତଃ, ଏହି ଘଟଣା ପୂର୍ବରୁ ବିମାନରେ ଥିବା ସମସ୍ତ ଚାରିଜଣ କ୍ରୁ ସଦସ୍ୟ...

Total Users : 1000780