ରାଜନୀତି

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବିଦେଶରୁ ରୌପ୍ୟ ଆମଦାନି ଉପରେ କେନ୍ଦ୍ର ସରକାରଙ୍କ କଡା ନିୟମ

କେନ୍ଦ୍ର ସରକାର ରୌପ୍ୟ ଆମଦାନି ନିୟମରେ ନୂତନ ସଂଶୋଧନ କରି କଡା ନିୟନ୍ତ୍ରଣ ଲାଗୁ କରିଛନ୍ତି। ଏହି ନୂତନ ନିୟମ ଅନୁସାରେ ଏବେ ବିଦେଶରୁ ରୌପ୍ୟ ଆମଦାନି ପୂର୍ବପରି ସହଜ ରହିବ ନାହିଁ, ବିଶେଷକରି ରୌପ୍ୟ ବିସ୍କୁଟ୍, ଅପ୍ରକ୍ରିୟା ରୌପ୍ୟ, ସେମି-ଫିନିସ୍ଡ ରୌପ୍ୟ ଓ ୯୯.୯% ଶୁଦ୍ଧତା ଥିବା ରୌପ୍ୟ ବାର୍‌ ଉପରେ ନିୟନ୍ତ୍ରଣ ଆସିଛି। ପୂର୍ବରୁ ‘ଫ୍ରି କ୍ୟାଟେଗୋରି’ ଅନ୍ତର୍ଗତ ଥିବା ଏହି ଆମଦାନିକୁ ଏବେ ‘ରିସ୍ଟ୍ରିକ୍ଟେଡ୍ କ୍ୟାଟେଗୋରି’ରେ ସମ୍ମିଳିତ କରାଯାଇଛି। ଏହାର ଅର୍ଥ ହେଲା,...

୧୯ରେ ବସ୍ତର ଗସ୍ତ କରିବେ ଅମିତ ଶାହ, କେନ୍ଦ୍ରୀୟ ପରିଷଦ ବୈଠକ ଅଧ୍ୟକ୍ଷତା କରିବେ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୯ ତାରିଖରେ ଛତିଶଗଡ଼ର ବସ୍ତର ଗସ୍ତ କରିବେ। ମାଓମୁକ୍ତ ଅଞ୍ଚଳ ଘୋଷଣା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ଏହି ଅବସରରେ ସେ ୨୬ତମ କେନ୍ଦ୍ରୀୟ ଅଞ୍ଚଳ ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ବୈଠକରେ ଅଞ୍ଚଳୀୟ ଓ ଜାତୀୟ ମହତ୍ତ୍ୱର ବିଭିନ୍ନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ବସ୍ତରର ସୁରକ୍ଷା ପରିସ୍ଥିତି, କେନ୍ଦ୍ରୀୟ ସୁରକ୍ଷା ବାହିନୀର ଭବିଷ୍ୟତ ଭୂମିକା ଓ ନିୟୋଜନ ସମ୍ପର୍କରେ ସମୀକ୍ଷା କରାଯିବ। ସେହିପରି ରାଜ୍ୟମାନଙ୍କ ମଧ୍ୟରେ...

ରାଜଧାନୀ ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ସକାଳ ସକାଳେ ଏକ ଭୟଙ୍କର ଘଟଣା ଘଟିଛି, ଯେଉଁଠାରେ ରାଜଧାନୀ ଏକ୍ସପ୍ରେସ୍‌ ହଠାତ୍ ଅଗ୍ନିକାଣ୍ଡର ଶିକାର ହୋଇଛି। ଯାତ୍ରୀମାନେ ଘୁମୁଥିବା ସମୟରେ ହଠାତ୍ ଟ୍ରେନ୍‌ର ଏକ କୋଚ୍‌ରେ ନିଆଁ ଲାଗିଯାଇଥିଲା, ଯାହା ଦେଖି ଭିତରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ଯାତ୍ରୀମାନେ “ବଞ୍ଚାଅ, ବଞ୍ଚାଅ” ବୋଲି ଚିତ୍କାର କରୁଥିଲେ। ଟ୍ରେନ୍‌ଟି ଉଚ୍ଚ ଗତିରେ ଚାଲୁଥିବା ବେଳେ ଏହି ଘଟଣା ଘଟିଥିଲା। ପ୍ରଥମେ ଧୂଆଁ ଦେଖାଯାଇଥିଲା, ତାପରେ ତୁରନ୍ତ ନିଆଁ ସମ୍ପୂର୍ଣ୍ଣ ଏସି କୋଚ୍‌ରେ ଫେଲିଗଲା। ଏହି...

“ହର୍ମୁଜ୍ ସଙ୍କଟ: ଭାରତର ଇଣ୍ଟରନେଟ୍ ସେବା ବନ୍ଦ ହେବାର ଆଶଙ୍କା?”

କେବଳ ତେଲ ନୁହେଁ, ଇଣ୍ଟରନେଟ୍‌ର ଲାଇଫଲାଇନ୍ ମଧ୍ୟ ହର୍ମୁଜ୍ – ସମୁଦ୍ର ତଳର ଲୁଚିଥିବା ଡିଜିଟାଲ୍ ଜଗତ ହର୍ମୁଜ୍ ଜଳଡ଼ାଙ୍କକୁ ସାରା ବିଶ୍ୱର ତେଲ ଲାଇଫଲାଇନ୍ ଭାବେ ଜଣାଯାଏ। ଏହି ମାର୍ଗ ଦ୍ୱାରା ପ୍ରତିଦିନ ଲକ୍ଷାଧିକ ବ୍ୟାରେଲ୍ କ୍ରୁଡ୍ ତେଲ ଯାତାୟାତ କରେ। କିନ୍ତୁ ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ଏହି ସମୁଦ୍ରପଥ କେବଳ ତେଲ ପାଇଁ ନୁହେଁ, ବରଂ ଏହା ବିଶ୍ୱର ଡିଜିଟାଲ୍ ଇଣ୍ଟରନେଟ୍ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ। ଯଦି ଏହି ଅଞ୍ଚଳରେ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଇତିହାସ ଗଢ଼ିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜନୈତିକ ଇତିହାସରେ ଆଉ ଏକ ବଡ଼ ରେକର୍ଡ ସ୍ଥାପନ କରିବାକୁ ନିକଟରେ ପହଞ୍ଚିଛନ୍ତି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୀର୍ଘକାଳୀନ କାର୍ଯ୍ୟକାଳ ସମ୍ପର୍କିତ ଏକ ଐତିହାସିକ ରେକର୍ଡକୁ ମୋଦୀ ଅତିକ୍ରମ କରିବାକୁ ଆଉ କିଛି ଦିନ ମାତ୍ର ଦୂରରେ ଅଛନ୍ତି । ଇତିହାସ ଅନୁସାରେ, ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ ପରେ ଭାରତର ଲୋକସଭା ଗଠନ ହୋଇଥିଲା ଏବଂ ପରେ ପଣ୍ଡିତ ନେହରୁ ଦେଶର...

ଭାରତୀୟ ସେନାମୁଖ୍ୟଙ୍କ ପାକିସ୍ତାନକୁ କଡ଼ା ସତର୍କବାଣୀ

ଭାରତ ପକ୍ଷରୁ ପାକିସ୍ତାନକୁ ଏକ କଡ଼ା ଓ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି । ଆତଙ୍କବାଦକୁ ସମର୍ଥନ ବନ୍ଦ କର, ନହେଲେ ପରିସ୍ଥିତି ଗମ୍ଭୀର ହେବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି । ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ନିଶାନା କରି କହିଛନ୍ତି ଯେ, ଯଦି ସୀମାପାର ଆତଙ୍କବାଦ ଚାଲି ରହେ, ତେବେ ପାକିସ୍ତାନକୁ ନିଜ ଭବିଷ୍ୟତ ନେଇ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ । ସେ ଆହୁରି ଇଙ୍ଗିତ ଦେଇଛନ୍ତି ଯେ, ଭାରତ ଏବେ...

ନିଖିଲ ମର୍ଡର ମିଷ୍ଟ୍ରିରେ ପୋଲିସର ଚଢ଼ାଉ, ବିହାରରୁ ଧରାପଡ଼ିଲେ ୩ ଜଣ

ଭୁବନେଶ୍ୱର/ରାୟଗଡ଼ା, ୧୬ ମେ: ରାୟଗଡ଼ା ଜିଲ୍ଲାକୁ ଅଶାନ୍ତ କରିଥିବା ନିଖିଲ ହାଡପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ତଦନ୍ତ ଓ ଚଢ଼ାଉ ପରେ ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁର ଅଞ୍ଚଳରୁ ଏହି ମାମଲାର ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉମେଶ ହିଆଲ, ରାଜ ସିମିଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ । ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତା...

ବାଲି ମାଫିଆଙ୍କ ଉପରେ ପ୍ରଶାସନର ବଡ଼ ଚଢ଼ାଉ

ରାଜ୍ୟରେ ବେଆଇନ ବାଲି ଓ ମାଟି ଚୋରାଚାଳାନ ବିରୋଧରେ ପ୍ରଶାସନ କଡ଼ା ଆକ୍ସନ୍ ଆରମ୍ଭ କରିଛି। ବିଭିନ୍ନ ଜିଲ୍ଲାରେ ଚାଲିଥିବା ଚଢ଼ାଉ ସମୟରେ ଅନେକ ଗାଡ଼ି ଜବତ ହୋଇଥିବା ସହ କିଛି ଲୋକଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନେତୃତ୍ୱରେ ଅଚମ୍କା ଚଢ଼ାଉ କରାଯାଇଥିଲା। ବିଭିନ୍ନ ବାଲିଘାଟରେ ଚାଲୁଥିବା ବେଆଇନ ଖନନ ଓ ପରିବହନ ଉପରେ କାର୍ଯ୍ୟାନୁଷ୍ଠାନ କରି ୧୦ଟି ଟ୍ରକ୍ ଜବତ କରାଯାଇଛି। ପ୍ରଶାସନର ଏହି କାର୍ଯ୍ୟକଳାପ ପରେ ବାଲି ମାଫିଆମାନଙ୍କ...

ଆମେରିକା–ଇସ୍ରାଏଲ୍ ଯୁଦ୍ଧଯୋଜନା

ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର ଆଶଙ୍କା ଗଭୀର ହେଉଛି। ଇରାନକୁ ନେଇ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଜୋରଦାର ହୋଇଥିବା ସୂଚନା ମିଳିଛି। ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ଦୁଇ ଦେଶ ମିଳିତ ଭାବେ ଇରାନର କିଛି ଗୁରୁତ୍ୱପୂର୍ଣ୍ଣ ସାମରିକ ଓ ପରମାଣୁ ସଂପୃକ୍ତ ସ୍ଥାନକୁ ଲକ୍ଷ୍ୟ କରି ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂତ୍ର ଅନୁସାରେ, ଇସ୍ରାଏଲୀ ସେନା ଓ ଆମେରିକାର CENTCOM ମଧ୍ୟରେ ଜରୁରୀ ବୈଠକ ହୋଇଛି। ଏଥିରେ ଇରାନର କ୍ଷେପଣାସ୍ତ୍ର ଘାଟି,...

ପ୍ରଧାନମନ୍ତ୍ରୀ ମୋଦୀଙ୍କ UAE ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୫ ଦେଶୀୟ ବିଦେଶ ଯାତ୍ରାର ପ୍ରଥମ ଚରଣରେ ଆବୁଧାବୀ ପହଞ୍ଚିଛନ୍ତି। ଯୁଏଇ ଭୂମିରେ ତାଙ୍କ ଆଗମନକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଏହି ଗସ୍ତ ସମୟରେ ଭାରତ ଓ ଯୁଏଇ ମଧ୍ୟରେ ଉର୍ଜା, ରକ୍ଷା ଓ ବ୍ୟାପାର କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ LPG ଓ କ୍ରୁଡ୍ ତେଲ ଯୋଗାଣକୁ ସୁନିଶ୍ଚିତ କରିବା ନେଇ ସହମତି ପ୍ରକାଶ କରିଛନ୍ତି, ଯାହା ବିଶ୍ୱ ଉର୍ଜା ସଙ୍କଟ ପରିସ୍ଥିତିରେ...
1 2 3 4 5

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780