ମହାନଗର

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ରାଜଧାନୀ ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ସକାଳ ସକାଳେ ଏକ ଭୟଙ୍କର ଘଟଣା ଘଟିଛି, ଯେଉଁଠାରେ ରାଜଧାନୀ ଏକ୍ସପ୍ରେସ୍‌ ହଠାତ୍ ଅଗ୍ନିକାଣ୍ଡର ଶିକାର ହୋଇଛି। ଯାତ୍ରୀମାନେ ଘୁମୁଥିବା ସମୟରେ ହଠାତ୍ ଟ୍ରେନ୍‌ର ଏକ କୋଚ୍‌ରେ ନିଆଁ ଲାଗିଯାଇଥିଲା, ଯାହା ଦେଖି ଭିତରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ଯାତ୍ରୀମାନେ “ବଞ୍ଚାଅ, ବଞ୍ଚାଅ” ବୋଲି ଚିତ୍କାର କରୁଥିଲେ। ଟ୍ରେନ୍‌ଟି ଉଚ୍ଚ ଗତିରେ ଚାଲୁଥିବା ବେଳେ ଏହି ଘଟଣା ଘଟିଥିଲା। ପ୍ରଥମେ ଧୂଆଁ ଦେଖାଯାଇଥିଲା, ତାପରେ ତୁରନ୍ତ ନିଆଁ ସମ୍ପୂର୍ଣ୍ଣ ଏସି କୋଚ୍‌ରେ ଫେଲିଗଲା। ଏହି...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଇତିହାସ ଗଢ଼ିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜନୈତିକ ଇତିହାସରେ ଆଉ ଏକ ବଡ଼ ରେକର୍ଡ ସ୍ଥାପନ କରିବାକୁ ନିକଟରେ ପହଞ୍ଚିଛନ୍ତି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୀର୍ଘକାଳୀନ କାର୍ଯ୍ୟକାଳ ସମ୍ପର୍କିତ ଏକ ଐତିହାସିକ ରେକର୍ଡକୁ ମୋଦୀ ଅତିକ୍ରମ କରିବାକୁ ଆଉ କିଛି ଦିନ ମାତ୍ର ଦୂରରେ ଅଛନ୍ତି । ଇତିହାସ ଅନୁସାରେ, ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ ପରେ ଭାରତର ଲୋକସଭା ଗଠନ ହୋଇଥିଲା ଏବଂ ପରେ ପଣ୍ଡିତ ନେହରୁ ଦେଶର...

ଭାରତୀୟ ସେନାମୁଖ୍ୟଙ୍କ ପାକିସ୍ତାନକୁ କଡ଼ା ସତର୍କବାଣୀ

ଭାରତ ପକ୍ଷରୁ ପାକିସ୍ତାନକୁ ଏକ କଡ଼ା ଓ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି । ଆତଙ୍କବାଦକୁ ସମର୍ଥନ ବନ୍ଦ କର, ନହେଲେ ପରିସ୍ଥିତି ଗମ୍ଭୀର ହେବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି । ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ନିଶାନା କରି କହିଛନ୍ତି ଯେ, ଯଦି ସୀମାପାର ଆତଙ୍କବାଦ ଚାଲି ରହେ, ତେବେ ପାକିସ୍ତାନକୁ ନିଜ ଭବିଷ୍ୟତ ନେଇ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ । ସେ ଆହୁରି ଇଙ୍ଗିତ ଦେଇଛନ୍ତି ଯେ, ଭାରତ ଏବେ...

‘କବିତା କୁସୁମାଞ୍ଜଳି’କୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ମତ

ପୁରୀ, ୧୬/୦୫: ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ବିଶିଷ୍ଟ କବି ଓ ସ୍ତମ୍ଭକାର କୃଷ୍ଣ ଜଗଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ର ଲୋକାର୍ପଣ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ସର୍ବସାଧାରଣଙ୍କୁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ‘କବିତା କୁସୁମାଞ୍ଜଳି’ କେବଳ ଏକ କବିତା ସଂକଳନ ନୁହେଁ, ବରଂ ଭକ୍ତିଭାବ, ଦେଶପ୍ରେମ...

ନିଖିଲ ମର୍ଡର ମିଷ୍ଟ୍ରିରେ ପୋଲିସର ଚଢ଼ାଉ, ବିହାରରୁ ଧରାପଡ଼ିଲେ ୩ ଜଣ

ଭୁବନେଶ୍ୱର/ରାୟଗଡ଼ା, ୧୬ ମେ: ରାୟଗଡ଼ା ଜିଲ୍ଲାକୁ ଅଶାନ୍ତ କରିଥିବା ନିଖିଲ ହାଡପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ତଦନ୍ତ ଓ ଚଢ଼ାଉ ପରେ ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁର ଅଞ୍ଚଳରୁ ଏହି ମାମଲାର ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉମେଶ ହିଆଲ, ରାଜ ସିମିଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ । ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତା...

ଆଣ୍ଡାମାନରେ ଦକ୍ଷିଣ ପଶ୍ଚିମ ମନସୁନର ପ୍ରବେଶ

ଦକ୍ଷିଣ ପଶ୍ଚିମ ମନସୁନ ଧୀରେଧୀରେ ଭାରତ ମୁହାଁ ହେଉଛି । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରେ ମନସୁନ ବାତାସ ପହଞ୍ଚି ସାରିଛି । ନିକୋବାର ଦ୍ୱୀପପୁଞ୍ଜର ସମସ୍ତ ଅଞ୍ଚଳ ସହ ଆଣ୍ଡାମାନର କିଛି ଅଂଶରେ ମନସୁନର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ମନସୁନ ଆଗକୁ ବଢ଼ୁଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏବେର...

ହାଣ୍ଟା ଭାଇରସ୍‌କୁ ନେଇ ବଢ଼ିଲା ଚିନ୍ତା

ହାଣ୍ଟା ଭାଇରସ୍‌କୁ ନେଇ ବଢ଼ିଲା ଚିନ୍ତା, ସତର୍କ କଲା WHO ବିଶ୍ୱରେ ପୁଣି ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହାଣ୍ଟା ଭାଇରସ୍‌କୁ ନେଇ ବିଜ୍ଞାନୀ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତା ପ୍ରକାଶ କରିଛନ୍ତି। ଏହି ଭାଇରସ୍‌ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ତଥ୍ୟ ସ୍ପଷ୍ଟ ନଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ ସତର୍କ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, MV Hondius ନାମକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ସଂକ୍ରମଣ ଚିହ୍ନଟ ହେବା...

ଆମେରିକାର ବଡ଼ ଅପରେସନ୍, ISIS ନେତା ଅବୁ ବିଲାଲ ମୃତ

ଆତଙ୍କବାଦ ବିରୋଧୀ ଲଢ଼େଇରେ ଆମେରିକା ବଡ଼ ସଫଳତା ହାସଲ କରିଥିବା ଦାବି କରିଛି। ISIS ଆତଙ୍କୀ ସଂଗଠନର ଶୀର୍ଷ କମାଣ୍ଡର ଅବୁ ବିଲାଲ ଅଲ୍-ମିନୁକି ଏକ ଗୁପ୍ତ ସାମରିକ ଅଭିଯାନରେ ନିହତ ହୋଇଥିବା ସୂଚନା ମିଳିଛି। ଏହି ଅପରେସନ୍‌କୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ସେନା ଓ ନାଇଜେରିଆ ସୁରକ୍ଷାବାହିନୀ ମିଳିତ ଭାବେ ଏକ ଜଟିଳ ଓ ସୁପରିକଳ୍ପିତ ଅଭିଯାନ...

ବାଲି ମାଫିଆଙ୍କ ଉପରେ ପ୍ରଶାସନର ବଡ଼ ଚଢ଼ାଉ

ରାଜ୍ୟରେ ବେଆଇନ ବାଲି ଓ ମାଟି ଚୋରାଚାଳାନ ବିରୋଧରେ ପ୍ରଶାସନ କଡ଼ା ଆକ୍ସନ୍ ଆରମ୍ଭ କରିଛି। ବିଭିନ୍ନ ଜିଲ୍ଲାରେ ଚାଲିଥିବା ଚଢ଼ାଉ ସମୟରେ ଅନେକ ଗାଡ଼ି ଜବତ ହୋଇଥିବା ସହ କିଛି ଲୋକଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନେତୃତ୍ୱରେ ଅଚମ୍କା ଚଢ଼ାଉ କରାଯାଇଥିଲା। ବିଭିନ୍ନ ବାଲିଘାଟରେ ଚାଲୁଥିବା ବେଆଇନ ଖନନ ଓ ପରିବହନ ଉପରେ କାର୍ଯ୍ୟାନୁଷ୍ଠାନ କରି ୧୦ଟି ଟ୍ରକ୍ ଜବତ କରାଯାଇଛି। ପ୍ରଶାସନର ଏହି କାର୍ଯ୍ୟକଳାପ ପରେ ବାଲି ମାଫିଆମାନଙ୍କ...

ଇଭି ସେକ୍ଟରରେ ନୂଆ ବୃଦ୍ଧି ଲହର

ରାଜଧାନୀ ଭୁବନେଶ୍ୱର–କଟକ କରିଡୋରରେ ଇଲେକ୍ଟ୍ରିକ୍ ଭେହିକଲ୍ (EV) ଚାହିଦା ଏବେ ଦ୍ରୁତ ଗତିରେ ବଢ଼ୁଛି। ଚାଲୁଥିବା ତେଲ ସଙ୍କଟ ଓ ଇନ୍ଧନ ଦରର ଅନିଶ୍ଚିତତା ମଧ୍ୟରେ ଲୋକମାନେ ବିକଳ୍ପ ଭାବେ EV ଦିଗରେ ଅଧିକ ଆକୃଷ୍ଟ ହେଉଛନ୍ତି। ପୂର୍ବେ ଯେଉଁଠାରେ EV କେବଳ ଏକ ନୂଆ ପ୍ରଯୁକ୍ତି ଭାବରେ ଦେଖାଯାଉଥିଲା, ଏବେ ଏହା ଦୈନନ୍ଦିନ ଯାତାୟାତର ଏକ ପ୍ରମୁଖ ବିକଳ୍ପ ହୋଇଯାଇଛି। EV ବିକ୍ରେତା ଓ ଶୋରୁମ ମାଲିକମାନଙ୍କ ମତାନୁସାରେ, ଏହି ସମୟରେ ବହୁତ ଗ୍ରାହକ ପ୍ରଥମ...
1 4 5 6 7

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780