ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ସାରା ବିଶ୍ୱ ଜାଣିବ ମୂଳପୀଠର ମହିମା ଓ ପରମ୍ପରା
ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଘୋଷଯାତ୍ରାକୁ ୟୁନେସ୍କୋର ବୈଶ୍ୱିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବା ନେଇ ଆଶା ବଢ଼ିଛି । ଦୀର୍ଘ ବର୍ଷର ପ୍ରୟାସ ପରେ ୨୦୨୫ରେ ଶ୍ରୀମନ୍ଦିର ପ୍ରଶାସନ ସଫଳତାର ସହ ନାମାଙ୍କନ ପ୍ରକ୍ରିୟା ଶେଷ କରିଥିବା ସୂଚନା ମିଳିଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ପୂର୍ବରୁ ଘୋଷଯାତ୍ରାକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରିସାରିଛି । ଏବେ ଆସନ୍ତା...

Total Users : 1000779