ଦେଶ- ବିଦେଶ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବେଙ୍ଗାଲୁରୁରେ ଏୟାର ଇଣ୍ଡିଆ ବିମାନ ରନୱେ ଧକ୍କା, ବଡ଼ ଦୁର୍ଘଟଣା ଟଳିଲା

ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ ସମୟରେ ଏୟାର ଇଣ୍ଡିଆ AI-2651 ବିମାନର ପଛ ଭାଗ (tail section) ହଠାତ୍ ରନୱେ ସହିତ ଘସିଯାଇଥିଲା କିମ୍ବା ହାଲୁକା ଧକ୍କା ଲାଗିଥିଲା। ଏହି ଘଟଣା ଅବତରଣ ପ୍ରକ୍ରିୟାରେ ଘଟିଥିଲା। ଯଦିଓ ଏହା ଏକ ଅପ୍ରତ୍ୟାଶିତ ଘଟଣା ଥିଲା, ପାଇଲଟ୍ ସମୟୋପଯୋଗୀ ଭାବେ ବିମାନକୁ ନିୟନ୍ତ୍ରଣ କରିଥିଲେ। ଫଳରେ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିପାରିଲା ଏବଂ କୌଣସି ବଡ଼ ଦୁର୍ଘଟଣା ଘଟିଲା ନାହିଁ। ଏହି ବିମାନରେ ମୋଟ ୧୭୯ ଜଣ ଯାତ୍ରୀ...

ପଶ୍ଚିମବଙ୍ଗରେ ନୂଆ ନିୟମ; ସ୍କୁଲ ପରେ ଏବେ ମଦ୍ରାସାରେ ମଧ୍ୟ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ

ପଶ୍ଚିମବଙ୍ଗରେ ଶିକ୍ଷାନୀତି ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ସରକାର ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସ୍କୁଲଗୁଡ଼ିକ ପାଇଁ ଏଭଳି ନିର୍ଦ୍ଦେଶ ପରେ ଏବେ ମଦ୍ରାସାଗୁଡ଼ିକୁ ମଧ୍ୟ ଏହି ନୀତିରେ ସାମିଲ କରାଯାଇଛି। ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ଏହାର ନିର୍ବାହ ଓ ନିରୀକ୍ଷଣ କରୁଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ସକାଳ ସଭାରେ ଜାତୀୟ...

ଟେଷ୍ଟ କ୍ରିକେଟ୍‌କୁ ଫେରିପାରନ୍ତି ବିରାଟ୍‌ କୋହଲି; ଅବସର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ତେଜ

ଭାରତୀୟ ଟେଷ୍ଟ କ୍ରିକେଟ୍‌ର ଏକ ଅଦ୍ଭୁତ ଅଧ୍ୟାୟ ଭାବେ ପରିଚିତ ବିରାଟ୍‌ କୋହଲିଙ୍କ ଟେଷ୍ଟ ଅବସର ପରେ ଏବେ ପୁଣିଥରେ ତାଙ୍କର ଫେରାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରାଟଙ୍କ ଶୈଶବ କୋଚ୍‌ ରାଜକୁମାର ଶର୍ମାଙ୍କ ଏକ ବୟାନ ପରେ କ୍ରିକେଟ୍‌ ମହଳରେ ନୂଆ ଆଶା ସୃଷ୍ଟି ହୋଇଛି। ଟେଷ୍ଟ କ୍ରିକେଟ୍‌କୁ କ୍ରିକେଟ୍‌ର ସବୁଠାରୁ କଠିନ ଓ ପାରମ୍ପରିକ ଫର୍ମାଟ୍‌ ଭାବେ ଦେଖାଯାଏ। ସେହି ଫର୍ମାଟ୍‌ରେ ବିରାଟ୍‌ କୋହଲି ଭାରତ ପାଇଁ ଅନେକ ସ୍ମରଣୀୟ ଇନିଂସ୍‌ ଖେଳି...

ଆନ୍ତର୍ଜାତୀୟ ଚା’ ଦିବସ : ମେ’ ମାସରେ କାହିଁକି ପାଳନ ହୁଏ ଟି ଡେ’?

ଚା’… କେବଳ ଏକ ପାନୀୟ ନୁହେଁ, ବରଂ ଅନେକଙ୍କ ଦୈନନ୍ଦିନ ଜୀବନର ଅଂଶ। ସକାଳର ଗୋଟିଏ କପ୍‌ ଚା’ ଦିନଟିକୁ ସତେଜ କରିଦିଏ। ପ୍ରତିବର୍ଷ ମେ ୨୧ ତାରିଖରେ ‘ଆନ୍ତର୍ଜାତୀୟ ଚା’ ଦିବସ’ ପାଳନ କରାଯାଏ। ଏହି ଦିନଟି ଚା’ର ସମୃଦ୍ଧ ପରମ୍ପରା, ସ୍ୱାଦ, ସଂସ୍କୃତି ଓ ଏହାର ଅର୍ଥନୈତିକ ଗୁରୁତ୍ୱକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଭାରତର ଆସାମ ଓ ଦାର୍ଜିଲିଙ୍ଗ ଚା’ ସମଗ୍ର ବିଶ୍ୱରେ ବିଶେଷ ପରିଚିତ। ବର୍ତ୍ତମାନ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌...

ଦିଲ୍ଲୀ ଏୟାରପୋର୍ଟରେ ଇବୋଲା ଆଲର୍ଟ୍‌

ଇବୋଲା ସଂକ୍ରମଣ ପ୍ରଭାବିତ ଦେଶଗୁଡ଼ିକରୁ ଆସୁଥିବା କିମ୍ବା ସେଠାରୁ ଟ୍ରାନ୍ଜିଟ୍‌ କରୁଥିବା ଯାତ୍ରୀଙ୍କ ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ସ୍ୱାସ୍ଥ୍ୟ ସତର୍କତା ଜାରି କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ‘ଡିରେକ୍ଟରେଟ୍‌ ଜେନେରାଲ୍‌ ଅଫ୍‌ ହେଲ୍ଥ୍‌ ସର୍ଭିସେସ୍‌’ ପକ୍ଷରୁ ଏହି ଆଡଭାଇଜରି ଜାରି ହୋଇଛି। ବିମାନବନ୍ଦରରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଯାଞ୍ଚକୁ ଅଧିକ କଡ଼ା କରାଯାଇଥିବା ବେଳେ, କଙ୍ଗୋ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର, ଉଗାଣ୍ଡା ଓ ଦକ୍ଷିଣ ସୁଡାନ୍‌ ଭଳି ଇବୋଲା ପ୍ରଭାବିତ ଦେଶରୁ...

‘ୱର୍କ ଫ୍ରମ୍ ହୋମ୍’ ପରେ ମେଟାର ବଡ଼ ଛାଟଣି, ୮ ହଜାର କର୍ମଚାରୀଙ୍କ ଚାକିରି ଗଲା

ବିଶ୍ୱର ସର୍ବବୃହତ୍ ଟେକ୍ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ ମେଟା (Meta) ପୁଣିଥରେ ବଡ଼ ପରିମାଣର ଛାଟଣିକୁ ନେଇ ଚର୍ଚ୍ଚାରେ ଆସିଛି। କମ୍ପାନୀ ପ୍ରଥମେ କର୍ମଚାରୀଙ୍କୁ ‘ୱର୍କ ଫ୍ରମ୍ ହୋମ୍’ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ, ପରେ ହଠାତ୍ ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଛାଟଣି କରାଯାଇଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ଛାଟଣିର ପ୍ରଭାବ ଆମେରିକା, ବ୍ରିଟେନ୍ ଓ ସିଙ୍ଗାପୁର ସହିତ ବିଭିନ୍ନ ଦେଶର କର୍ମଚାରୀଙ୍କ ଉପରେ ପଡ଼ିଛି। ସିଙ୍ଗାପୁରର କିଛି କର୍ମଚାରୀ ସ୍ଥାନୀୟ ସମୟ...

ଆଇପିଏଲର ରାଜା ବିରାଟ କୋହଲି: ଏପର୍ଯ୍ୟନ୍ତ କେତେ କୋଟି ଆୟ କଲେ? ଧୋନି ଓ ରୋହିତଙ୍କୁ ପଛେ ଛାଡ଼ିଲେ କି?

IPL ଦଳଗୁଡ଼ିକର ମୂଲ୍ୟ ରେକର୍ଡ ସ୍ତରରେ: ମୋଟ ମୂଲ୍ୟ ₹1.63 ଲକ୍ଷ କୋଟି, KKR ଶୀର୍ଷରେ IPL ଦଳଗୁଡ଼ିକର ବଜାର ମୂଲ୍ୟ ସମ୍ପର୍କରେ ପ୍ରକାଶିତ ଏକ ନୂତନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ରିମିୟର ଲିଗ (IPL) ର 10ଟି ଦଳର ମୋଟ ବଜାର ମୂଲ୍ୟ ବର୍ତ୍ତମାନ ପ୍ରାୟ ₹1.63 ଲକ୍ଷ କୋଟିରେ ପହଞ୍ଚିଛି। ଏହି ତାଲିକାରେ କୋଲକାତା ନାଇଟ୍ ରାଇଡର୍ସ (KKR) ପ୍ରାୟ ₹19,200 କୋଟି ମୂଲ୍ୟ ସହ ଶୀର୍ଷ...

ଆଜି ପ୍ରକାଶିତ ହେଲା +2 ପରୀକ୍ଷା ଫଳ

ଓଡ଼ିଶା ହାୟର ସେକେଣ୍ଡାରୀ ଶିକ୍ଷା ପରିଷଦ (CHSE) ଦ୍ୱାରା +2 ପରୀକ୍ଷା ଫଳାଫଳ ଆଜି ଦୁପୂର 12:30ରେ ପ୍ରକାଶିତ ହେବ। ଏକାସାଥିରେ କଳା (Arts), ବିଜ୍ଞାନ (Science), ବାଣିଜ୍ୟ (Commerce) ଏବଂ ବୃତ୍ତିମୂଳକ (Vocational) ଶାଖାର ଫଳ ପ୍ରକାଶ କରାଯିବ। ଏହି ବର୍ଷ 4 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଫେବୃଆରୀ 18 ରୁ ମାର୍ଚ୍ଚ 28 ପର୍ଯ୍ୟନ୍ତ ପରୀକ୍ଷା ଆୟୋଜିତ ହୋଇଥିଲା। ମୋଟ 4,01,623 ଜଣ ଛାତ୍ରଛାତ୍ରୀ ଫର୍ମ ଭରିଥିଲେ, ଯାହାରୁ...

୪୫ ଡିଗ୍ରୀ ଛୁଇଁବ ତାପମାତ୍ରା, ତାତି ମଧ୍ୟରେ କାଳବୈଶାଖୀର ତାଣ୍ଡବ

ରାଜ୍ୟରେ ବଢ଼ିବ ତାତି, ୪୫ ଡିଗ୍ରୀ ଛୁଇଁପାରେ ପାରା; କାଳବୈଶାଖୀକୁ ନେଇ ସତର୍କ ସୂଚନା ଓଡ଼ିଶାରେ ପୁଣିଥରେ ଅସହ୍ୟ ଗ୍ରୀଷ୍ମ ପ୍ରକୋପ ଦେଖାଦେଇଛି। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ତାତିର ପ୍ରଭାବ ବଢ଼ିଚାଲିଛି। ସକାଳ ୭ଟାରୁ ହିଁ ସହର ଗୁଡ଼ିକରେ ଅସହ୍ୟ ଗରମ ଅନୁଭବ ହେଉଥିବାବେଳେ ଲୋକମାନଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ଦିନ...

ନିଟ୍ ପ୍ରାର୍ଥୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ! ପ୍ରତି ୨ ଘଣ୍ଟାରେ ଦିଆଯାଉଥିଲା ନିଶା ଇଞ୍ଜେକ୍ସନ୍

ନିଟ୍ ପ୍ରାର୍ଥୀ ଛାତ୍ରୀଙ୍କୁ ଅପହରଣ ପରେ ଅମାନବୀୟ ନିର୍ଯାତନା, ୧୬ ଦିନ ଧରି ଚାଲିଲା ଗଣଦୁଷ୍କର୍ମ ଉତ୍ତର ପ୍ରଦେଶର ମହୋବାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରି ୧୬ ଦିନ ଧରି ଅମାନବୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଛାତ୍ରୀଜଣକ କୋଚିଂ ସରି ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜୋରଜବରଦସ୍ତି ଗାଡ଼ିରେ...
1 3 4 5 6 7 10

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780