ମହାପ୍ରଭୁଙ୍କ ଦର୍ଶନ ପାଇଁ ସହାୟତାର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନକୁ ସହଜ, ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହ୍ୱିଲଚେୟାର, ସ୍ୱତନ୍ତ୍ର ପ୍ରବେଶ ପଥ, ସମର୍ପିତ ସ୍ୱେଚ୍ଛାସେବୀ ଏବଂ ପ୍ରଶାସନିକ କର୍ମଚାରୀଙ୍କ ସହଯୋଗ ଯୋଗୁଁ ବୟସ କିମ୍ବା ଶାରୀରିକ ଅକ୍ଷମତା ଆଉ ମହାପ୍ରଭୁଙ୍କ ଦର୍ଶନରେ ବାଧା ସାଜିନାହିଁ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦିବ୍ୟାଙ୍ଗ ଓ...

Total Users : 1000780