ଅପରାଧ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବ୍ରହ୍ମପୁରରେ ଅପରାଧୀଙ୍କୁ ପୋଲିସର କଡ଼ା ଜବାବ, ୫ ଘଣ୍ଟାରେ ଏନକାଉଣ୍ଟର୍

ବ୍ରହ୍ମପୁରରେ ପୁଣିଥରେ ଅପରାଧ ଓ ପୋଲିସ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଜଗା ସାହୁ ଓରଫ ଜଗନ୍ନାଥ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଥିବାବେଳେ ତାଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜଗା ବାଉରୀ ସୁକୁଣ୍ଡା ଅଞ୍ଚଳରେ ଲୁଚିଥିବା ଖବର ପାଇ ପୋଲିସର ଏକ ବିଶେଷ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ...

ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ଦ୍ୱିତୀୟ ଅଟପସି ପାଇଁ ଭୋପାଳରେ AIIMS ଟିମ୍‌ ପହଞ୍ଚିଲା

ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ଦ୍ୱିତୀୟ ଅଟପସି ପାଇଁ ଭୋପାଳରେ ପହଞ୍ଚିଲା AIIMS ଦିଲ୍ଲୀ ଟିମ୍, ତଦନ୍ତ ଜୋରଦାର ଭୋପାଳ, ତାରିଖ: ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ଦ୍ୱିତୀୟ ଅଟପସି ପାଇଁ AIIMS ଦିଲ୍ଲୀର ଚାରିଜଣ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଆଜି ଭୋପାଳ ପହଞ୍ଚିଛି। ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବ ଆଦେଶ ଅନୁଯାୟୀ ଏହି ନୂତନ ଅଟପସି କରାଯାଉଛି। ହାଇକୋର୍ଟ ନିର୍ଦ୍ଦେଶ ପରେ AIIMS ଟିମ୍ ଆଧୁନିକ ଚିକିତ୍ସା ସାମଗ୍ରୀ ସହିତ ଭୋପାଳ ପହଞ୍ଚି ଅଟପସି ପ୍ରକ୍ରିୟା...

ସୁବର୍ଣ୍ଣପୁରରେ ଯୌନ ରାକେଟ୍ ଧରାପଡ଼ିଲା: ୫ ଦେହରକ୍ଷୀ ଓ ୭ ଗ୍ରାହକ ଗିରଫ

 ସୁବର୍ଣ୍ଣପୁର ସହରର ବିନିକା ରୋଡ୍‌ ଅଞ୍ଚଳର ଏକ ହୋଟେଲରେ ଚାଲୁଥିବା ଯୌନ ରାକେଟ୍‌କୁ ପୋଲିସ୍ ଚଢ଼ାଉ କରି ଧରିପାକ କରିଛି। ଗୁପ୍ତ ସୂଚନା ଆଧାରରେ ଶନିବାର ରାତିରେ ବିଜୁଳି ବିଚ୍ଛିନ୍ନ ଥିବା ସମୟରେ ପୋଲିସ୍ ହଠାତ୍‌ ହୋଟେଲ୍‌ରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ବିଭିନ୍ନ କୋଠାରୁ ୫ ଜଣ ମହିଳା ଏବଂ ୭ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି। ପୋଲିସ୍ ସୂଚନା ଅନୁଯାୟୀ, ଗିରଫ ମହିଳାମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆଣାଯାଇ ଏହି ହୋଟେଲରେ ଅବୈଧ...

ବାଥରୁମରେ ଛାତ୍ରର ଅଶୋଭନ ଭିଡିଓ ଶୁଟ୍‌ ମାମଲାରେ ଚାଞ୍ଚଲ୍ୟ; କ୍ଲିନିଂ ସ୍ଟାଫ୍‌ର ଭୂମିକାକୁ ନେଇ ତଦନ୍ତ ଆରମ୍ଭ

ସିରମୌର (ହିମାଚଳ ପ୍ରଦେଶ): ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଥିବା Himalaya Eternal University କ୍ୟାମ୍ପସରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ହଷ୍ଟେଲର ବାଥରୁମରେ ସ୍ନାନ ଓ ବ୍ୟକ୍ତିଗତ କାର୍ଯ୍ୟ ସମୟରେ ଗୁପ୍ତଭାବେ ଭିଡିଓ ରେକର୍ଡ କରାଯାଉଥିଲା। ଏହି ମାମଲାରେ ଅଭିଯୁକ୍ତ କ୍ଲିନିଂ ସ୍ଟାଫ୍‌କୁ ଶେଷରେ ଛାତ୍ରମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ମିଳିଛି ଯେ, ଅଭିଯୁକ୍ତ ଜଣକ କିଛି ମାସ ପୂର୍ବରୁ ଯୁନିଭର୍ସିଟିରେ କ୍ଲିନର୍ ଭାବେ ନିଯୁକ୍ତ ହୋଇଥିଲେ।...

ପେଟ୍ରୋଲ୍ ପମ୍ପରେ ବନ୍ଧୁକ ଦେଖାଇ ଦାଦାଗିରି; ତେଲ ଭରି ଫେରାର ଅଭିଯୋଗ

ଉତ୍ତର ପ୍ରଦେଶର ବାରାଣସୀରୁ ଏକ ଚମକାଇଦେବା ଘଟଣା ସାମ୍ନାକୁ ଆସିଛି। ପେଟ୍ରୋଲ ପମ୍ପରେ ଖୋଲାଆମ୍‌ ଗୁଣ୍ଡାଗିରି କରି ଦୁଇ ଯୁବକ ବନ୍ଧୁକ ଦେଖାଇ ମାଗଣାରେ ପେଟ୍ରୋଲ ଭରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଘଟଣାଟି ମେ’ ୧୬ ଓ ୧୭ ତାରିଖ ରାତିରେ ବାରାଣସୀର ସିନ୍ଧୋରା ଥାନା ଅନ୍ତର୍ଗତ ଗଡ଼ଖରଡା ଅଞ୍ଚଳର...

ରାଜଧାନୀ ଉପକଣ୍ଠରେ ସେକ୍ସ ରାକେଟ୍‌ ଧରାପଡ଼ିଲା; ୬ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ

ରାଜଧାନୀ ଉପକଣ୍ଠ ଜଟଣୀରୁ ଏକ ବଡ଼ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ପୁଲିସ। ରାମଚନ୍ଦ୍ରପୁର ବଜାର ଅଞ୍ଚଳର ଏକ ଭଡା ଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ବୁଧବାର ରାତିରେ ଅତର୍କିତ ଚଢ଼ାଉ କରି ୬ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏହାସହ ଏହି ରାକେଟ୍‌ର ମୁଖ୍ୟ ଚାଳକ ଭାବେ ଅଭିଯୁକ୍ତ ଜଣେ ବୃଦ୍ଧାଙ୍କ ସମେତ ୫ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଉକ୍ତ ବୃଦ୍ଧା...

ହସୁଥିବା ବେଳେ ହଠାତ୍‌ କେମିତି ଚାଲିଗଲେ ଟ୍ୱିଶା?

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଥିବା ଟ୍ୱିଶା ଶର୍ମା ଆତ୍ମହତ୍ୟା ଘଟଣା ପ୍ରତିଦିନ ନୂଆ ମୋଡ଼ ନେଉଛି। ଏହି ମଧ୍ୟରେ ଟ୍ୱିଶାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ମାମଲାକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଭିଡିଓଟି ସାମ୍ନାକୁ ଆସିବା ପରେ ମୃତକଙ୍କ ଶ୍ୱଶୁର ଘର ପକ୍ଷର ଦାବିକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଭାଇରାଲ୍‌ ଭିଡିଓରେ ଟ୍ୱିଶା ନିଜ ଘରେ ଖୁସିରେ ସମୟ କାଟୁଥିବା ଦେଖାଯାଇଛନ୍ତି। ସେ ଭଜନର ସୁରରେ ନାଚୁଥିବା ବେଳେ...

ନିଟ୍ ପ୍ରାର୍ଥୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ! ପ୍ରତି ୨ ଘଣ୍ଟାରେ ଦିଆଯାଉଥିଲା ନିଶା ଇଞ୍ଜେକ୍ସନ୍

ନିଟ୍ ପ୍ରାର୍ଥୀ ଛାତ୍ରୀଙ୍କୁ ଅପହରଣ ପରେ ଅମାନବୀୟ ନିର୍ଯାତନା, ୧୬ ଦିନ ଧରି ଚାଲିଲା ଗଣଦୁଷ୍କର୍ମ ଉତ୍ତର ପ୍ରଦେଶର ମହୋବାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରି ୧୬ ଦିନ ଧରି ଅମାନବୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଛାତ୍ରୀଜଣକ କୋଚିଂ ସରି ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜୋରଜବରଦସ୍ତି ଗାଡ଼ିରେ...

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ସମସ୍ତ ଅଭିଯୁକ୍ତ ହେବେ ଗିରଫ

ଭୁବନେଶ୍ୱର, ୧୮/୦୫: ବାଲିଅନ୍ତାରେ ଘଟିଥିବା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକ ତେଜ ହୋଇଛି। ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତଦନ୍ତ ପାଇଁ ବିଶେଷ ଟିମ୍ ସକ୍ରିୟ ଭାବେ କାମ କରୁଛି ଏବଂ ଖୁବଶୀଘ୍ର ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ। ଏହି ଘଟଣା ପରେ ସୌମ୍ୟଙ୍କ ପରିବାର ନ୍ୟାୟ...

ନ୍ୟାୟ ନମିଳିବାରୁ ଜୀବନ ହାରିଲେ ଦୁଇ ଭଉଣୀ

ରାଜସ୍ଥାନର ଜୋଧପୁରରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଆକ୍ରୋଶ ସୃଷ୍ଟି କରିଛି । ବର୍ଷରୁ ବର୍ଷ ଧରି ଗଣଦୁଷ୍କର୍ମ ଓ ବ୍ଲାକମେଲ୍‌ର ଶିକାର ହୋଇ ନ୍ୟାୟ ପାଇଁ ଲଢ଼ୁଥିବା ଦୁଇ ଭଉଣୀ ଶେଷରେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ପୀଡିତାମାନେ ଅନେକଥର ପୁଲିସଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଯଥାର୍ଥ ନ୍ୟାୟ ମିଳିନଥିବା ପରିବାର ପକ୍ଷରୁ କୁହାଯାଇଛି । ଏହାକୁ ନେଇ ପୁଲିସର ଭୂମିକା ଉପରେ ଗୁରୁତର ପ୍ରଶ୍ନ ଉଠିଛି...
1 2 3 4

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779